୪୦ ବର୍ଷ ପରେ ମୁହଁ ଖୋଲିଲେ ରେଖା, କହିଲେ Amitabh Bachchanଙ୍କ ସବୁ କଳା କାର୍ନାମା! ‘ କହିଲେ, କାହିଁକି ସେ….’

୧୯୭୦ ଦଶକର ଅଭିନେତ୍ରୀ ରେଖାଙ୍କୁ ଦେଖିଲେ ଲାଗିବନି ତାଙ୍କୁ ୬୬ ବର୍ଷ ବୟସ ବୋଲି ଆଜି ମଧ୍ୟ ତାଙ୍କ ସୌନ୍ଦର୍ଜ୍ୟ ଅକ୍ଷୁର୍ଣ ରହିଛି । ଏବେ ତାଙ୍କ ପାଇଁ ମଧ୍ୟ ଲୋକ ପାଗଳ ହେଉଛନ୍ତି । ସେ ପ୍ରଥମେ  ହିନ୍ଦୀ ଚଳଚିତ୍ରରେ ଡେବ୍ୟୁ କରିଥିଲେ ସେଇ ଫିଲ୍ମ ନାମ ହେଲା ‘ସାବନ ଭାଦେ’ ଚଳଚିତ୍ର ।

ଏହାପରେ ‘ ନମକ ହଲାଲ, ନାଗିନ, ଜାନିଦୁଷମନ, ସିଲସିଲା, ଇଜାଜତ, ଉମରାଓ ଜାନ, ଖୁନ ଭରି ମାଙ୍ଗ, ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ରେଖା ଓ ଅମିତା ବଚନଙ୍କ ଯୋଡି ସବୁଠୁ ସୁପରହିଟ ହେଉଥିଲା । ତାଙ୍କ ମଧ୍ୟ ବ୍ୟକ୍ତିଗତ ଜୀବନରେ ଦୁଇଜଣ ବହୁତ ଚର୍ଚାରେ ଥିଲେ । ଆଜି ମଧ୍ୟ ତାଙ୍କ ସଂପର୍କକୁ ନେଇ ଲୋକ ମାନଙ୍କ ମଧ୍ୟରେ ବହୁତ କୌତୁହଳ ବିଷୟ ବୋଲି ବୋଲି କୁହାଯାଏ ।

Image Courtesy: Google

ଗୋଟେ ଇନ୍ଟରଭିଉରେ ରେଖା କହିଥିଲେ, ଅମିତା ବଚନଙ୍କ ପାଖରେ ଠିଆ ହେବା ଛୋଟ କଥା ନୁହେଁ । ଅମିତା ବଚନଙ୍କ ତାରିଫ କରିବାକୁ ଯାଇ ସେ କହିଥିଲେ, ତାଙ୍କର ପ୍ରଥମ ଫିଲ୍ମରେ ଅମିତାଭଙ୍କୁ ଦେଖି ସେ ଡାଇଲଗ ଭୁଲି ଯାଇଥିଲେ । ଗୋଟିଆ ସମୟ ଏମିତି ଥିଲା ସେତେବେଳେ ରେଖା ଓ ଅମିତାଭଙ୍କ ପ୍ରେମର ବହୁତ ଚର୍ଚା ଚାଲିଥିଲା, କିନ୍ତୁ ଜୟା ବଚନ ଏଠି ନେଇ ବହୁତ ବିରକ୍ତ ହେଉଥିଲେ ।

Image Courtesy: Google

ବିବାହିତ ଅମିତା ବଚନଙ୍କୁ ରେଖା ବାରମ୍ବାର ପ୍ରେମ ନିବେଦନ କରୁଥିଲେ, ଅମିତା ବଚନ ଏହି ପ୍ରସଙ୍ଗରେ ସବୁବେଳେ ଚୁପ ରହିଥିଲେ । କିନ୍ତୁ ଜୟା ବଚନ ଏହି କଥା ଗୁଡିକୁ ବହୁତ ଭଲ ଭାବରେ ସମାଧାନ କରିଥିଲେ ।ଦୁନିଆ ଆଗରେ ସବୁ କିଛି କହିବା ଜରୁରୀ ନୁହେଁ ୧୯୮୪ ଫିଲ୍ମ ଫେୟାର ଗୋଟେ ଇଣ୍ଟରଭିଉରେ ରେଖାଙ୍କୁ ଅମିତାଭଙ୍କ ବିଷୟରେ ପଚରା ଯାଇଥିଲା । ଅମିତାଭଙ୍କ ସହ ରେଖା ସଂପର୍କକୁ ଅସ୍ଵୀକାର କରିଥିଲେ । ସେ ଔ ମଧ୍ୟ କହିଥିଲେ ଲୋକ ମାନେ କଣ ଭାବନ୍ତି ମୋର ତା ପ୍ରତି କିଛି ଧ୍ୟାନ ନାହିଁ ।

Image Courtesy: Google

ଲୋକମାନେ ତାଙ୍କ ପ୍ରତି ମୋର ପ୍ରେମ ଓ ମୋ ପ୍ରତି ପ୍ରେମ କାହିଁକି ଜାଣିବା ଉଚିତ । ମୁ ତାଙ୍କୁ ଭଲ ପାଏ ସେ ମୋତେ ଭଲ ପାଆନ୍ତି ବସ ଏତିକି । ରେଖା ଏହା ମଧ୍ୟ କହିଥିଲେ ସେ ବ୍ୟକ୍ତି ଗତ ଭାବରେ ଯଦି କିଛି ଏମିତି ପ୍ରତିକ୍ରିୟା ଦେଇଥାନ୍ତେ ମୁ ନିରାଶ ହୋଇଥାନ୍ତି । ଶ୍ରୀ ବଚନ ପୁରୁଣା ଚିନ୍ତା ଧାରାର ବ୍ୟକ୍ତି । ସେ କାହାକୁ କଷ୍ଟ ଦିଅନ୍ତି ନହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *