ଶୁକ୍ରବାର 30 ଏପ୍ରିଲ 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି 4ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଅନେକ ରୂପରେ ଲାଭ ହେବା କାରଣରୁ ଆପଣଙ୍କ ଖୁସିରେ ଦୁଇଗୁଣ ଲାଭ ହେବ । ଆଜି ଆପଣଙ୍କୁ ଏକାଗ୍ର ହେବାରେ ସାହାର୍ଯ୍ୟ ମିଳିବ ଓ ଆପଣ ନିଜକୁ ବହୁତ ଭଲ ଅନୁଭବ କରିବେ । କୌଣସି ପୁରୁଣା ସାଙ୍ଗ ସହିତ ଦେଖା ହୋଇପାରେ । ଆଜି ଆଗକୁ ଆସିବାର ସୁଯୋଗକୁ ନଜର ରଖନ୍ତୁ । ଏଥିରେ ଆପଣ ପଇସାର ସ୍ଥିତିରେ ସୁଧାର ଆସିବ । କାର୍ଯ୍ୟ ସ୍ଥଳରେ କାହା ଉପରେ ବିବାଦ କରନ୍ତୁ ନହିଁ ।

ବୃଷ :- ଅନୁଭବି ଲୋକଙ୍କ ଦ୍ଵାରା ଆପଣଙ୍କୁ ବହୁତ ଭଲ ସହାୟତା ମିଳିବ । ବ୍ୟାପାରରେ ଭଲ ଲାଭର ପ୍ରାପ୍ତି ହେବ । ଦାଂପତ୍ଯ ଜୀବନରେବି ଆଜିର ଦିନ ବହୁତ ଭଲରେ ବିତିବ । ଜୀବନ ସାଥି ନିଜ କାମରେ ସହଯୋଗ କରିବେ । ମନରେ ଉଥଲ ପୁଥଲ ହୋଇପାରେ, କିନ୍ତୁ ଆପଣଙ୍କୁ ଫାଇଦା ମଧ୍ୟ ହେବ । ଯେତେ ହୋଇପାରିବ ସେତେ ପ୍ରାକ୍ଟିକାଲ ରୁହନ୍ତୁ । ଚାକିରି କରିଥିବା ଲୋକଙ୍କୁ ଭଲ ଫଳ ମିଳିବ ।

ମିଥୁନ :- ଦିନକୁ ଖାସ ବନାଇବା ପାଇଁ ସ୍ନେହ ଓ ଉଦାରତାର ଛୋଟ ଛୋଟ ବୁନ୍ଦା ଲୋକ ମାନଙ୍କୁ ଦିଅନ୍ତୁ । କୌଣସି ନୂଆ ସଉକ ପାଇଁ ଇଛା ବଢିବ, ସ୍ପୋର୍ଟ୍ସ, ଯୋଗ ଓ ପ୍ରକୃତି ଆଡକୁ ଯାତ୍ରା ଆପଣଙ୍କୁ ବହୁତ ତାଜା କରିବାରେ ସାହାର୍ଯ୍ୟ କରିବ । ଆପଣଙ୍କୁ ନିଜ କାର୍ଯ୍ୟକୁ ପୁରା ଭଲରେ ପୂର୍ଣ କରିବା ପାଇଁ ଧ୍ୟାନ ଦେବା ଆବଶ୍ୟକ । କୌଣସି ଗୁପ୍ତ ଶତ୍ରୁ କ୍ଷତି ପହଞ୍ଚାଇବ । ଶେଥି ପ୍ରତି  ସତର୍କ ରୁହନ୍ତୁ ।

କର୍କଟ :- ଆଜି ଅଧିକାରୀ ବର୍ଗ ଆପଣଙ୍କ କାମରେ ପ୍ରସନ୍ନ ରହିବେ । ମାନସିକ ରୂପରେ ଆପଣ ଚିନ୍ତା ପୂର୍ଣ ରହିବେ । କାମ ମାମଲାରେ ସ୍ଥିତି ଭଲ ରହିବ । ଯାତ୍ରା କରିବା ପାଇଁ ଦିନ ଅନୁକୂଳ ନୁହେଁ । ଆପଣଙ୍କ ଆଯ ସାମାନ୍ଯ ରହିବ । ବ୍ୟାପାରୀ ମାନଙ୍କଠାରେ ତାଳମେଳ ବନାଇ ରଖିବା ଉଚିତ । ପରିବାରର ସହଯୋଗ ମିଳିବ । ମାନ ସନମାନରେ ବୃଦ୍ଧି ହେବ ।

ସିଂହ :- ଆଜି ଆପଣ ବହୁତ ଫ୍ରେଶ ଅନୁଭବ କରିବେ । ଆଜି ଧନ ଲାଭର ଯୋଗ ବନୁଛି । ପଇସା ସହିତ ଜଡିତ ସମସ୍ଯା ଆଶୁଚିତ ଆଜିର ଦିନ ଆପଣଙ୍କ ପାଇଁ ରାହାତ ଭରା ସାବିତ ହେବ । ଏମିତି ସମୟରେ ମନର ଢିଲାପଣ ଆପଣଙ୍କୁ ଲାଭରୁ ବଞ୍ଚିତ ନକରୁ, ଶେଠୀ ପ୍ରତି ଧ୍ୟାନ ଦିଅନ୍ତୁ । ବିବାହିତ ଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ ।

କନ୍ୟା :- କାମ ପାଇଁ ଦିନଟି ବହୁତ ବ୍ୟସ୍ତତା ପୂର୍ଣା ରହିବ, ଯାହା ଆପଣଙ୍କ ପାଇଁ ଥକାବଟ ଭରା ରହିବ । ଆପଣଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ ଓ ଆପଣ ତନ୍ଦୁରସ୍ତର ଆନନ୍ଦ ନେବେ । ଯାତ୍ରା କରିବା ଏବେ ଠିକ ନୁହେଁ । ବେସୀ ଜରୁରୀ ରହିଲେ ଯାତ୍ରା କରନ୍ତୁ । ଶ୍ଵଶୁର ଘର ପକ୍ଷରୁ ଶୁଭ ସମାଚାର ପ୍ରାପ୍ତ ହେବ । ମନର ଶାନ୍ତି ପାଇଁ ଯୋଗ ଧ୍ୟାନ କରନ୍ତୁ । ଘରର ବଡ ଲୋକଙ୍କ ସ୍ୱାସ୍ଥ୍ୟ ସୁଧୁରିବ ।

ତୁଳା :- ଆଜିର ଦିନ ସବୁଥିରୁ ସୁଖମୟ ହେବ । ପରିବାର ଲୋକଙ୍କ ସହିତ ଆନନ୍ଦ ପୂର୍ବକ ସମୟ ବିତାଇବେ । ଆପଣଙ୍କ ଉଦାର ଭାବ ଲୋକଙ୍କୁ ଅଧିକ ପ୍ରଭାବିତ କରିବା । ଆର୍ଥିକ ସ୍ଥିତିରେ କମ ବେସୀ ରହିବ । ମହତ୍ଵ ପୂର୍ଣ ଲୋକଙ୍କ ସହିତ ଆପଣଙ୍କ ବହୁତ ଭଲ ତାଳମେଳ ରହିବ । ଆପଣଙ୍କ କିଛି କାମରେ ସାଙ୍ଗ ମାନଙ୍କ ସାହାର୍ଯ୍ୟ ମିଳିବ । ନିଜର କୌଣସି କାମରେ ଆପଣଙ୍କ କୌଣସି ବନ୍ଧୁର ସହଯୋଗ ମିଳିବ । ଉଧାର ଦେବା ନେବାରୁ ଆପଣଙ୍କୁ ବଞ୍ଚିତ ରହିବାକୁ ହେବ ।

ବିଛା :- ପ୍ରପୋର୍ଟି ଡିଲିଙ୍ଗ ସହିତ ସମ୍ବନ୍ଧିତ କୌଣସି  ଦସ୍ତାବାଜରେ ଦସ୍ତଖତ କରିବାରୁ ବଞ୍ଚିତ ରୁହନ୍ତୁ । ସନ୍ତାନ ପକ୍ଷରୁ ଖୁଶି ମାହୋଲ ହେବା ଦ୍ଵାରା ମନବଳ ବଢିବ । ଭାଗ୍ୟଦୋୟର ଦିନ ଅଟେ, ସଚେତନ  ରୁହନ୍ତୁ । ମହତ୍ଵ ପୂର୍ଣ ସମ୍ପର୍କ ଆହୁରି ଭଲ ହୋଇବ । ପଇସା ମମଳକୁ ନେଇ ଟିକେ ବିଚାର କରନ୍ତୁ । ଆଜି ସାହିତ୍ଯ ଓ କଳାରେ ଆପଣଙ୍କ ରୁଚି ରହିବ ।

ଧନୁ :- ଆଜିର ଦିନ ଆପଣଙ୍କ ପାଇଁ ସୁଖକର ରହିବ । ଆପଣଙ୍କ ଦିନଚର୍ଜ୍ୟରେ ଚେଞ୍ଜେସ ଆଣିବାର ଆବଶ୍ୟକତା ରହିଛି । କୌଣସି କାମକୁ ନେଇ ବ୍ୟସ୍ତ ହେବାର ଉଚିତ ନୁହେଁ । ବ୍ୟାପାରରେ ଆପଣଙ୍କୁ ଆଶାରୁ କମ ଫଳ ମିଳିବ । ଆଜି ଆପଣଙ୍କ ପଇସା କେଉଁଠି ଅଟକି ପାରେ । ଅନ୍ୟ ପାଖରେ ବଢୁଥିବା ଖର୍ଚ ଆପଣଙ୍କୁ ଟିକେ ଅସୁବିଧାରେ ପକାଇ ପାରେ । ସାଙ୍ଗ ସହିତ ମୌଜ ମସ୍ତିରେ ସମୟ ବିତିବ ।

ମକର :- ଆଜି ଆପଣ ନିଜ ଲକ୍ଷ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ । ରାଜନୈତିକ ପ୍ରତି ଦ୍ବନ୍ଦୀ ଆଜି ଆପଣଙ୍କଠୁ ଆଗକୁ ଯିବାର ପ୍ରୟାସ କରିବେ । ଧୀରେ ଧୀରେ ସଫଳତା ଆଡକୁ ଅଗ୍ରଗତି କରିବେ କିନ୍ତୁ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ । ଆଜି ଆପଣଙ୍କ ଧନ ଜରୁରୀ ବସ୍ତୁ ଉପରେ ହିଁ ଖର୍ଚ ହେବ । ପରିଣାମ ସ୍ୱରୂପ କାମରେ ସଫଳତା ପ୍ରାପ୍ତ କରିବେ ।

କୁମ୍ଭ :- ଆଜି ଆପଣଙ୍କ ଯାତ୍ରା ଆରାମ ଦାୟକ ରହିବ । ଆମଦାନୀ ବଢିବାର ଆଶା ରହିଛି, କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ । ଆପଣ କାର୍ଯ୍ୟରେ ନିଜର ପସନ୍ଦ ଜିନିଷ ଉପରେ ଧ୍ୟାନ ଦେବେ ଓ ନିଜ କ୍ଷେତ୍ରରେ ନିପୁଣ ହେବେ । ଆର୍ଥିକ ଉନତିର ପ୍ରୟାସ ସଫଳ ରହିବ । ସମପତିର କାର୍ଯ୍ୟ ଲାଭ ଦେବ । ପ୍ରତି ଦ୍ଵନ୍ଦୀ ଟେନସନ ଦେବେ । ଆଜି କୌଣସି ପାଖ ଲୋକ ଠାରୁ ଧୋକା ମିଳିପାରେ, ଶେଥି ପାଇଁ କାହା ଉପରେ ବିଶ୍ବାସ କରନ୍ତୁ ନହିଁ ।

ମୀନ :- ଆଜି ଆପଣଙ୍କ ଘରର ସମସ୍ଯା ଆପଣଙ୍କୁ ଟେନସନ ଦେଇପାରେ । ଅଫିସର କାର୍ଯ୍ୟକୁ ପ୍ରଥମରୁ ହିଁ ପ୍ଳାନ କରିବା ଉଚିତ ଏହା ସହିତ ଗୋଟେ କଥାର ଧ୍ୟାନ ରଖିବେ କାର୍ଯ୍ୟକୁ ପୁରା କରିବା ପାଇଁ ଆଳସ୍ୟ ଯମବି କରନ୍ତୁ ନହିଁ । ସ୍ୱାସ୍ଥ୍ୟ ମାମଲାରେ ଆଜିର ଦିନ ମିଳାମିସା ରହିବାର ଆଶା ରହିଛି । ଦିନର କାମ ଜଲ୍ଦି ଖତମ କରିକି ସନ୍ଧ୍ଯା କାଳର କିଛି ସମୟ ପରିବାର ଲୋକଙ୍କ ସହିତ ବିତାନ୍ତୁ ।

Leave a Reply

Your email address will not be published. Required fields are marked *