ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଆଜି ସ୍ୱାସ୍ଥ୍ୟ ମାମଲାରେ ଆପଣ ବହୁତ ସୁସ୍ଥ ରହିବେ । ସାଙ୍ଗ ମାନଙ୍କ ସହିତ ଫୋନରେ କଥା ହେବେ, ଯେଉଁଠି କୌଣସି ଅନ୍ତରଙ୍ଗ ବିଷୟ ଉପରେ ଚର୍ଚା ହେବ । ଅଫିସରେ ନିଜ ପ୍ରଗତି ବିଷୟରେ ବିଚାର କରିବେ । ଆଗକୁ ବଢିବ ପାଇଁ ଆପଣଙ୍କୁ କିଛି ନୂଆ ଶିଖିବାର ଅଛି । କେଉଁଠି ନିବେଶ କରିବାକୁ ଚାହୁଁ ଛନ୍ତିତ ତେବେ ସେହି ବିଷୟରେ ଜାଣି ଲୋକଙ୍କ ଠାରୁ ସୂଚନା ନିଅନ୍ତୁ । ଯଦି ଆପଣଙ୍କ ମନ ଭାରି ହୋଇଯାଉଛି ତେବେ ପରିବାର ଲୋକଙ୍କ ସହିତ ସମୟ ବିତାନ୍ତୁ ।
ବୃଷ :- ଆଜି ଯାତ୍ରା ଆପଣଙ୍କ ପାଇଁ ଆନନ୍ଦ ଦାୟକ ଆଉ ବହୁତ ଲାଭ ଦାୟକ ହେବ । କାହା ସହିତ କଥା ହେବା ସମୟରେ ଆପଣଙ୍କ କଥା ସ୍ଲିପ ହୋଇପାରେ, ଶେଥି ପ୍ରତି ଧ୍ୟାନ ରଖନ୍ତୁ । ଆପଣ ନିଜ ଖରଚକୁ ନେଇକି ଭାବି ଚିନ୍ତି ବିଚାର କରନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମାମଲାରେ ଆପଣଙ୍କ ଚିନ୍ତା ହେବ । ଆପଣ କୌଣସି ନୂଆ କାମ ଶିଖିବାର ଅବସର ପ୍ରାପ୍ତ ହେବ ।
ମିଥୁନ :- ଆଜି ସ୍ୱାସ୍ଥ୍ୟ ସମ୍ବନ୍ଧ ସହିତ ଜଡିତ ସମସ୍ଯା ଆପଣଙ୍କୁ ଟେନସନ ଦେଇପାରେ । କଫ ସମ୍ବନ୍ଧୀୟ ରୋଗା ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ପୁରୁଣା ପଇସା ମିଳିପାରେ । ଆର୍ଥକ ପକ୍ଷ ମଜଭୁତ ହେବ । ବିଦ୍ୟାର୍ଥୀ ମାନକୁ ଅନଲାଇନ କ୍ଲାସକୁ ଗୁରୁତ୍ଵ ଦେବା ଉଚିତ, ଅନ୍ଯଥା ଆପଣ ପଛରେ ରହିଯିବେ । ପରିବାର ସହିତ ସ୍ଵାଦିଷ୍ଟ ଖାଦ୍ଯର ଆନନ୍ଦ ନେବ ।
କର୍କଟ :- ଆଜି ସନ୍ଧ୍ଯା କାଳରୁ ନେଇକି ଡେରି ରାତି ପର୍ଯ୍ୟନ୍ତ ଇଶ୍ଵର ଭକ୍ତି, ତପ ବା ପୂଣ୍ୟ କାର୍ଯ୍ୟରେ ଲାଗିବେ । ଆପଣଙ୍କ ପ୍ରିୟ ବହୁତ ରୋମାଣ୍ଟିକ ମୁଡରେ ରହିବେ । ସ୍ୱାସ୍ଥ୍ୟ ଦୃଷ୍ଟିରେ ଦିନ ବହୁତ ଭଲ ରହିବ । ଆଜି ମାନସିକ ଆଉ ଶାରୀରିକ ରୂପରେ ଆପଣ ବହୁତ ଭଲ ଅନୁଭବ କରିବେ । ଯଦି ଆପଣ ପ୍ରତିଦିନ ଧ୍ୟାନ କରୁଛନ୍ତିତ ତାର ଭଲ ଫଳ ଆପଣଙ୍କୁ ନିଶ୍ଚିତ ରୂପରେ ମିଳିବ ।
