ବୁଧବାର 05 ମେ 2021- ଗଣେଶଙ୍କ କୃପାରୁ ଆଜି ଏହି ତିନୋଟି ରାଶିଙ୍କୁ ମିଳିବ ହଟାତ କିଛି ବଡ ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କ ମନରେ ନକରାତ୍ମକ ଭାବନା ଆସିପାରେ । ହଠାତ ଧନ ଲାଭ ହେବାର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କ କୌଣସି ନିଜର ଆପଣଙ୍କର ସାହାର୍ଯ୍ୟର ଆବଶ୍ୟକତା ପଡିପାରେ । ଆପଣଙ୍କୁ ଆଗକୁ ଯାଇ ତାର ସାହାର୍ଯ୍ୟ କରିବା ଉଚିତ । ଏଥିରେ ଆପଣଙ୍କୁ ଭଲ ଲାଗିବା ନହିଁ ଆଉ କାହାକୁ ମଧ୍ୟ ଲାଭ ହେବ । ରାଜନୀତି ଓ ସାମାଜିକ କ୍ଷେତ୍ରରେ ମଧ୍ୟ ଆପଣ ବହୁତ ସନମାନିତ ହେବ ।

ବୃଷ :- ଭୂମି ବା ଭବନ ସମ୍ବନ୍ଧୀୟ ବାଧା ଦୂର ହେବ । ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । କାର୍ଯ୍ୟ କ୍ଷେତ୍ରରେ କୌଣସି କାମ କରିବା ପାଇଁ ସମୟ ଲାଗିପାରେ । ଘରର ମରାମତି କାମ କରିପାରିବେ । ଆପଣ କୌଣସି ନୂଆ କୌଶଳ ଶିଖି ପାରିବେ । କିଛି ଲୋକଙ୍କ ବ୍ୟବହାର ଆପଣଙ୍କ ବୁଝିବାର ବାହାରେ ରହିବ । ମନବାଞ୍ଛିତ କାର୍ଯ୍ୟରେ ସଫଳତା ପ୍ରାପ୍ତିର ଯୋଗ ବନୁଛି । ପରିବାର ସଦସ୍ୟାଙ୍କ  ସହିତ ମତଭେଦ ଖତମ କରନ୍ତୁ  ।

ମିଥୁନ :- ଅରଠିଆକ ଦେବା ନେବାରେ ଫସିବାରେ ସାବଧାନ ରୁହନ୍ତୁ । ଜୀବନ ସାଥି ସହିତ ମିସିକି କାମ କରିବା ଘର କାମରେ ବହୁତ ସାହାର୍ଯ୍ୟ ହେବ । ଆଜି ଯାହାବି କରିବେ, ତା ସହିତ ଅଧିକ ଦାୟିତ୍ଵ ମଧ୍ୟ ରହିବ । ଆପଣଙ୍କୁ ଏହା ବୁଝିବାକୁ ହେବ କେଉଁ ରାସ୍ତାରେ ଯାଇ ଆପଣଙ୍କୁ ଭଲ ପରିଣାମ ମିଳିବ । କାର୍ଯ୍ୟ କ୍ଷେତ୍ରରେ କୌଣସି କାର୍ଯ୍ୟକୁ ହାସିଲ କରି ସନ୍ତୁଷ୍ଟ ଅନୁଭବ କରିବେ ।

କର୍କଟ :- ଧନ ଲାଭର ଯୋଗ ବନୁଛି । ଶ୍ଵଶୁର ଘରୁ କାହାର ଦେଖା ଆପଣଙ୍କୁ ପ୍ରସନ୍ନ କରିବ । ଆଜି ଆପଣଙ୍କୁ ଗାଡି ସାବଧାନର ସହିତ ଚଳାଇବାକୁ ହେବ । ଗୋଟିଏ ବିତୀୟ କ୍ଷେତ୍ରରେ ଦେବାନେବା ଆପଣଙ୍କ ପକ୍ଷରେ ହେବ । ପଇସା କ୍ଷେତ୍ରରେ କିଛି ନୂଆ କାମ ଆପଣ କରିବେ । ଆପଣଙ୍କ ସବୁ ଚେଷ୍ଟାରେ ଆପଣଙ୍କ ଜୀବନ ସାଥିର ସହଯୋଗ ମିଳିବ । ପରିବାରର କୌଣସି ସଦସ୍ୟ ଚିନ୍ତାର କାରଣ ବନିବ ।

ସିଂହ :- ଚାକିରି କରିଥିବା ଲୋକଙ୍କ ପାଇଁ ପାଦୋନତି ମିଳିବାର ସଂଭାବନା ରହିଚି । କାନୁନି ସମସ୍ୟାର ସମାଧାନ ହେବ । ଯଦି ଆପଣ ନିଜ ସମସ୍ଯା ପାଇଁ ଚିନ୍ତିତ ଅଛନ୍ତିତ ଆପଣଙ୍କୁ ସେଥିରୁ ମୁକ୍ତି ପାଇବା ପାଇଁ ମହତ୍ଵ ପୂର୍ଣା ସୂଚନା ମିଳିପାରେ । କୌଣସି ପ୍ରକାର ଦେବା ନେବା କରିବା ପୂର୍ବରୁ ସବୁ ଆଡୁ ଯାଞ୍ଚ କରନ୍ତୁ । ପଇସା ଦେବା ନେବା ମାମଲାରେ ଟିକେ ସାବଧାନ ରୁହନ୍ତୁ ।

କନ୍ୟା :- ଭୌତିକ ସୁଖ ସୁବିଧା ଉପରେ ଆପଣଙ୍କ ଖର୍ଚ ବଢିପାରେ । ବେକାର ଖର୍ଚକୁ କମ କରିବା ପାଇଁ ଖରଚକୁ ନିୟତ୍ରଣ ହୋଇପାରିବ । ଛାତ୍ରଙ୍କୁ କିଛି ଭାଲ ଶିଖିବାକୁ ମିଳିବ, ଯାହା ଭବିଷ୍ୟତରେ କାମରେ ଆସିବ । ପ୍ରୋପାର୍ଟି ମାମଲାରେ କୌଣସି ଖୁସି ଖବର ମିଳିବାର ସମ୍ଭାବନା ରହିଛି ।

ତୁଳା :- ଆଜି ଆପଣଙ୍କ ଆତ୍ମ ବିଶ୍ବାସରେ ତେଜିରେ କମ ଆସିପାରେ । ବିବାଦକୁ ନେଇକି ଆପଣଙ୍କୁ ଚିନ୍ତିତ ହେବାକୁ ପଡିପାରେ । ଧନ ପ୍ରାପ୍ତିର ବିଶେଷ ଯୋଗ ରହିଚୀ । ବହୁତ ଦିନରୁ ଚାଲି ଆସୁଥିବା କୌଣସି ଦେବା ନେବା ସମସ୍ଯାର ଆଜି ସମାଧାନ ହେବ । ପର୍ଯ୍ୟାପ୍ତ ପରିମାଣରେ ଧନ ଆସିବା ଦ୍ଵାରା ଖୁସି ମିଳିବ । ଆଜିର ଦଦିନ ଆପଣଙ୍କ ପାଇଁ ସାମାନ୍ଯ ରହିବ ।

ବିଛା :- ଉଚ ପଦୋଧିକାରୀଙ୍କୁ ଆପଣ ନିଜ କାମରେ ପ୍ରଭାବିତ କରିବେ । ପିତାଙ୍କ ତରଫରୁ ଲାଭ ହେବ । ଆଜି ଆପଣଙ୍କ ଜୀବନସାଥିର ମନ ବହୁତ ରୋମାଣ୍ଟିକ ରହିବ । ଘର ବା ଅଫିସରା ଜାଗା ବଦଳିବାର ସମ୍ଭାବନା ରହିଚି । ଆଜି ନିଜର ଉଦାର ସ୍ଵଭାବ ଲାଗି ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିବେ । ଆଖ ପକ୍ଷର ଲୋକ ଆଜି ଆପଣଙ୍କୁ ଗୋଟେ ଲିଡର ଭାବରେ ଦେଖିବେ ।

ଧନୁ :- ଆଜି ଆପଣ ନିଜ ଭାଇ ଭଉଣୀ, ଓ ସାଙ୍ଗ ମାନକ ସାହାର୍ଯ୍ୟ ଓ ସମର୍ଥନ ପାଇଁ ପ୍ରଗତି କରିବେ । ଜୀବିକା କ୍ଷେତ୍ରରେ ପ୍ରଗତି ହେବ । ରାଜ୍ୟ ମାନ ପତିଷ୍ଠାରେ ବୃଦ୍ଧି ହେବ । ସନ୍ତାନଙ୍କ ଦାୟିତ୍ଵ ପୂରଣ ହୋଇପାରେ । ସନ୍ଧ୍ଯା କାଳରୁ ନେଇ ରାତି ପର୍ଯ୍ୟନ୍ତ ପ୍ରିୟା ବ୍ୟକ୍ତିଙ୍କ ଦର୍ଶନ ବା ସୁସମାଚାର ମିଳିବ । କୌଣସି ଏମିତି କଥା କୁହନ୍ତୁ ନହିଁ ଯାହାକି ମନକୁ କଷ୍ଟ ହେବ ।

ମକର :- ଆଜି କୌଣସି ରହିଯାଇଥିବା ପଇସା ମିଳିବାରେ ଡେରି ହେବ । ବ୍ୟସ୍ତ ଭିତରେ ପ୍ରପଟି ସମ୍ବନ୍ଧୀୟ କୌଣସି ଡିଲ କରନ୍ତୁ ନହିଁ । ଆଜି ଆପଣ ପ୍ରଥମ କରିଥିବା ପ୍ରୟାସ ଦ୍ଵାରା ପଜେଟିଭ ଫଳ ମିଳିବ । ଏହି ରାଶିର ବିଜନେସ କରୁଥିବା ଲୋକଙ୍କୁ ଟିକେ ଅଧିକ ପରିଶ୍ରମ କରିବାକୁ ପଡିବ । ପାର୍ଟନରଶିପରେ କରାଯାଇଥିବା କାମ ଶେଷରେ ବହୁତ ଫାଇଦା ହେବ । ପରିବାରର ଦାୟିତ୍ଵ ଆପଣଙ୍କ କନ୍ଧରେ ଆସିପାରେ ।

କୁମ୍ଭ :- ଆଜି ଭୌତିକ ସୁଖ ସୁବିଧା ଦ୍ଵାରା ବୃଦ୍ଧି ହେବ । ପ୍ରେମ ଜୀବନ ସହିତ ଜଡିତ ସ୍ଵପ୍ନ ସତ ହେବ । ଆପଣଙ୍କ ସାମନାକୁ କିଛି ଭଲ ଅବସର ଆସିବ ଆପଣ ତାର ପୁରା ଲାଭ ନେବାକୁ ପ୍ରସ୍ତୁତ ରୁହନ୍ତୁ । ହଠାତ କୌଣସି ରହିଯାଇଥିବା ଧନ ବା ଶୁଭ ସମାଚାର ପ୍ରାପ୍ତ ହେବ । ବୁଢୀ ବିବେକ ଦ୍ଵାରା ସଫଳତା ମିଳିବ ।

ମୀନ :- ଯେଉଁ ଲୋକଙ୍କୁ ଆପଣ ଜାଣିଛନ୍ତି, ତାଙ୍କ ଜରିଆରେ ଆପଣଙ୍କୁ ଆମଦାନୀର ନୂଆ ସ୍ରୋତ ମିଳିବ । ଅଚିହ୍ନ ଲୋକ ଉପରେ ଭରସା କରନ୍ତୁ ନହିଁ । ଜୀବନ୍ସାଥିର ସହଯୋଗ ଓ ସାନିଧ୍ୟ ପ୍ରାପ୍ତ ହେବ । ଆଜି ମା ର ସ୍ଵାସ୍ଥ୍ୟକୁ ନେଇ ଟିକେ ଚିନ୍ତିତ ରହିବେ । ତାଙ୍କ ଖାଦ୍ଯ ପେୟର ଟିକେ ଧ୍ୟାନ ରଖନ୍ତୁ । ସ୍ୱାସ୍ଥ୍ୟ ସାମାନ୍ଯ ରହିବ ।

Leave a Reply

Your email address will not be published. Required fields are marked *