3 ଜଣ ନାବାଳିକା ଙ୍କୁ ଗ-ଣ ଦୁ-ଷ୍କ-ର୍ମ । ଯାତ୍ରା ଦେଖି ଫେରୁଥିବା ବେଳେ ନାବାଳିକା ଙ୍କୁ ଦୁ-ଷ୍କ-ର୍ମ କରିଲେ ଦୁ-ର୍ବୁ-ର୍ତ୍ତ । 3 ଜଣ ନାବାଳିକାଙ୍କୁ ଦୁ-ଷ୍କ-ର୍ମ କରିଲେ 5 ଜଣ ଦୁ-ର୍ବୁ-ତ୍ତ । ଏପଟେ ଗାଁ ରେ ଚାଲିଥିଲା ଯାତ୍ରା ଆଉ ସେପଟେ ଚାଲିଥିଲା ଦୁ-ଷ୍କ-ର୍ମ । ଆଉ ଜଣକ ପରେ ଜଣେ କରିଥିଲେ ଦୁ-ଷ୍କ-ର୍ମ । ହଁ ଦର୍ଶକ ବନ୍ଧୁ ଅଧ ରାତିରେ ନାବାଳିକାଙ୍କୁ ଯାତ୍ରା ଦେଖିଯିବା ପଡିଲା ମହଙ୍ଗା ।
ଅନ୍ଧାର ରାତିର ମୌକା ପାଇ ଦୁ-ର୍ବୁ-ତ୍ତ ମାନେ ଫାଇଦା ଉଠାଇଥିଲେ । ଆଉ ଗାଁ ଯାତ୍ରା ଦେଖି ଫେରିବା ବେଳେ ଟେକି ନେଇ ଯାଇଥିଲେ 3 ଜଣ ନାବାଳିକାଙ୍କୁ । ଆଉ ଜଣଙ୍କ ପରେ ନାବାଳିକା ଙ୍କୁ ଦୁ-ଷ୍କ-ର୍ମ କରିବାକୁ ଲାଗିଥିଲେ । କେହି ନ ଥିବାର ସୁଯୋଗ ପାଇ 3 ଜଣ ନାବାଳିକାଙ୍କୁ ଝୁ-ଣି ଥିଲେ 5 ଜଣ ଦୁ-ର୍ବୁ-ତ୍ତ ।
ଆଉ ସେମାନଙ୍କୁ ଦୁ-ଷ୍କ-ର୍ମ କରିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ଦୁ-ର୍ବୁ-ତ୍ତ । ଆଉ ସେହି ଦେ-ହ ଲୋ-ଭୀ ନ-ର ରା-କ୍ଷ-ସ ନାବାଳିକା ଙ୍କ ଦୁ-ଷ୍କ-ର୍ମ କରିଥିଲେ । ତା ପରେ ଦୁ-ର୍ବୁ-ତ୍ତ ମାନେ କୁଆଡେ ଉଭାନ ହୋଇ ଯାଇଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଲାଞ୍ଜିଗଡ ବ୍ଲକ ବିଜାପୁର ଥାନା ଅଧୀନ ଅଞ୍ଚଳରେ ଏଭଳି ଲଜ୍ୟାଜନକ ଘଟଣା ।
ଏହି ବିଜେପୁର ଥାନାରେ ଅଞ୍ଚଳରେ ଅନେକ ସମୟରେ ବିଭିନ୍ନ ପର୍ବ ପର୍ବାଣି ସହ ରାତିରେ ନାଟକ ଭଳି କାର୍ଯ୍ୟ କ୍ରମ ହୋଇଥାଏ । ସେହିପରି ବେଳ ଗାଁ ଠାରେ ମା ତାରିଣୀ ଯାତ୍ରା ହେଉଥିବା ବେଳେ ଏଥିରେ ହେଉଥିବା ନାଟକ ଦେଖିବା ପାଇଁ ବେତାପଡ଼ା ଗାଁ ର 3 ଜଣ ନାବାଳିକା ଆସିଥିଲେ ।
ବିଳମ୍ବିତ ରାତିରେ ନାଟକ ଦେଖି ସାରି 3 ଜଣ ନାବାଳିକା ଘରକୁ ଫେରୁଥିବା ବେଳେ କଙ୍ଗୋପଟା ପୋଖରୀ ନିକଟରେ 5 ଜଣ ଦୁ-ବୁ-ର୍ତ୍ତ ସମାନ ରେ ପଡିଥିଲେ । ସେମାନେ 3 ଜଣ ନାବାଳିକା ଙ୍କୁ ଜୋ-ର ଜ-ବ-ର-ଦ-ସ୍ତ ଉଠାଇ ନେଇଥିଲେ । ପରେ ସେମାନଙ୍କ ସହ ବାରମ୍ବାର ଗ-ଣ ଦୁ-ଷ୍କ-ର୍ମ କରିଥିଲେ ।
ଗଣ ଦୁ-ଷ୍କ-ର୍ମ କରିବା ପରେ ଏ ବିଷୟରେ କାହାକୁ କହିଲେ ଜୀବନରୁ ମା-ରି ଦେବେ ଧ-ମ-କ ମଧ୍ୟ ଦେଇଥିଲେ ଦୁ-ର୍ବୁ-ତ୍ତ । ତେବେ ପାଜୀ ବାହିଲି ଗାଁ ର 5 ଜଣ ଯୁବକ ଦୁ-ଷ୍କ-ର୍ମ କରିଥିବା ବିଜେପୁର ଥାନାରେ ଅଭିଯୋଗ ହୋଇଛି । ସେମାନେ ହେଉଛନ୍ତି ଧନଷ୍ଠୀ ନାୟକ, ସୁମନ୍ତ ନାୟକ, ରାହୁଲ ନାୟକ, ଆଇବନ ହରିଜନ ବୋଲି ଜଣା ପଡିଥିବା ବେଳେ ଆଉ ଜଣଙ୍କ ପରିଚୟ ମିଳିପାରି ନାହି ।
ଏ ନେଇ ପୀ-ଡ଼ି-ତା-ଙ୍କ ଅଭିଯୋଗ ରେ ବିଜେପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବିଜେପୁର ଥାନା ଅଧିକାରୀ ତଦନ୍ତ କରୁଛନ୍ତି । ତେବେ 5 ଜଣ ଅ-ଭି-ଯୁ-କ୍ତ ଫେରାର ହୋଇଥିବା ବେଳେ 3 ଜଣ ନାବାଳିକା ଙ୍କ ଡାକ୍ତରୀ ପରୀକ୍ଷା ପାଇଁ ଆଜି ଭବାନୀପାଟଣା ମେଡିକାଲ କୁ ପଠା ଯାଇଥିବା ଜଣା ପଡିଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।