ସକାଳେ ୪ଟି ଗୋଡ, ଦ୍ଵିପହାରାରେ ୨ଟି ଗୋଡ ଓ ସନ୍ଧ୍ୟାରେ ୩ଟି ଗୋଡରେ ଚାଲେ, ତାହା କଣ ? ଏହା ସହ ଆହୁରି 9 GK Questions & Answers

ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କର ଜୀବନରେ ଅନେକ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଯେଉଁ ପରୀକ୍ଷା ବିଷୟରେ ଆମେ କହିବାକୁ ଯାଉଛୁ ତାହା ଆଇଏଏସ ପରୀକ୍ଷା ଏହା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଇ ଥାଏ ,କାରଣ ଏହାକୁ ପାସ କରିବା ବହୁତ କଷ୍ଟ ହୋଇଥାଏ ।

ଯଦି କେହି ପାସ ବି କରିଯାଏ ତା ପରେ ଆଇଏଏସ ଇନ୍ଟରଭିଉ ରେ ସେ ପାସ କରିବା ସେମିତି କିଛି ଗ୍ୟାରେଣ୍ଟି ନଥାଏ, ଏଥିରେ ପାସ କରିବା ପାଇଁ ଆପଣଙ୍କ ପାଖେ କିଛି ଖାସ ଟ୍ୟାଲେଣ୍ଟ ଥିବା ଦରକାର । ଏହି ପରୀକ୍ଷାରେ ଜରୁରୀ ନୁହେଁ କି ଆପଣଙ୍କ ପାଖରେ ଖାଲି ଜ୍ଞାନ ଥିବା, ଜ୍ଞାନ ସହିତ ଏହି ପରୀକ୍ଷାରେ ଆପଣଙ୍କ ବ୍ୟକ୍ତିତ୍ଵ ବି ପରୀକ୍ଷା କରାଯାଇଥାଏ ।

Image Courtesy: Google

୧. ସେ କିଏ ଯିଏ ମୁକ ବଧିର ଓ ଅନ୍ଧ ହେଲେ ମଧ୍ୟ ସବୁବେଳେ ସତ କହେ ?

ଉତ୍ତର : ଆଇନା

୨. ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?

ଉତ୍ତର : ଅନ୍ଧ ଲୋକଙ୍କ ବାଡି

୩. ସେ କେଉଁ ଫୁଲ ଯାହା କେବେହେଲେ ଫୁଟି ନଥାଏ ?

ଉତ୍ତର : ଅପ୍ରେଲ ଫୁଲ

Image Courtesy: Google

୪. ସେ କେଉଁ ଡ୍ରାଇଭର ଯାହାକୁ ଲାଇସେନ୍ସ ଦରକାର ହୁଏ ନାହିଁ ?

ଉତ୍ତର : ସ୍କ୍ରୋ ଡ୍ରାଇଭର

୫. ଫୁଲ ନହେଲେ ବି ବାସ୍ନା ହୁଏ ଈର୍ଷା ନଥିଲେ ବି ଜଳିଥାଏ ତାହା କଣ ?

ଉତ୍ତର : ଧୂପ କାଠି

୬. ଟିକି ବାଛୁରି ବେକରେ ପଘା ଟିକି ଦାନ୍ତରେ କାମୁଡେ ଲୁଗା ଏହାର ଉତ୍ତର କଣ ?

ଉତ୍ତର : ଛୁଞ୍ଚି ସୂତା

Image Courtesy: Google

୭. ଗଛ ଲଗାଇଲି ଫଳିବା ପାଇଁ ଫଳିଲା ପାଚିଲା ହେଲେ ଝଡିଲା ନାହିଁ ।

ଉତ୍ତର : ଭେଣ୍ଡି ।

୮. ରାମୁର ବାପାଙ୍କ ତିନି ପୁଅ । ପ୍ରଥମଟିର ନାମ ଜୁନ, ଦ୍ଵିତୀୟଟିର ନାମ ଜୁଲାଇ, ତୃତୀୟଟିର ନାମ କଣ ?

ଉତ୍ତର : ରାମୁ

୯. ୬ ଜଣ ଲୋକ ୬ଟି ଆମ୍ବୁକ ୬ ମିନିଟରେ ଖାଆନ୍ତି, ତେବେ ୬୦ଜଣ ଲୋକ ୬୦ଟି ଆମ୍ବକୁ କେତେ ମିନିଟରେ ଖାଇବେ ?

ଉତ୍ତର : ୬ ମିନିଟ

୧୦. ସକାଳେ ୪ଟି ଗୋଡ, ଦ୍ଵିପହାରାରେ ୨ଟି ଗୋଡ ଓ ସନ୍ଧ୍ୟାରେ ୩ଟି ଗୋଡରେ ଚାଲେ, ତାହା କଣ ?

ଉତ୍ତର : ଶୈଶବ, ଯୌବନ ଓ ବାର୍ଦ୍ଧକ୍ଯ

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *