ଶନିବାର 08 ମେ 2021- ଶନିଦେବଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଟିକେ ଖୁସି ଓ ସଂବେଦନଶୀଳ ହୋଇବେ । ଚେଷ୍ଟା ସଫଳ ହେବ । ସୋସିଆଲ ସାଇଟରେ ଆଜି ଆପଣଙ୍କର ନୂଆ ସାଙ୍ଗ ବନିବ । ଆଜି ଜୀବନରେ ନୂଆ ଆଶା ଜାଗିବ । ଆପଣଙ୍କୁ ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ । ଅନ୍ୟ ମାମଲାରେ ହସ୍ତକ୍ଷେପ କରନ୍ତୁ ନହିଁ । ଜୀବନ ସାଥି ସହିତ ଆପନ୍ନକ ସମ୍ପର୍କ ମଧୁର ହେବ । ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ ।

ବୃଷ :- ଆଜି ଦୁଷ୍ଟ ଲୋକ ହାନି ପହଞ୍ଚାଇବେ ଶେଥି ପ୍ରତି ଧ୍ୟାନ ରଖନ୍ତୁ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ଓ ଆୟରେ ମଧ୍ୟ କିଛି ଆସୁବିଧା ଆସିପାରେ । ତାପରେ ମଧ୍ୟ ଆପଣଙ୍କ କୌଣସି କାମ ରୋକିବ ନହିଁ । ପ୍ରରାକ୍ରମରେ ବୃଦ୍ଧି କାରଣରୁ ମନ ପ୍ରସନ୍ନ ରହିବ । ସମୟ ବଦଲୁଛିଶେଠୀ ପାଇଁ କାମ କାର୍ଯ୍ୟକୁ ନେଇକି କୌଣସି ପ୍ରକାରର ବ୍ୟସ୍ତତା କରନ୍ତୁ ନହିଁ । ଯୁବକ ମାନେ ସାମାଜିକ କାର୍ଯ୍ୟରେ ବହୁତ ମାତ୍ରାରେ ଭାଗ ନିଅନ୍ତୁ ।

ମିଥୁନ :- ଆଜିର ଦିନ ନୂଆ ଊର୍ଜା ଏବଂ ନୂଆ ସମ୍ଭାବନା ନେଇକି ଆସିଛି । କାର୍ଯ୍ୟ ସିଧି ହେବ । ପରାକ୍ରମରେ ବୃଦ୍ଧି କାରଣରୁ ଆଜି ମନ ପ୍ରସନ୍ନ ରହିବ । ବ୍ୟାପାରରେ ଆଜି ଆପଣଙ୍କଉ ଉନ୍ନତିର ଅବସର ମିଳିବ । ଭାବିଛିନ୍ତିକି କାର୍ଯ୍ୟ ବ୍ୟବହାର କରିବା ଦ୍ଵାରା ଲାଭ ପ୍ରାପ୍ତ ହେବ । ଯେଉଁ ଲୋକ ନିଜ କର୍ଜୟାଳୟରେ ଅଗ୍ରଣୀ ସ୍ଥିତି ବ ଉଚ ପଦରେ ଅଛନ୍ତି, ସେହି ଲୋକ ପାଇଁ ବହୁତ ଭଲ କାରିୟରର ସୁଯୋଗ ଆଜି ଆସିପାରେ ।

କର୍କଟ :- ଭୌତିକ ସୁଉକା ସୁବିଧା ପ୍ରତି ଆପନ୍ନକ ରୁଚି ବଢିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସଫଳତା ହାସିଲ କରିବା ପାଇଁ ସମୟ ସହିତ ନିଜ ବିଚାରକୁ ବଦଳାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଦୃଷ୍ଟିକୋଣ ବ୍ୟାପକ ହେବ । ପାରିବାରିକ ଦାୟିତ୍ଵ କାରଣରୁ ଆପଣଙ୍କୁ ଚିନ୍ତା ହୋଇପାରେ । ପରିବାର ଓ ପିଲାଙ୍କ ପ୍ରତି ଅଧିକ ସମଯ ବିତାଇବାର ଆବଶ୍ୟକ ରହିଛି ।

ସିଂହ :- ବେକାର ଦଉଡା ଦଉଡି ଖତମ ହେବ । ଘର ମାହୋଲ ଆପଣଙ୍କ ପାଇଁ ଖୁଶିମୟ ରହିବ । ଘରର ମହୋଲ ଆପଣଙ୍କ ପାଇଁ ସୁଖମୟ ରହିବ । ଆଜି କରିଥିବା କାମରେ ଆପଣଙ୍କୁ ଲାଭ ମିଳିବ ଖାସ କରି ପଇସା ସମ୍ବନ୍ଧିତ କାମ କରନ୍ତୁ ତାର ପୁରା ପରିଣାମ ଆପଣଙ୍କୁ ମିଳିବାର ଯୋଗ ବନୁଛି । ବିଜନେସ ଓ କାମ କାର୍ଯ୍ୟ ସହିତ ଜଡିତ ଅସୁବିଧା ଶେଷ ହେବ । ପ୍ରେମ ଜୀବନ ଓ ଦାଂପତ୍ଯ ଜୀବନ ପାଇଁ ସମୟ ଭଲ ରହିବ ।

କନ୍ୟା :- ଆଜି ଆପଣଙ୍କ ଗୃହସ୍ଥ ଜୀବନରେ ମଧୁରତା ଛାଇ ରହିବ । ସମ୍ପତି କିଣିବାରେ ସଫଳତା ମିଳିପାରେ । ଆୟରେ ବୃଦ୍ଧି ହେବ । ଧନର ଆଗମନ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ପରିବାର ଲୋକଙ୍କୁ ସମୟ ଦେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହିତ କାମ କରାଇବାରେ ମିଠା ଶବ୍ଦର ପ୍ରୟୋଗ କରିବା ବହୁତ ଜରୁରୀ ଅଟେ । ବୈବାହିକ ଜୀବନ ବହୁତ ଭଲ ରହିବ । ପ୍ରସନ୍ନତାର ଅନୁଭବ ହେବ ।

ତୁଳା :- ଆଜି ଆପଣ ସନ୍ତାନଙ୍କ ମାର୍ଗଦର୍ଶନ ନିଶ୍ଚିନ୍ତ କରନ୍ତୁ । ଆଜି ଆପଣ ମାତା ପିତାଙ୍କ ସହିତ ଭବିଷ୍ୟ ବିଷୟରେ ବିଚାର ବିମର୍ଶ କରନ୍ତୁ । ସ୍ୱାସ୍ଥ୍ୟ ମାମଲାରେ ଆପଣ ସୁସ୍ଥ ରୁହନ୍ତୁ । ନିବେଶ କରିବାକୁ ଚହୁଁଛନ୍ତିତ ଲୋକଙ୍କ ଠାରୁ ଜାଣି ନିଅନ୍ତୁ । ଆପଣଙ୍କୁ କୌଣସି ସୁଯୋଗରେ ଆତ୍ମା ବିଶ୍ବାସର କମି ହେବ । କିନ୍ତୁ ଆପଣ ନିଜ ରାସ୍ତାରେ ଆସୁଥିବା ବାଧାକୁ ଦୂର କରିବା ପାଇଁ ସକ୍ଷମ ହେବେ ।

ବିଛା:- ଯେଉଁ ଛାତ୍ରମାନେ ନିଜର ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଛନ୍ତି , ଆଜି ଏକ ଶୁଭଦିନ ହିସାବରେ ଯୋଜନା ଆରମ୍ଭ କରନ୍ତୁ । କଣ ଶିକ୍ଷା କରିବେ ଏକ ଚିଠା ତିଆରି କରନ୍ତୁ ଏବଂ ତାହାର ଭଲମନ୍ଦ ବିଚାର କରନ୍ତୁ ।ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା, ମନ ବିଷାଦଗ୍ରସ୍ତ ହେବ। ପିତ୍ତଦୋଷ ବୃଦ୍ଧି ପାଇବ ଓ ଶରୀରପୀଡା ଅତି କଷ୍ଟକର ହେବ।

ଧନୁ :- ଆଜି ବିଭିନ୍ନ କ୍ଷେତ୍ରରେ ଧନର ପ୍ରାପ୍ତିର ଯୋଗ ରହିଛି । ଆପଣଙ୍କ ଜ୍ଞାନ ଓ ହସ ପରିହାସ ଆପଣଙ୍କୁ ଚାରିଆଡୁ ଲୋକଙ୍କୁ ପ୍ରଭାବିତ କରିବ । ଶତ୍ରୁ ଆଜି ନିର୍ବଳ ରହିବେ । ବୁଢୀ ଏବଂ କଳ୍ପନା ଶକ୍ତି ଦ୍ଵାରା ନିଜ ବ୍ୟବସାୟକୁ ସଫଳ ଏବଂ ଉଚ ବନାଇବେ । ନୂଆ ଯୋଜନା ସମୟ ସହିତ ଧୀରେ ଧୀରେ ସମୟ ସହିତ ଲାଭ ପ୍ରଦାନ କରିବ ।

ମକର :- ମକର ରାଶିର ଲୋକ ନିଜ ଭାବନାକୁ ସକାରାତ୍ମକ ରାଖୀ ସାବଧାନ ପୂର୍ବକ ନିର୍ନୟ ନିଅନ୍ତୁ । ଆପଣ ନିଜ ପିଲା ସହିତ ଖୁସିର ସମୟ ବିତାଇବେ । ଆପଣଙ୍କ ବୈବାହିକ ଜୀବନ ଖୁସିରେ ଭଡ଼ା ରହିବ । ସରକାରୀ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ଲେଖକ କି ପତ୍ରକାର ଅଟନ୍ତି ତେବେ ଆଜିର ଦିନ ଶ୍ରେଷ୍ଠ ଓ ଶୁଭ ଅଟେ । ନୂଆ କାମର ଦାୟିତ୍ଵ ମିଳିବ ।

କୁମ୍ଭ :- ଆଜି ଆପଣ ଭବିଷ୍ୟର ଯୋଜନା ନିର୍ଧାରିତ କରିବେ । ଭାଗ୍ୟଦୋୟର ସଂଭାବନା ରହିଛି । ଆଜି ଆପଣ ଭଲ ଅଣୁଭା କରିବେ । ପରିବାରରେ କଳହର ମାହୋଲ ରହିବ । ଆଜି ଆପଣଙ୍କର କୌଣସି ସାଙ୍ଗ ଆପଣଙ୍କୁ ଆର୍ଥିକ ସହାୟତା ପାଇଁ କହିବେ । ପତ୍ନୀ ଓ ପ୍ରେମିକା ସହିତ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ ।

ମୀନ :- ଆଜି ଆପଣଙ୍କ ବ୍ୟକ୍ତିଗତ ସମ୍ବନ୍ଧ ସୁଧାର ହେବ । ସତୃଙ୍କ ଠାରୁ ମୁକ୍ତି ମିଳିବ । ଆପଣଙ୍କ ନିଜ ଉପରେ ଆତ୍ମ ବିଶ୍ଵାସ ବଢିବ ଓ ଆପଣଙ୍କ ଖର୍ଚରେ କମି ଆସିବ । ଆଯ ବଢିବ ଯେଉଁଥିରେ ଆର୍ଥିକ ସ୍ଥିତିରେ ସକାରାତ୍ମକ ଚେଞ୍ଜେସ ଦେଖିବାକୁ ମିଳିବ । ଆପଣଙ୍କ ପରିଶ୍ରମ ଆପଣଙ୍କୁ ଭଲ ଫଳ ପ୍ରଦାନ କରିବ । ମାନସିକ ଚିନ୍ତା ଓ ଅସୁବିଧା ଦୂର କରିବା ପାଇଁ ଆଧ୍ୟାତ୍ମିକତାର ସାହାରା ନେବେ ।

Leave a Reply

Your email address will not be published. Required fields are marked *