୮ବର୍ଷର ଝିଅ ପିଏମ ମୋଦୀଙ୍କ ଠାରୁ ସମ୍ମାନ ନେବା ପାଇଁ ମନା କଲା, ଜାଣନ୍ତୁ ଏହାର କାରଣ କଣ ?

ଜଣେ ୮ ବର୍ଷର ପରିବେଶ କାର୍ଯ୍ୟକର୍ତା ଲିସିପ୍ରିୟା କଙ୍ଗୁଜମ ଅନ୍ତରାଷ୍ଟ୍ରିୟ ମହିଳା ଦିବସର ମୌକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଠାରୁ ସଂମ୍ମାନ ନେବା ପାଇଁ ମନା କରିଦେଲେ । ସେ ଟୁଇଟର ମାଧ୍ୟମରେ ପ୍ରଧାନମନ୍ତ୍ରୀ ଙ୍କ ସହ ଏହି କଥା କହିଛନ୍ତି । ତେବେ କଣ ପ୍ରକୃତ ଘଟଣା ସେ ବିଷୟରେ ଜାଣିବା ପାଇଁ ସମ୍ପୁର୍ଣ୍ଣ ଖବର ନିଶ୍ଚୟ ପଢନ୍ତୁ, ଏବଂ ଜାଣନ୍ତୁ କାହିଁକି ଲିସିପ୍ରିୟା ପିଏମ ଙ୍କୁ ଏହିଭଳି କହିଛନ୍ତି ।

ଏହା ହେଉଛି ଘଟଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ଦିବସ ମୌକାରେ ନିଜର ଟୁଇଟର ଆକାଉଣ୍ଟ ମହିଳାମାନଙ୍କୁ ସମର୍ପିତ କରିଛନ୍ତି । ଏହି ମୌକାରେ ମହିଳା ମାନଙ୍କର ସଂମ୍ମାନ ପାଇଁ ଚାଲିଗଲେ ହେଶଟେଗଙ୍କ ସହିତ ଶୁକ୍ରବାର ଦିନ ଲିସିପ୍ରିୟା କଙ୍ଗୁଜମ କାହାଣୀକୁ ଶେୟାର କରାଯାଇଛି । ଯେଉଁଥିରେ ତାଙ୍କୁ ପ୍ରେରଣାଶ୍ରୋତ କୁହାଯାଇଛି । ଏହା ସହିତ ଏହା ବି କୁହାଯାଇଛି କି ଯଦି ଆପଣଙ୍କ ପାଖରେ ବି କୌଣସି ଏମିତି ମହିଳାଙ୍କ କାହାଣୀ ଥାଏ ତାହେଲେ ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟୁଇଟରରେ ଶେୟାର କରିପାରିବେ ।

ଏହି କାହାଣୀ କରାଯାଇଥିଲା ଶେୟାର

ଭାରତ ସରକାରଙ୍କ ଟୁଇଟରରେ ଶେୟାର କରାଯାଇ ଥିଲା କି ଲିସିପ୍ରିୟା କଙ୍ଗୁଜମ ମଣିପୁର ର ଜଣେ ପରିବେଶ ବିତ ଅଟନ୍ତି । ୨୦୧୯ରେ ତାଙ୍କୁ ଡା ଏ ପି ଜେ ଅବଦୁଲ କଲାମ ଚିଲ୍ଡ୍ରେନ ଆୱାର୍ଡ ,ଏକ ବିଶ୍ଵ ଶାନ୍ତି ଚିଲ୍ଡ୍ରେନ ଆୱାର୍ଡ ଏବଂ ଏକ ଭାରତୀୟ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଗଲା । ଏହା ସହିତ ଟୁଇଟରେ ଏହା ବି କୁହାଯାଇଥିଲା କି କଣ ଆପଣ ତାଙ୍କ ପରି ଆଉ କାହାକୁ ଜାଣିଛନ୍ତି ?ଆମକୁ କୁହନ୍ତୁ ।

ଲିସିପ୍ରିୟା କାଙ୍ଗୁଜମ ସଂମ୍ମାନ ନେବା ପାଇଁ ମନା କରିଦେଲେ

Leave a Reply

Your email address will not be published. Required fields are marked *