ସିଂହ :- ବହୁତ ଜଲ୍ଦି ନିସ୍ପତି ନେବାରୁ ବଞ୍ଚି ରୁହନ୍ତୁ । ସ୍ୱାସ୍ଥ୍ୟ ସାମାନ୍ଯ ରହିବ । ଛୋଟ ଭାଇ ଭଉଣୀଙ୍କ ବ୍ୟବହାର ଦ୍ଵାରା ଖୁସି ରହିବେ । ନକରାତ୍ମକ ବିଚାରରୁ ଦୂରେଇ ରୁହନ୍ତୁ । ପାରିବାରିକ ଜୀବନର କଥା କହିବାତ ପରିବାର ଲୋକଙ୍କ ସହିତ ନିଜ ବିଗିଡି ଥିବା ସମ୍ପର୍କ ସୁଧାରିବା ପାଇଁ ଆଜି ଚେଷ୍ଟା କରନ୍ତୁ । ସୁଖ ଓ ବିଳାସିତର ଭରପୁର ଆନନ୍ଦ ଉଠାନ୍ତୁ । ଚାଲିବା ସମୟରେ ସାବଧାନ ରୁହନ୍ତୁ, କାରଣ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।
କନ୍ୟା :- ଭାଇ ବନ୍ଧୁଙ୍କ ସହିତ ମିଶି ନୂଆ ଯୋଜନାକୁ ହାତରେ ନେବେ । ଆପଣଙ୍କୁ ଆକସ୍ମିକ ଚିନ୍ତା ହେବାର ଆଶଙ୍କା ରହିଛି । ଆଜୁ ଦୂର ଯାତ୍ରା କରନ୍ତୁ ନହିଁ । ବାହାନ ସାବଧାନ ପୂର୍ବକ ଚଲାନ୍ତୁ । ବ୍ୟବସାୟରେ ଚେଞ୍ଜେସ ହେବ । ଅଚିହ୍ନା ଲୋକ ଉପରେ ଭରସା କରନ୍ତୁ ନହିଁ ନହେଲେ ଅସୁବିଧାରେ ପଡି ପାରନ୍ତି ।
ତୁଳା :- ଆଜି କାର୍ଯ୍ୟ କ୍ଷେତ୍ରରେ ପ୍ରଭାବ ବଢି ପାରେ । କୌଣସି ପ୍ରଭାବ ଶାଳି ବ୍ଯକ୍ତିର ସାନିଧ୍ୟ ଲାଭ କରିବେ । କାର୍ଯ୍ୟ କ୍ଷେତ୍ରରେ ନିଜ କୌଣସି ପୁରୁଣା ଭୁଲ ଦ୍ଵାରା ଆଜି କିଛି ଶିଖିବାକୁ ମିଳିବ ଯାହାକି ଆପଣଙ୍କ ସଫଳତାରେ ସହାୟକ ସାବିତ ହେବ । କାମ କାର୍ଯ୍ୟରୁ ଆପଣଙ୍କୁ ପଇସା ମିଳିବ । ମନରେ ପଇସାକୁ ନେଇ ବହୁତ ପ୍ରକାର ବିଚାର ଆସିପାରେ ।
ବିଛା :- କୌଣସି ଚୀନତାରୁ ମୁକ୍ତି ମିଳିବ । ଆପଣଙ୍କ ରୁଚି, ଆପଣଙ୍କ ଭଲ କର୍ମ ଦ୍ଵାରା ଆପଣଙ୍କ ଘରର ନାମ ଉଚା ହେବ । ଜୀବନ୍ସାଥିର ସହଯୋଗ ମିଳିବ । କୌଣସି ପୁରୁଣା ସାଙ୍ଗ ବା ତାଙ୍କ ଭିତରୁ କିଏ ହଠାତ ଆପଣଙ୍କ ସହିତ ଦେଖା କରିବାକୁ ଆସିପାରେ । ବଡ ଲୋକଙ୍କ ଆଶୀର୍ବାଦ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ ।
