ଶନିବାର 29 ମେ 2021- ଶନିଦେବଙ୍କ କୃପାରୁ ଆଜି ଏହି 4 ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :-ଆଜି ଭାଗୀଦାରୀରେ ଲାଭ ହେବ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଦେଖା ହେବ । ଆଜି ପୁରୁଣା ମାମଲା ସମାଧାନ ହେବା ସହିତ ଆକସ୍ମିକ ଧନଲାଭ ସମ୍ଭବ ଅଟେ । ବ୍ୟାପାର ବଡ କରିବାର ଯୋଜନା କରନ୍ତୁ ନହିଁ । ମାର୍ଗ ଦର୍ଶନ ବା ସହଯୋଗ ପ୍ରାପ୍ତ ହେବ । ବାହାନ ବା ମସିନାରୀ ପ୍ରୟୋଗରେ ସାବଧାନ ରଖନ୍ତୁ । ଆଜୀବିକାର ନୂଆ ସ୍ରୋତ ସ୍ଥାପିତ ହେବ ।

ବୃଷ :- ଆଜି ଆପଣ ବହୁତ ସହଜରେ ପଇସା ଏକାଠି କରି ପାରିବେ । ଲୋକଙ୍କୁ ଦେଇଥିବା କରଜ ଫେରି ପାଇବେ । ଆଜି ଆପଣ କିଛି ଘର ଜିନିଷ କିଣିବା ପାଇଁ ମନ ବଳାଇବେ । ଜୀବନ ସାଥି ତରଫରୁ ଖୁସି ଖବର ମିଳିବ । ଅଫିସରେ ସମସ୍ତେ ଆପଣଙ୍କ କାମର ତାରିଫ କରିବେ । ପ୍ରେମୀଙ୍କ ତରଫରୁ ଆଜି କୌଣସି ସରପ୍ରାଇଜ ମିଳିବ ।

ମିଥୁନ :- ଆଜି ଆପଣ ମୁଲ୍ଯବନ ବସ୍ତୁ ସମ୍ଭାଳିକି ରଖନ୍ତୁ । ଜୀବନସାଥି ସହିତ ସମ୍ପର୍କରେ ଗଭୀରତା ବଢିପାରେ । ଆଜିର ଦିନ ଆପଣଙ୍କ ପାଇଁ ଆଜି ବହୁତ ଲାଭ ଦାୟକ ସାବିତ ହେବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନ ଅନୁକୂଳ ରହିବ । ଆଜି କାହା ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନହିଁ । ଆର୍ଥିକ ପକ୍ଷ ମଜଭୁତ ହେବ । ଅନ୍ୟକୁ ସାହାର୍ଯ୍ୟ କରିବେ ।

କର୍କଟ :- ମନ ବିଚଳିତ ହେବ ନହିଁ ଓ କାର୍ଯ୍ୟକୁ ପୁରା କରିବାର ଚେଷ୍ଟା କରିବେ । ପୁରା ଦିନ ଆପଣ ବହୁତ ଖୁସି ଓ ଫ୍ରେଶ ଅନୁଭବ କରିବେ । ଘରେ ହିଁ ପରିବାର ଲୋକଙ୍କ ସହିତ ଧାର୍ମିକ କାର୍ଯ୍ୟର ଅନୁଷ୍ଠାନ କରିବେ । କୌଣସି ନୂଆ ପରିଯୋଜନାରେ ଲଗାଇବା ପାଇଁ ଧନ ଅର୍ଜନ କରିବେ । ଜୀବନସାଥି ସହିତ ସମ୍ପର୍କ ବହୁତ ଭଲ ହୋଇବ ।

ସିଂହ :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ । ପୁଞ୍ଜି ନିବେଶ କରିବା ଦ୍ଵାରା ଲାଭ ହେବ । ଆପଣଙ୍କ କାମରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ । ପୁରୁଣା ସାଙ୍ଗ ମାନଙ୍କ ସହିତ ଭେଟ ହେବା ସହିତ ସହକର୍ମୀଙ୍କ ସହଯୋଗ ମିଳିବ । ବିବାଦକୁ ଟାଳି ଦିଅନ୍ତୁ । ଜୀବନସାଥିର ସ୍ଵାସ୍ଥ୍ୟର ଚିନ୍ତା ରହିବ । ଚିନ୍ତା ଛାଡିକି ଆସୁଥିବା ସମୟର କାମ ପାଇଁ ଲାଗି ପଡନ୍ତୁ । ଆପଣଙ୍କ କଥା ଦ୍ଵାରା କାହାର ହୃଦୟ ଦୁଃଖ ହୋଇପାରେ ।

କନ୍ୟା :- ଆଜି ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଆଜି ଆପଣଙ୍କ କାମ କୌଣସି ଏମିତି ଦିଗକୁ ଯିବାର ପ୍ରତୀତ ହେବ ଯାହା ବିଷୟରେ ଆପଣ କେବେ ଭାବି ନଥିବେ । ଆପଣଙ୍କ ମାନସନମାନରେ ବୃଦ୍ଧି ହେବ । ଜୀବନ ସାଥି ଆପଣଙ୍କ ଇମାନ୍ଦାରୀରେ ପ୍ରଭାବିତ ହେବ । ଦାଂପତ୍ଯ ଜୀବନରେ ବିଶ୍ଵାସ ଦ୍ଵାରା ସମ୍ପର୍କରେ ମଜଭୁତି ହେବ । ଜୀବନ ସାଥିର ସ୍ଵାସ୍ଥ୍ୟରେ କିଛି ଗଡବଡ ହୋଇପାରେ ।

ତୁଳା :- ଆଜିର ଦିନରେ ବ୍ୟାପାରରେ ବୃଦ୍ଧି ହେବ । ଆଜି ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ନିଜ ବିରୋଧୀ ବା ଆଲୋଚକଙ୍କ ଉପରେ ଧ୍ୟାନ ଦେବା ପରିବର୍ତେ ନିଜ କାମରେ ଧ୍ୟାନ ଦିଅନ୍ତୁ । ରହିଯାଇଥିବା ଧନ ହଠାତ ମିଳିବାର ଯୋଗ ବନିବ । କୌଣସି କଥାକୁ ନେଇ ବେସୀ ଜିଦ୍ଦି କରନ୍ତୁ ନହିଁ ।

ବିଛା :- ଆଜି କୌଣସି ପୁରୁଣା ସାଙ୍ଗ ସହିତ ଦେଖା ହୋଇପାରେ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟର ଚିନ୍ତା ରହିବ  । ଆଜି ବହୁତ ସାରା ଦାୟିତ୍ଵ ନିଭାଇବାର ଦିନ ଅଟେ । ଦିନର ପୂର୍ବାର୍ଦ୍ଧରେ ଛୋଟ ମୋଟ ଲାଭ ହୋଇପାରେ । ସଂଘର୍ଷ ସହିତ ସଫଳତା ଏବଂ ଧନ ପ୍ରାପ୍ତିର ଯୋଗ ବନୁଛି । ପୁରୁଣା ରୋଗ ବାହାରି ପାରେ । ଆପଣଙ୍କ ଭିତରେ ନୂଆ ଶକ୍ତି ଓ ଊର୍ଜାର ସଂଚାର ହେବ ।

ଧନୁ :- ଦିନର ଆରମ୍ଭରେ ଆଳସ୍ୟ ହାବି ହୋଇବ । ଆଜି ଭାଗ୍ୟ ଭରସାରେ ବସନ୍ତୁ ନହିଁ , କର୍ମ କରନ୍ତୁ । ଏହା ଦ୍ଵାରା ବ୍ୟାପାରିକ ଲାଭ ହେବ । ଯୁବକ ମାନଙ୍କର ଧ୍ୟାନ ମୌଜ ମସ୍ତିରେ ରହିବ । ଧର୍ମ କର୍ମରେ ଆସ୍ଥା ବଢିବ । ପାରିବାରିକ ବାତାବରଣ ଅନୁକୂଳ ରହିବ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

ମକର :- ଆଜି କୌଣସି ରହିଯାଇଥିବା ପଇସା ମିଳିବାରେ ଡେରି ହେବ । ବ୍ୟସ୍ତ ଭିତରେ ପ୍ରପଟି ସମ୍ବନ୍ଧୀୟ କୌଣସି ଡିଲ କରନ୍ତୁ ନହିଁ । ଆଜି ଆପଣ ପ୍ରଥମ କରିଥିବା ପ୍ରୟାସ ଦ୍ଵାରା ପଜେଟିଭ ଫଳ ମିଳିବ । ଏହି ରାଶିର ବିଜନେସ କରୁଥିବା ଲୋକଙ୍କୁ ଟିକେ ଅଧିକ ପରିଶ୍ରମ କରିବାକୁ ପଡିବ । ପାର୍ଟନରଶିପରେ କରାଯାଇଥିବା କାମ ଶେଷରେ ବହୁତ ଫାଇଦା ହେବ । ପରିବାରର ଦାୟିତ୍ଵ ଆପଣଙ୍କ କାନ୍ଧରେ ଆସିପାରେ ।

କୁମ୍ଭ :- ଆଜି ଭୌତିକ ସୁଖ ସୁବିଧା ଦ୍ଵାରା ବୃଦ୍ଧି ହେବ । ପ୍ରେମ ଜୀବନ ସହିତ ଜଡିତ ସ୍ଵପ୍ନ ସତ ହେବ । ଆପଣଙ୍କ ସାମନାକୁ କିଛି ଭଲ ଅବସର ଆସିବ ଆପଣ ତାର ପୁରା ଲାଭ ନେବାକୁ ପ୍ରସ୍ତୁତ ରୁହନ୍ତୁ । ହଠାତ କୌଣସି ରହିଯାଇଥିବା ଧନ ବା ଶୁଭ ସମାଚାର ପ୍ରାପ୍ତ ହେବ । ବୁଦ୍ଧି ବିବେକ ଦ୍ଵାରା ସଫଳତା ମିଳିବ ।

ମିନ:- ଆଜି ଆପଣଙ୍କ ସାମ୍ନା କୌଣସି ନୂଆ ଆର୍ଥିକ ଯୋଜନାରେ ହେବ । ପରିଶ୍ରମ ଅଧିକ ଓ ଲାଭ କମ ରହିବ । କାର୍ଯ୍ୟରେ ବାଧା ଆସିପାରେ । କାର୍ଯ୍ୟରେ ବାଧା ଆସିପାରେ । ଯାତ୍ରା କରନ୍ତୁ ନହିଁ ବାହନ ସାବଧାନ ପୂର୍ବକ ଚଲାନ୍ତୁ । କୌଣସି ନିବେଶ କରିବା ପାଇଁ ଯାଉଛନ୍ତିତ ସାଙ୍ଗ ମାନଙ୍କ ସହିତ ଏହା ବିଷୟରେ ସଜେସନ ନିଅନ୍ତୁ ।

Leave a Reply

Your email address will not be published. Required fields are marked *