ଜ୍ଯୋତିଷ ଶାସ୍ତରେ ବ୍ୟକ୍ତି ର ରାଶି ଓ କୁଣ୍ଡଳୀ ମାଧ୍ୟମରେ ତାର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜଣା ପଡିଥାଏ । ଠିକ ସେହିପରି ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ରେ ତାର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜଣା ପଡିଥାଏ । ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ବ୍ୟକ୍ତି ବିଷୟରେ ଏମିତି କଥା କହିଥାଏ ଯାହା ବ୍ୟକ୍ତି ନି ଯେ ଜାଣି ନ ଥାଏ । ଆପଣ ନିଜର ନାମର ପ୍ରଥମ ଅକ୍ଷର ଦ୍ଵାରା ଅନେକ କଥା ଜାଣି ପାରିବେ । ଆପଣ ନିଜ ପାଇଁ ଜୀବନ ସାଥି ଖୋଜୁଥିଲେ ତାଙ୍କ ନାମର ପ୍ରଥମ ଅକ୍ଷର ଦ୍ଵାରା ବହୁତ କଥା ପ୍ରାପ୍ତ କରିପାରିବେ । ଆଜି ଆମେ ଆପଣଙ୍କୁ ଏମିତି ୬ଟି ନାମର ଝିଅଙ୍କ ବିଷୟରେ କହିବାକୁ ଯେଉଁମାନେ ନିଜ ସ୍ଵାମୀଙ୍କୁ ସଚ୍ଚା ପ୍ରେମ କରିଥାନ୍ତି ।

୧- A ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସାଥିଙ୍କର ସାଥ ଜନ୍ମ ଜନ୍ମାନ୍ତ ଯାଏଁ ନିଭାଇଥାନ୍ତି । ମାନେ ନିଜ ସାଥିଙ୍କ ଖୁସି ପାଇଁ ନିଜର ଖୁସି କୁ ବଳି ଦେଇଥାନ୍ତି । ଏମାନେ ସବୁ ପ୍ରକାରର କଷ୍ଟ ସହ୍ୟ କରିଥାନ୍ତି । କିନ୍ତୁ ନିଜ ସାଥୀଙ୍କୁ ଦୁଖୀ ଦେଖି ପାରନ୍ତି ନାହି ।
୨- N ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହୋଇଥିବା ଝିଅ ମାନେ ସେମାନେ ହୃଦୟ ରୁ ବହୁତ ଭଲ ଓ ସଚ୍ଚା ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥୀଙ୍କୁ ସଚ୍ଚା ହୃଦୟରୁ ଭଲ ପାଇଥାନ୍ତି । ନିଜ ସାଥିଙ୍କୁ କେବେ ବି ଧୋକା ଦେବାକୁ ଭାବନ୍ତି ନାହି । ଏମାନେ ନିଜ ପ୍ରେମ ପ୍ରତି ବିଶ୍ଵସ୍ତ ହୋଇଥାନ୍ତି ।
୩- R ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହୋଇଥିବା ଝିଅ ମାନେ ସେମାନେ ନିଜ ସାଥୀଙ୍କୁ ବହୁତ ପ୍ରେମ କରିଥାନ୍ତି । ପ୍ରତେକ୍ଷ ସ୍ଥିତି ରେ ନିଜ ସାଥିଙ୍କର ସାଥ ଦେଇଥାନ୍ତି । ଏମାନେ ନିଜ ସାଥୀଙ୍କୁ ଖୁସି କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି ।

୪- T ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସର୍ବଦା ନିଜ ସାଥିଙ୍କର କଥା ବୁଝିବା ସହ ମାନ ସମାନର କଦର କରିଥାନ୍ତି । ଏମାନେ କେବେ ବି ସାଥିଙ୍କ ଭାବନାକୁ ଧୋକା ଦିଅନ୍ତି ନାହି ।
୫- P ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହୋଇଥିବା ଝିଅ ମାନେ ନିଜ ସାଥିଙ୍କୁ ଦରକାର ଠାରୁ ଅଧିକା ଭଲ ପାଇଥାନ୍ତି । ଏମାନଙ୍କର ପ୍ରେମ ସମ୍ପର୍କ ବହୁତ ମଜବୁତ ହେବା ସହ ସମ୍ପର୍କ ଲମ୍ବା ସମୟ ଯାଏଁ ରହିଥାଏ । ଏମାନେ ସମ୍ପର୍କ ପ୍ରତି ବିଶ୍ଵସ୍ତ ହୋଇଥାନ୍ତି ।

୬- K ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହୋଇଥିବା ଝିଅ ମାନେ ବହୁତ ଭଲ ସ୍ଵଭାବର ହୋଇଥାନ୍ତି । ପ୍ରତେକ ସ୍ଥିତିରେ ନିଜ ସାଥିଙ୍କର ସାଥ ଦେଇଥାନ୍ତି । ନିଜ ସ୍ବାମୀଙ୍କୁ ଖୁସି କରିବା ପାଇଁ ସବୁ କରିବାକୁ ରେଡି ରହିଥାନ୍ତି । ଏମାନେ ନିଜ ସ୍ଵାମୀଙ୍କୁ ସଚ୍ଚା ପ୍ରେମ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