ଧନୁ :- ଆଜି ପରିବାରର ମହୋଲ ଟିକେ ଖର ହୋଇପାରେ । ଲୋକ ଆପଣଙ୍କ କ୍ଷମତା ଉପରେ ଭରସା କରିବେ । ଆପଣଙ୍କ ଯୋଗ୍ୟତା ଉପରେ ବିଶ୍ବାସ ଜତାଇବେ । ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବା ପାଇଁ ବହୁତ ଭଲ ମୋଟିଭେସନ ମିଳିବ । ଆଜି ସାମାଜିକ ସ୍ତରରେ ଆପଣ ଅଧିକ ବ୍ୟସ୍ତ ରହିବେ । ନିଜ ପାଇଁ ଦିନଟି ଆଜି ବହୁତ ଭଲ ରହିବ ।
ମକର :- ଆଜି ନୂଆ କାମ ମିଳିପାରେ । ବୈବାହିକ ଜୀବନ ବହୁତ ଭଲ ରହିବାର ସମ୍ଭାବନା ରହିଛି । ଦୁଇ ପ୍ରହାର ପରେ କ୍ଷଣିକ ମାନସିକ ପ୍ରେସର ଅନୁଭବ କରିବେ । ଧନ କମାଇବାର ମଉକା ମିଳିବ । ଆପଣଙ୍କ ସଜେସନ ଦ୍ଵାରା ବହୁତ ଲୋକଙ୍କୁ ଲାଭ ମିଳିବ । ପ୍ରତିଷ୍ଠା ବଢିବ । ଘରେ ମନୋରଞ୍ଜନର ଆନନ୍ଦ ନେବେ । ଘରର ମହୋଲ ବହୁତ ବଢିଆ ରହିବ ।
କୁମ୍ଭ :- ମନୋରଞ୍ଜନ ପାଇଁ ସବୁ ସାମଗ୍ରୀ ଆଜି ଆପଣଙ୍କୁ ଉପଲବ୍ଧି ହେବ । ବ୍ୟାପାରୀ ବର୍ଗ ବ୍ୟସ୍ତତାରେ କୌଣସି ନିର୍ନୟ ନିଅନ୍ତୁ ନହିଁ, ଏହା ସହିତ ବ୍ୟବସାୟରେ ଉପଖିତ ଲାଭ ନମିଳିବାରୁ ନିରାଶ ଉତ୍ପନ ହୋଇପାରେ । କୌଣସି ପୁରୁଣା କାମକୁ କରିବା ପରେ ଲାଭ ମିଳିବ । ନୂଆ କାମ ଆରମ୍ଭ କରିବା ବଦଳରେ ପୁରୁଣା କାମ କରିବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଯେଉଁ ଲୋକ ଅବିବାହିତ ଅଛନ୍ତି ତାଙ୍କ ପାଇଁ ଦିନ ବହୁତ ଭଲ ଅଛି ।
ମୀନ :- ଆଜି କାହାକୁ କରିଥିବା କୌଣସି ବଡ ବାଦା ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ମନ ଚାହୁଁ ଥିବା ମାହୋଲ ମିଳିବା ଦ୍ଵାରା ପ୍ରସନ୍ନ ରହିବେ । ପଦ ପ୍ରତିଷ୍ଠା ବଢିବ । ନୂଆ କାର୍ଯ୍ୟ କରିବାର ଅବସର ମିଳିବ । କଥା ଉପରେ ସଂଯମତା ରକ୍ଷା କରନ୍ତୁ । ଆର୍ଥିକ ମାମଲାରେ ସହଯୋଗ ମିଳିବ ।