5ଟି ଲକ୍ଷଣ ଯାହା କହିଥାଏ କେତେ ଥର ଜନ୍ମ ନେଇ ସାରିଛି ଆପଣଙ୍କ ଆତ୍ମା- Garuda Purana

କୁହାଯାଏ କି ମଣିଷ ମାରିବା ପରେ ଏହାର ପୁନର ଜନ୍ମ ହୋଇ ଥାଏ । କେବଳ ଆତ୍ମା ହି ଶରୀର ବଦଳାଇ ଥାଏ । କାରଣ ଏହା ଅମର ଅଟେ । ଏହାକୁ ନେଇକି ଆଜି ଭି ଅନେକ ଲୋକ ଦ୍ଵନ୍ଦ ରେ ଅଛନ୍ତି କି କେଉଁ ମାନେ ପୁନର ଜନ୍ମ କରିଛନ୍ତି କିଭଳି ଜାଣିବେ । କିଛି ଲୋକ ଏହାକୁ ମାନିବା ପାଇଁ ମନା ମଧ୍ୟ କରୁଛନ୍ତି । ଯଦି ପୁରାତନ କଥା ଦେଖିବା ତାହେଲେ ଜାଣି ପାରିବା କି ଆମେ କିଭଳି ଭାବେ ଏହାକୁ ବିଶ୍ଵାସ କରିବା କାରଣ କ୍କିଛି ଲୋକଙ୍କ ସହ ଏଭଳି କିଛି ଘଟଣା ହୋଇଛି ଯାହା ଦ୍ଵାରା ସେମାନେ ଏହା କୁ ବିଶ୍ଵାସ କରିଛନ୍ତି । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବ ପାଇ ଯାଉଛୁ କି ପ୍ରକୃତ ରେ ପୁନର ଜନ୍ମ ସତ କିମ୍ବା ମିଛ ଅଟେ ।

ଯଦି ଦେଖିବା ତ ଜାଣି ହେବ କି ଏହା କିଛି ମାତ୍ରାରେ ସତ । ଏହା କୁ ଜାଣିବା କିଭଳି ଏହା ଅନେକ ଥର ପ୍ରଶ୍ନ ଉଠେ ଆଜି ଆମେ ସେହି ପ୍ରଶ୍ନର ଉତ୍ତର ଆଣିଛୁ ଆପଣଙ୍କ ପାଇଁ । ଚଳଚିତ୍ର ମାନଙ୍କ ରେ ଆପଣ ଦେଖିଥିବେ କି ସବୁ ବେଳେ ଏକ ପ୍ରକାର ସ୍ଵପ୍ନ ଆସିଥାଏ ଯାହାର ପୁନର ଜନ୍ମ ହୋଇ ଥାଏ । ଆଜ୍ଞା ଏହା ସତ ଅଟେ । ଯଦି ଆପଣଙ୍କୁ ଏକ ସ୍ଵପ୍ନ ବାର ବାର ଆସୁଛି କିମ୍ବା ଏହା ଲଗା ତାର ସବୁ ଦିନ ଆପଣ ଦେଖୁଛନ୍ତି ତେବେ ଏହା ନିଶ୍ଚିତ ଭାବେ ଆପଣଙ୍କ ପର ଜନ୍ମ ଅଟେ ।

ସ୍ଵପ୍ନ ଆପଣଙ୍କ ପୂର୍ବ ଜନ୍ମ ଅଟେ । ଏହା ଥିଲା ପ୍ରଥମ ଲକ୍ଷଣ ଅଟେ । ଆପଣ ଦେଖୁଥିବା ସ୍ଵପ୍ନ ରେ ଆପଣ ଦେଖୁଥିବା ଲୋକମାନେ ଆପଣଙ୍କୁ ଚିହ୍ନା ଚିହ୍ନା ଲାଗିବେ ଆପଣ ଏହା ଜାଣି ପାରିବେ ନି । ସେହି ଭଳି ଯଦି କାହା ସହ ଦେଖା ହୋଇ ଆପଣଙ୍କୁ ଏଭଳି ଲାଗେ କି ଆପଣ ତା ସହ ଆଗରୁ ଦେଖା ହୋଇଛନ୍ତି କିମ୍ବା ସେ ଆପଣଙ୍କୁ ଖୁବ ନିଜର ଲାଗେ ତେବେ ଆପଣ ନିଶ୍ଚିତ ଭାବେ ଜାଣି ନିଅନ୍ତୁ କି ଏହା ଆପଣଙ୍କ ପୁନର ଜନ୍ମ ହୋଇଛି ।

କିଛି ଲୋକଙ୍କୁ ଆପଣ ଜାଣି ଥିବେ ଯେଉଁ ମାନେ କିଛି ଖରାପ ହେବ ଆଗରୁ ସବୁ କିଛି ଜାଣି ନେଇଥାନ୍ତି । କିନ୍ତୁ ଏହା ପାଇଁ ଆମେ ତାଙ୍କୁ ଦୋ-ଷ ଦେଇ ପାରିବା ନି । ଜେଭଳି ଆପଣ ଜାଣି ଛନ୍ତି କି ପିଲା ମାନେ ଜନ୍ମ ନେବା ପରେ ଧୀରେ ଧୀରେ ବଡ ହେବା ରେ ଲାଗନ୍ତି ଏଠାରେ ମଧ୍ୟ ଏହି ଥିଓରି କାମ ଆସେ ଆପଣ ଭିତରେ ଥିବା ଆତ୍ମା ଆଗରୁ ଜନ୍ମ ନେଇ ସାରିଛି ଓ ସେ ଜାଣିଛି କି ଆଗକୁ କଣ ହେବ ପାଇଁ ଯାଉଛି ।

କାରଣ ସେ ଆଗରୁ ଏହା ହେବ ବୋଲି ଅନେକ ଥର ଶୁଣି ଥିବ । କିଛି ଲୋକଙ୍କୁ କିଛି ଜିନିଷ କିମ୍ବା କିଛି ପ୍ରାଣୀ ମାନଙ୍କ ପାଇଁ ଭଲ ପାଇବା ଅଧିକ ଥିବାର ଆମେ ଦେଖିଚେ ଏହା ହେବାର କାରଣ ଏହିକି ଯେ ସେମାନେ ଏହାକୁ ପୂର୍ବ ଜୀବନରେ ଅଧିକ ପାଖରେ ରଖୁଥିବେ । ଏହା ପରେ ଆସେ ଅଜଣା ଡର ଯାହା ଆମକୁ ପୂର୍ବ ଜନ୍ମ ରେ ଥିଲା ସେ ଏହି ଜାନ୍ମ ରେ ଭି ଅଛି । କିଛି ଲୋକ ପ୍ରାକୃତିକ ଭାବେ ଡରକୁରା ଥାନ୍ତି କିଛି ଜିନିଷକୁ ଦେଖିଲେ ସେମାନେ ଡ-ରି ଯାଇଥାନ୍ତି ।

Leave a Reply

Your email address will not be published. Required fields are marked *