Gajapati ଜିଲ୍ଲା ଗଣ୍ଡା ହାତୀ ଜଳ ପ୍ରପାତରେ ଖେଳିଲେ 2 ଟି ବିରାଟକାୟ ଅହିରାଜ (King Cobra), ଥରେ ଦେଖନ୍ତୁ ଏହି Video ଆପଣଙ୍କ ମନ ମୋହିନେବ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ଗଣ୍ଡାହାତି ଜଳପ୍ରପାତ ଅଞ୍ଚଳରେ ଦୁଇଟି ବହୁତ ବଡ ବଡ କିଙ୍ଗ କୋବ୍ରା ସା-ପ ଖେଳୁଥିବାର ନଜର ଆସିଛନ୍ତି । ଜଳପ୍ରପାତରେ ଦୁଇଟି ବଡ ଅହିରାଜ ସା-ପ ଖେଳୁଥିବାର ଦୃଶ୍ୟକୁ ଦେଖି ସମସ୍ତେ ଆଚମ୍ବିତ ହୋଇ ଯାଇଛନ୍ତି । କହିଦେଉଛୁ କି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ଗଣ୍ଡାହାତି ଜଳପ୍ରପାତ ଅଞ୍ଚଳ ଏକ ପର୍ଯ୍ୟଟନ ସ୍ଥଳୀ ଅଟେ ।

ଏମିତିରେ ବର୍ଷା ଦିନରେ ଏହି ଅଞ୍ଚଳକୁ ବହୁତ ମାତ୍ରା ପାଣି ମାଡି ଆସେ ଓ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅଟେ କି ଏହି ପାଣିରେ ସେମାନେ ପ୍ରାୟତଃ ବି-ଷଧର ସା-ପ ମଧ୍ୟ ଦେଖିଛନ୍ତି । ବହୁତ ବଡ ବଡ ସା-ପ ଥିଲେ ବି ଏମାନେ କେବେ ବି କାହାର କୌଣସି କ୍ଷତି କରି ନାହାନ୍ତି ।

ଗୁରୁବାର ଦିନ ସନ୍ଧ୍ୟା ସମୟରେ ଏହି ଘଟଣା ଅଟେ । ଯେଉଁଠି ଦୁଇଟି ବଡ ବଡ ସା-ପ ପରସ୍ପର ସହିତ ଖେଳୁଥିବାର ନଜର ଆସିଛନ୍ତି । ଏହା ସହିତ କହିଦେଉଛୁ କି ଏଠି ଅନ୍ୟ ବହୁତ ପ୍ରଜାତିର ସା-ପ ଅଛନ୍ତି । କିନ୍ତୁ କେବେ ବି ଏହି ସା-ପମାନେ କାହାର କ୍ଷତି କରି ନାହାନ୍ତି । ଗତ କାଲି ସନ୍ଧ୍ୟା ସମୟରେ ଅର୍ଥାତ ୪ ଟା ରୁ ୫ ଟା ମଧ୍ୟରେ ଏହି ଦୁଇଟି ବଡ ବଡ ସା-ପ ଖେଳୁଥିଲେ ।

ସନ୍ଧ୍ୟା ସମୟ କାରଣରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା କମ ହୋଇ ଆସୁଥିଲା । ସେଥିପାଇଁ ବୋଧେ ସା-ପ ଦୁଇଟି ବାହାରକୁ ଆସିଥିଲେ । ବହୁତ କମ ଲୋକ ଥିବାରୁ ସା-ପ ଦୁଇଟି ସାମ୍ନାକୁ ଆସିଛନ୍ତି । ଏଠି ବହୁତ ସା-ପ ରୁହନ୍ତି ।

କିନ୍ତୁ ଏହା ପ୍ରଥମ ଥର ଅଟେ ଯେତେବେଳେ କି ଏତେ ବଡ ବଡ ଦୁଇଟି ସା-ପ ସାମ୍ନାକୁ ଆସିଛନ୍ତି । ଫରେସ୍ଟ ଗାର୍ଡ ଅନୁସାରେ ଦୀର୍ଘ ଦିନ ପରେ ଏହିଭଳି ଦୁଇଟି ବଡ ବଡ ସା-ପ ସାମ୍ନାକୁ ଆସିଛି । ପାଖାପାଖି ୧୫ ରୁ ୨୦ ମିନିଟ ଖେଳିବା ପରେ ସା-ପ ଦୁଇଟି ପୁଣି ଥରେ ଜଙ୍ଗଲ ଭିତରକୁ ଚାଲିଗଲେ ।

ଏଠି ଧୀରେ ଧୀରେ ଜଳ ସ୍ତର ବଢିବାରେ ଲାଗିଛି । ଏମିତିରେ ଲୋକମାନଙ୍କୁ ସା-ପର ଭୟ ଲାଗି ରହୁଛି । ଏହିଭଳି ଦୃଶ୍ୟ ବହୁତ କମ ଦେଖିବାକୁ ମିଳେ । ଯିଏ ବି ଏହି ଦୃଶ୍ୟକୁ ଆଖି ଆଗରେ ଦେଖିଛି ସେ ଅଳ୍ପ ଭୟଭୀତ ହେବା ସହିତ ଏହି ଘଟଣାର ଭରପୁର ଆନନ୍ଦ ମଧ୍ୟ ନେଇଛନ୍ତି ।

Leave a Reply

Your email address will not be published. Required fields are marked *