475 ବର୍ଷ ପୁରୁଣା ଜେଲ, ଯେଉଁଠାରେ ରହୁଛି ଏକ ମାତ୍ର କଏଦୀ…. ଜାଣନ୍ତୁ ରହସ୍ୟ

ଆମ ଦେଶରେ ଅନେକ ସ୍ଥାନରେ ଜେ-ଲ ତିଆରି ହୋଇଛି । ଏହା ସହ ବିଭିନ୍ନ ପର୍ଯ୍ୟାୟରେ କ-ଏ-ଦୀ ମାନେ ଜେ-ଲରେ ରହିଛନ୍ତି । ଏହି ଭି-ଡି-ଓ ରେ ଯେଉଁ ଜେ-ଲର ଦୃଶ୍ୟ ହେଉଛି ତାହା ହେଉଛି ୪୭୫ ବର୍ଷ ତଳର । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ୪୭୫ ବର୍ଷ ହୋଇଥିବା ଜେ-ଲରେ ମାତ୍ର ଜଣେ ହିଁ କ-ଏ-ଦୀ ଅଛନ୍ତି । ଏହି ଘଟଣାଟି ହେଉଛି ଜାମନଦ୍ୟୁରେ ରେ । ଏହି ଜେ-ଲଟି ଦେଖିବାକୁ କିଲ୍ଲା ଭଳି ଲାଗୁଥିଲେ ମଧ୍ୟ ଏହା ଜେ-ଲ ଅଟେ । ଏହି ଜେ-ଲରେ ଜଣେ କ-ଏ-ଦୀ, ୪ଜଣ କର୍ମଚାରୀ ଓ ଜଣେ ଜେ-ଲର ରହୁଛନ୍ତି ।

ପ୍ରକୃତ କେଥା ହେଉଛି ଏହି ଜେ-ଲରେ ୫ଜଣ କ-ଏ-ଦୀ ଥିଲେ । କିନ୍ତୁ ଦୁଇ ଜଣଙ୍କର ସ-ଜା ସମାପ୍ତ ହେବା ପରେ ସେ ଜେ-ଲରୁ ଯାଇ ସାରିଛନ୍ତି । ଆଉ ଦୁଇ ଜଣ ନି-ର୍ଦୋ-ଷ ସାବ୍ୟସ୍ତ ହେବା ପରେ ଜେ-ଲରୁ ବାହାରି ଯାଇଛନ୍ତି । ମାତ୍ର ଜଣେ କ-ଏ-ଦୀ ଏହି ଜେ-ଲରେ ରହିଛନ୍ତି । ସୂଚନା ଯୋଗ୍ୟ କି ଏହି କ-ଏ-ଦୀଙ୍କ ପାଇଁ ସରକାରଙ୍କ ତରଫରୁ ମାସିକ ଖର୍ଚ୍ଚ ୩୦ରୁ ୩୫ହଜାର ଟଙ୍କା ଆସୁଛି । ଏହି କ-ଏ-ଦୀଙ୍କ ପାଇଁ ବୁଲିବାର ସୁବିଧା ସହ ଟିଭି ଦେଖି ମନୋରଞ୍ଜନ କରିବାର ସୁବିଧା ରହିଛି ।

ଏହି ଜେ-ଲର ପରିବେଶ ଓ ନକ୍ସା ଦେଖିଲେ ଲାଗୁଛି କି ଏହାର ବାତାବରଣ କେମିତି ହୋଇଥିବ । ଏମିତି କି ଏହି ଜେ-ଲ କୁ ବନ୍ଦ କରିବା ପାଇଁ ୨୦୧୪ ମସିହାରେ କଥା ଉଠିଥିଲା । କିନ୍ତୁ ଏଠାରେ ଥିବା କ-ଏ-ଦୀ ଜଣକ ଜେ-ଲରୁ ବାହାରିବା ପରେ ଏହି ଜେ-ଲ ବନ୍ଦ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ୪୭୫ ବର୍ଷ ହେବ କୀର୍ତ୍ତି ବହନ କରୁଥିବା ଏହି ଜେ-ଲ ରେ ଜଣେ କ-ଏ-ଦୀ, ୪ ଜଣ କର୍ମଚାରୀ ଓ ଜଣେ ଜେ-ଲରଙ୍କ ଉପସ୍ଥିତି ରେ କାର୍ଯ୍ୟ କ୍ରମ ହେଉଛି ।

ସେହି କ-ଏ-ଦୀ ଙ୍କ ପାଇଁ ସକାଳେ ଦୂରଦର୍ଶନ ଚ୍ଯାନେଲ ଓ ସନ୍ଧ୍ୟା ରେ ଆଧ୍ୟାତ୍ମିକତା ଦେଖିବା ପାଇଁ ସୁବିଧା ରହିଛି । ଏହି ଜେ-ଲ ଭିତରେ ଏକ କୋଠରି ରହିଛି ଯାହାର ନମ୍ବର ହେଉଛି ୪ । ଏହି କୋଠରି ୫ ଜଣ କ-ଏ-ଦୀ ରହୁଥିବା ବେଳେ ବର୍ତ୍ତମାନ ଜଣେ ମାତ୍ର କ-ଏ-ଦୀ ରହିଛନ୍ତି । ସବୁଠାରୁ ବଡ କଥା ହେଉଛି ସେହି କ-ଏ-ଦୀ ଙ୍କୁ ଅନ୍ୟ କୌଣସି ଜେ-ଲ କୁ ପଠାଯାଉ ନାହି କି ତାଙ୍କର ସାଜ ଏ ଯାଏଁ ଶେଷ ହୋଇ ନାହି । ତେବେ ଏହି ୩୦ ବର୍ଷୀୟ କ-ଏ-ଦୀ ଜଣକ ଏହି ପୁରୁଣା ଜେ-ଲ ଭିତରେ ନିଜର ସମୟ କାଟୁଛନ୍ତି । ଏକ ମାତ୍ର କ-ଏ-ଦୀ ହୋଇ ୩୦ ବର୍ଷର ଏହି ବ୍ୟକ୍ତି ଜଣକ ଏହି ଜେ-ଲ ରେ ସ-ଜା କା-ଟୁ-ଛ-ନ୍ତି- ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *