97% ଲୋକ ଜାଣନ୍ତି ନାହିଁ ଅଖରୋଟ ଖାଇବାର ସଠିକ ଉପାୟ, ମୂଳରୁ ସମାପ୍ତ ହୋଇଥାଏ ଏହି ରୋଗ

ଏମିତି କଣ ହେଲା ଆମ ଜୀବନରେ ଛୋଟ ବେଳେ ଆମେ ବହୁତ ତେଜ ଥିଲୁ କିନ୍ତୁ  ଏବେ ଆମ ଶରୀର ବିଲକୁଲ କମଜୋର ହୋଇଯାଇଛି । ଆପଣଙ୍କ ସାଥିରେ ଯଦି ଏମିତି ହୁଏ ଭଲ ନିଦ ଆସିଲା ପରେ ମଧ୍ୟ ଉଇକ ଲାଗିଥାଏ କି ସାରା ଦିନ ଆଳସ୍ୟ ଆସିଥାଏ ଆଜି ଆମେ ଆଲୋଚନା କରିବା କଣ ପାଇଁ ଆମ ବଡିରେ ଆଳସ୍ୟପନ ରହିଥାଏ । ଆଉ ଏମିତି ଆଳସ୍ୟ ପଣକୁ କିଭଳି ଦୂର କରାଯିବ । ସକାଳୁ ରାତି ପର୍ଯ୍ୟନ୍ତ ବହୁତ ଖାଦ୍ଯ ଖାଇ ଥାଉ କିନ୍ତୁ ଆମ ଶରୀରରେ ଆଳସ୍ୟରେ ଭରା ରହିଥାଏ । ନା ଶରୀରରେ କୌଣସି ଫୁର୍ତି ଅଛି ନା ଶକ୍ତି ଅଛି । ଆସନ୍ତୁ ଜାଣିବା ଏହାର କାରଣ ଓ ନିବାରଣ ।


ଆମ ଶରୀରରେ ଶକ୍ତି ନହେବ ଓ ଆଳସ୍ୟ ପଣ ରହିବାର ମେନ କାରଣ ହେଉଛି ଆମ୍ର ଖାଦ୍ଯ । ଆମେ ଯାହା ଖାଇଥାଉ ସେ ଆମ ଶରୀରକୁ ଏନର୍ଜି ଦେଇଥାଏ । ସେହି ଚକରରେ ଆମେ ସବୁ ଜିନିଷ ଖାଇ ଦେଇଥାଉ ଯାହା ଆମ ବଡିକୁ ଆବଶ୍ୟକ ହୋଇଥାଏ । କିନ୍ତୁ ଆମେ ଖାଦ୍ଯ ଅଧିକ ଖାଇ ଦେଇଥାଉ । ଖାଦ୍ଯ ସେତିକି ଖାଇବା ଦରକାର ଯେତିକି ଶରୀରକୁ ଆବଶ୍ୟକ ରହିଛି । କିନ୍ତୁ ଆମେ ଦିନଭରି ଅଳ୍ପ ଅଳ୍ପ ଖାଇଥାଉ । ସେହି କାରଣରୁ ଆମ ପେଟ ସବୁବେଳେ ଭରା ଭରା ରହିଥାଏ । ଆମ ଶରୀର ସେହି ଖାଦ୍ୟକୁ ସବୁବେଳେ ପଚାଇବାରେ ବ୍ୟସ୍ତ ରହିଥାଏ ।


ଆମ ପୁରା ଶକ୍ତିର କମସେ କମ ୮୦ ରୁ ୯୦ ପ୍ରତିଶତ ଖାଇବାକୁ ପଚେଇବାରେ  ଓ ବାକି ୧୦ ପ୍ରତିଶତ ଆମର କାମରେ ଲଗାଇ ଥାଉ । ସେହି କରଣ ହେତୁ ଆମର ଯେଉଁ ଏନର୍ଜି ହୋଇଥାଏ ସେ ବହୁତ କମ ହୋଇଯାଇଥାଏ ଓ କାମରେ ମନ ମଧ୍ୟ ଲାଗିନଥାଏ । ଯଦି ଆପଣ ଚହୁଁଛନ୍ତି ଶରୀରରେ ଏନର୍ଜି ରହୁ ଓ ଫୁର୍ତି ଅନୁଭବ କରିବା ପାଇଁ ତେବେ ପ୍ରଥମେ ଖାଇବାକୁ କଣ୍ଟ୍ରୋଲ କରିବାକୁ ହେବ । ତା ଛଡା ଯଦି ଅଧିକ ଖାଉଛନ୍ତି ଆପଣଙ୍କ ଶରୀରକୁ ପଚେଇବାରେ ଅଧିକ ସମୟ ଲାଗିଥାଏ । ଏହିଭଳି ଜିନିଷ ଖାଇଲେ ଆମ ଶରୀରରେ ଆଳସ୍ୟପନ ଆସିଥାଏ ।


ଯଦି ଆପଣ କିଛି ଏମିତି ଖାଉ ଛନ୍ତି ଯାହା ଆପଣଙ୍କ ଶରୀର ପାଇଁ ଠିକ ହୋଇନଥାଏ । ସେଥିରେ ଡାଇଜେସନ ଓ କଂଷ୍ଟିପେଶନ ହୋଇଥାଏ । ଏହି କାରଣରୁ  ଖାଦ୍ଯ ଠିକସେ ପଚିପାରିନଥାଏ ଆଉ ତା ଭିତରେ ଯେଉଁ ଏନର୍ଜି ଥାଏ ଶରୀରକୁ ମିଳିପାରିନଥାଏ । ଏମିତି ଜିନିଷ ଅଛି ତାହା ଖାଇବା ଦ୍ବାରା ଏନର୍ଜି ମିଳିଥାଏ ଓ ଆମେ ଊର୍ଜାବାନ ହୋଇଥାଉ ।

ଅଖରୋଟ :- ଯଦି ଅଖରୋଟ ଆମେ ଖାଇ ଥାଉ ଏହା ଶରୀର ପାଇଁ ବହୁତ ଭଲ ହୋଇଥାଏ । ଆୟୁର୍ବେଦର ଅଖରୋଟ ର ବହୁତ ଫାଇଦା ମିଳିଥାଏ । ଆଜିକାଲି ବହୁତ ପ୍ରକାର ରୋଗ ଯେମିତିକି ହୃଦୟ ସମ୍ବନ୍ଧିତ ବିମାରୀ କେସ ଝଡିବା, ଆଖିକୁ ଦେଖାନଯିବା ଓ ଦିମାଗି ସମ୍ପର୍କିତ ବିମାରୀ ଆଉ ହାଇଟ ନବଢିବା । ଏହିଯେତେବୀ ବିମାରୀ ଅଛି ଏହା ସବୁ ଅଖରୋଟ ଜରିଆରେ ଦୂର କରିହେବ । କିନ୍ତୁ ଆମେ ଅଖରୋଟର ବ୍ୟବହାର ଠିକସେ କରିନଥାଉ ।

ଆଜି ଆମେ ଗୋଟିଏ ଉପାୟ ବତେଇବୁ ସେଥିରେ ବହୁତ ସାରା ବିମାରୀ ଦୂର ହୋଇଯିବ । ଏଥି ପାଇଁ ଆମେ ଆପଣଙ୍କୁ ଦୁଇଟି ଉପାୟ ବତେଇବୁ, ଅପଣା ରାତିରେ ଗୋଟିଏ ଗ୍ଲାସ ପାଣିରେ ଭିଯାଇକି ରଖିବେ ଆଉ ସକାଳୁ ଉଠି ସେଇ ଭିଜା ଯାଇଥିବା ଅଖରୋଟର ହିନ ସେବନ କରିବେ ।

କିଛି ବି ମଞ୍ଜିକୁ ପାଣିରେ ଭିଯାଇକି ଖାଇଲେ ତା ଭିତରେ ଯେଉନ ସେଲ ଥାଏ ସେଗୁଡିକ ଆକ୍ଟିଭେଟ ହୋଇଯାଇଥାଏ । ଠିକ ସେହିଭଲି ଯେମିତି ଅନାଜକୁ ଅଙ୍କୁରିତ କରି ଖାଇ ଥାଉ । ଯେବେ ଅନାଜକୁ ଅଙ୍କୁରିତ କରାଯାଇଥାଏ ତେବେ ତାର ଏନର୍ଜି ବଢିଯାଇଥାଏ । ସେଥିପାଇଁ ଯେତେବେଳେ ଅଖରୋଟକୁ ଭିଜାଇ ରଖିଥାଉ ତାର ଶକ୍ତି ମଧ୍ୟ ଦୁଇରୁ ତିନିଗୁଣ ବଢିଯାଇଥାଏ । ଏଥିଲାଗି ଆପଣଙ୍କ ଶରୀରକୁ ବହୁତ ତାକତ ମିଳିଥାଏ ଓ ଶରୀର ସୁସ୍ଥ ମଧ୍ୟ ରହିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *