7 ମାର୍ଚ୍ଚ 2023 ମଙ୍ଗଳବାର (ଦୋଳ ପୂର୍ଣ୍ଣିମା), ଏହି 5ଟି ରାଶିରେ ଘଟିବ ଭୟଙ୍କର ଘଟଣା… ହେବେ ଧନବାନ

ବନ୍ଧୁଗଣ ମାର୍ଚ୍ଚ 7ରେ ପଡୁଛି ଦୋଳ ପୂର୍ଣ୍ଣିମା । ଏହି ଦୋଳ ପୂର୍ଣ୍ଣିମାରେ ବନୁଛି ଗ୍ରହରେ ଅଦଭୁତ ମହା ସଂଯୋଗ । ଏହି ଦିନ ଦୋଳ ପୂର୍ଣ୍ଣିମା ଫାଲୁଗୁନ ମାସ ଦଶମୀ ତିଥିରେ ପୋଡୁଛି । ଦୋଳ ଯାତ୍ରା ହିନ୍ଦୁ ମାନଙ୍କର ବଡ ପର୍ବ ଅଟେ । ଝୁଲଣ ବିମାନରେ ରାଧାକୃଷ୍ଣଙ୍କୁ ବସାଇ ପରିକ୍ରମା କରୁଥିବାରୁ ଏହାର ନାମ ଦୋଳ ଯାତ୍ରା କୁହାଯାଏ । ଫାଲ୍ଗୁନ ଦଶମୀ ତିଥିରୁ ଆରମ୍ଭ ହୋଇ ପୂର୍ଣ୍ଣିମା ଓ ହୋଲି ପର୍ବରେ ଶେଷ ହୋଇଥାଏ ।

ଏହି ଦିନ ରାଧାକୃଷ୍ଣଙ୍କୁ ଫଗୁ ଲଗାଇ ବେସ କରାଇ ବିମାନରେ ସଜାଇ ବସାଯାଏ । ଏହି ଦିନ 5ଟି ରାଶିଙ୍କ ଭାଗ୍ୟ ଚମକି ଉଠିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ବୃଷ ରାଶି : ଆପଣଙ୍କୁ କହୁ ରଖୁଛୁ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ଏହି ଦୋଳ ପୂର୍ଣ୍ଣିମା ଠାରୁ ପଡୁଛି । ଇନକମରେ ଜବରଦସ୍ତ ବୃଦ୍ଧି ଘଟିବ । ଧନରେ ମାଲାମାଲ ହେବାରୁ ଆପଣଙ୍କୁ କେହି ଅଟକାଇ ପାରିବେ ନାହି । ବିଜେନ୍ସ ବ୍ୟାପାର ଚାଲୁଅଛି ଦୁଇ ଗୁଣା ଧନ ଲାଭ ହୋଇପାରେ । ଚାକିରି କରୁଛନ୍ତି ବୃଦ୍ଧି ହୋଇପାରେ । ବିବାହରେ ଡେରି ହେଉଥିଲେ ବିବାହର ଯୋଗ ଅଛି ।

କନ୍ୟା ରାଶି : ଏହି ଥର ଦୋଳ ପୂର୍ଣ୍ଣିମା ଠାରୁ ଭଗବାନ କୃଷ୍ଣଙ୍କର ବିଶେଷ କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି । ଏଥିପାଇଁ ଦୋଳ ପୂର୍ଣ୍ଣିମା ଠାରୁ ଆପଣ ଧନରେ ମାଲାମାଲ ହେବାକୁ ଯାଉଛନ୍ତି । ପ୍ରଭୁ କୃଷ୍ଣଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଘର ପରିବାରରେ ସୁଖ ଦେଖିବାକୁ ମିଳିବ । ଅନେକ ଗୁଡାଏ ଜାଗାରୁ ଧନ ମିଳିବ । ବୈବାହିକ ଜୀବନ ସୁଖମୟ ହେବ ।

ସିଂହ ରାଶି : ସିଂହ ରାଶିର ଜାତକ ଏବେ ଆପଣଙ୍କ ଭାଗ୍ୟ ଦୁଇ ଗୁଣା ଚମକି ଉଠିବ । ପ୍ରଭୁ କୃଷ୍ଣଙ୍କ କୃପାରୁ ଦୋଳ ପୁର୍ଣ୍ଣିମା ଠାରୁ ବଡ ଖବର ମିଳିବାକୁ ଯାଉଛି । ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ । ଅଧୁରା କାର୍ଯ୍ୟ ପୂରଣ କରିବାକୁ ପ୍ରୟାସ କରିବେ ।  ପ୍ରଭୁ କୃଷ୍ଣଙ୍କ କୃପାରୁ ଆପଣଙ୍କୁ ଧନର ଲାଭ ହେବ । ଜମିବାଡି ମାମଲାରେ ଆପଣଙ୍କୁ ଲାଭ ମିଳିପାରେ ।

ତୁଳା ରାଶି : ତୁଳା ରାଶିର ଜାତକଙ୍କ ଉପରେ ପ୍ରଭୁ କୃଷ୍ଣଙ୍କ କୃପା ଏବେ ବର୍ଷିବାକୁ ଯାଉଛି । ଅନେକ ଜାଗାରୁ ଧନର ଲାଭ ହେବ । ବିଜନେସରେ ବୃଦ୍ଧି ଦେଖିବାକୁ ମିଳିବ । କୌଣସି ବଡ କମ୍ପାନୀରୁ ଚାକିର ଅଫର ଆସିପାରେ । ଘର ପରିବାରରେ ସାକାରାତ୍ମକ  ମାହୋଲ ଦେଖିବାକୁ ମିଳିବ । ଆପଣ ନୂଆ ଘର, ଗାଡି, ଜମି କ୍ରୟ କରିପାରନ୍ତି ।

କୁମ୍ଭ ରାଶି : ଆପଣଙ୍କୁ ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପାରୁ ଏହି ଦୋଳ ପୂର୍ଣ୍ଣିମା ଠାରୁ ଅନେକ ଜାଗାରୁ ଧନଲାଭ ଦେଖିବାକୁ ମିଳିବ । ଆୟରେ ମଧ୍ୟ ଜବରଦସ୍ତ ଲାଭ ଦେଖିବାକୁ ମିଳିବ । ଅଟକିଥିବା ଧନ ପ୍ରାପ୍ତ ହେବ । ବ୍ୟାଙ୍କରୁ ଆପଣଙ୍କ ଲୋନ ମଞ୍ଜୁର ହେବ । ଘର ପରିବାରରେ ଖୁସି ଦେଖିବାକୁ ମିଳିବ । ଘରେ ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟ ଦେଖିବାକୁ ମିଳିବ । ଅବିବାହିତ ଜାତକ ମାନଙ୍କ ପାଇଁ ବିବାହର ପ୍ରସ୍ତାବ ଆସିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *