6 ମାସ ଧରି କାମନାର ଭୋକ ମେଣ୍ଟାଉ ଥିଲା ଝିଅ ଦେହରେ, ଦେଖନ୍ତୁ Video ଝିଅଟି ଯାହା କହୁଛି ଶୁଣି ଅପାଙ୍କ ରକ୍ତ ଗରମ ହୋଇଯିବ

ଏହି ଘ-ଟ-ଣା ବିଷୟରେ ଶୁଣିଲେ ଆପଣ ରା-ଗି-ଯି-ବା ସହିତ ଆପଣଙ୍କର ର-କ୍ତ ମଧ୍ୟ ଗ-ର-ମ ହୋଇଯିବ । ଜନ୍ମ କଳା ବାପା ନିଜ ଝିଅ ସହ ହିଁ କରୁଥିଲା ଦୁ-ଷ୍କ-ର୍ମ । ତାହା ବି ପୁଣି ୬ ମାସ ଧରି । ବାପା ନିଜ ଝିଅ ସହ ହିଁ ଖ-ରା-ପ କାମ କରୁଥିଲା । ଏହା ଖ-ରା-ପରୁ ଅତି ଖ-ରା-ପ କଥା ଅଟେ । ଏହା ସହିତ ଏହା ଏକ ନି-ନ୍ଦ-ନୀ-ୟ ଘ-ଟ-ଣା ଅଟେ । ଯାଜପୁର ଜିଲ୍ଲା ବିଞ୍ଝାର୍ପୂର ଥା-ନା ଅଞ୍ଚଳରେ ଏହି ଘ-ଟ-ଣା ଘଟିଛି । ୧୪ ବର୍ଷୀୟ ନା-ବା-ଳି-କା ସହ ନିଜ ବାପା ଏହିଭଳି କିଛି କରୁଥିଲା ଯାହା ବିଷୟରେ କହିବାକୁ ବି ଖ-ରା-ପ ଲାଗିବ ।

୬ ମାସ ପୂର୍ବରୁ ବାପା ମୋ ସହିତ ଖ-ରା-ପ ବ୍ୟବହାର କରିବା ପରେ ମୋର ବୋଉ ଏହାର ବି-ରୋ-ଧ କରିଲା, କିନ୍ତୁ ବାପା ତାକୁ ମା-ରି ତାର ମୁ-ଣ୍ଡ ଫ-ଟା-ଇ ଦେଇ ଥିଲା । ଏହା ପରେ ଏହି ଘ-ଟ-ଣା ବିଷୟରେ ଆମେ ଆମର ଦାଦା ଓ ଗାଁର ସରପଞ୍ଚ ଓ ଅନ୍ୟମାନଙ୍କୁ କହିଥିଲୁ ।

ଶେଷରେ ସେମାନେ ଏହି ସ-ମ-ସ୍ୟାର ସମଧାନ କରି ମୋ ବାପାକୁ କେରଲ ପଠାଇ ଦେଇ ଥିଲେ । ୨ ମାସ ପୂର୍ବେ ହିଁ କେରଲରୁ ଫେରି ପୁଣି ସେହିଭଳି କାମ ଆରମ୍ଭ କରିଲେ ଓ ପୁଣି ବୋଉ ବି-ରୋ-ଧ କରିବା ପରେ ବୋଉକୁ ମା-ରି ମୁ-ଣ୍ଡ ଫ-ଟା-ଇ ଦେଲେ ।

ମ-ଦ ପିଇଲେ ବା ନ ପିଇଲେ ସବୁବେଳେ ସେ ସେମିତି ହୁଅନ୍ତି । ବାପାର ଏହି କୁ କର୍ମ ବିଷୟରେ ଝିଅ ପ୍ରଥମେ ନିଜ ମାକୁ କହିଥିଲା କିନ୍ତୁ ବାପାକୁ କୌଣସି ବି ପ୍ରକାରର ଫ-ର-କ ପଡିଲା ନାହିଁ । ଏହି କଥା ବିଷୟରେ ପଡୋଶୀ ବି ଜାଣିଲେ ସେମାନେ ବି ବହୁତ କଥା କହିଲେ କିନ୍ତୁ କେହି ବି ବାପାର ଏହି ଖ-ରା-ପ ଗୁଣକୁ ବଦଳାଇ ପାରିଲା ନାହିଁ ।

ଦିନକୁ ଦିନ ଅ-ତ୍ୟା-ଚା-ର ଏତେ ବଢିଗଲା କି ଶେଷରେ ମା ଝିଅ ଥା-ନା-ର ଦ୍ଵାରସ୍ଥ ହେଲେ । ବର୍ତ୍ତମାନ ପୋ-ଲି-ସ ଝିଅର ବାପାକୁ ଗି-ର-ଫ କରି ମାମଲାର ଯାଞ୍ଚ କରୁଛି । ଝିଅର ବାପାର କହିବା ଅଟେ କି ମୋ ଝିଅର ବୟସ ୧୪ ବର୍ଷ ଅଟେ । କାଲି ବି କହିଛି ଓ ଏବେ ବି କହୁଛି ଏହା ମି-ଥ୍ୟା କଥା ।

ମୋ ପରିବାର ଯେମିତି ଭଲରେ ଚାଲୁ କିନ୍ତୁ ଲୋକମାନେ ଏହାକୁ ନ ଦେଖି ପାରି ମୋ ସ୍ତ୍ରୀ ଓ ପିଲାମାନଙ୍କୁ ମୋ ବି-ରୁ-ଦ୍ଧରେ ନାନା କଥା କହୁଛନ୍ତି । ମୋ ଝିଅ ଯେଉଁ କଥା କହୁଛି ସେହିଭଳି କିଛି ବି ହୋଇ ନାହିଁ । ମୁଁ ବେଳେ ବେଳେ ମ-ଦ ପିଏ ଓ ଘରେ ଗା-ଳି ଗୁ-ଲ-ଜ କରେ । ଏହିଭଳି ଅ-ଭି-ଯୋ-ଗ ଶୁଣିବା ପରେ ବଞ୍ଚିବା ଠାରୁ ମ-ରି-ଯି-ବା ଭଲ । ଆମ ସମାଜରେ ଏହିଭଳି ଘ-ଟ-ଣା ଦିନକୁ ଦିନ ବଢିବାରେ ଲାଗିଛି ତଥାପି ନା ହିଁ ପ୍ରଶାସନ ଓ ନା ହିଁ ପୋ-ଲି-ସ ସଜାଗ ହେଉଛନ୍ତି ।

Leave a Reply

Your email address will not be published. Required fields are marked *