୯୯% ହିନ୍ଦୁ ମାନେ ଜାଣି ନଥିବେ କି ଲଙ୍କା ପତି ରାବଣ କାହାର ଅବତାର ଥିଲେ ?

ହିନ୍ଦୁ ବା ଯାହାକୁ ଆମେ ସନାତନ ଧର୍ମ କହିଥାଉ ତାହା ବହୁତ୍ ପୋରାଣିକ କଥା ଦ୍ୱାରା ପରି ପୂର୍ଣ୍ଣ ଅଛି । ପୋରାଣିକ୍ ଧର୍ମ ଅନୁଯାଇ ଭଗବାନ ବିଷ୍ଣୁ ପୃଥିବୀ ଉପରେ ବହୁତ୍ ଅବତାର ନେଇଥିଲେ ବୋଲି କୁହାଯାଏ ଯେମିତିକି ରାମ, କ୍ରିଷ୍ଣା, ନର୍ଶିମ୍ଭା । ଏହି ସବୁ ଅବତାର ବିଷ୍ଣୁଙ୍କର ଥିଲା କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ବା କେବେ ଜାଣିବାକୁ ଇଛା କରିଛନ୍ତି ଜେ ଲଙ୍କା ପତି ରାବଣ କାହାର ଅବତାର ଥିଲା । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଲଙ୍କା ପତି ରାବଣ କିଏ ଥିଲା ।

ପୌରଣିକ କଥା ଆଉ ବିଷ୍ଣୁ ପୁରାଣ ଅନୁଯାଇ ଥରେ ୪ ଟି ସନ୍ୟାସୀ ମହାତ୍ମା ଭଗବାନ ବିଷ୍ଣୁଙ୍କ ଦର୍ଶନ ପାଇଁ ବିଷ୍ଣୁଙ୍କ ଧାମକୁ ଗଲେ । ସେଠି ପହଞ୍ଚିଲା ପରେ ବିଷ୍ଣୁଙ୍କ ଦ୍ଵାରା ପାଲ ତାଙ୍କୁ ଅଟକାଇ ଦେଲେ ଆଉ ଭିତରକୁ ଯିବା ପାଇଁ ଭଗବାନଙ୍କ ଅନୁମତି ଆବଶ୍ୟକ ବୋଲି କହିଲେ ଏହି କଥା ଶୁଣି ସନ୍ୟାସୀ ରାଗି ଗଲେ ସେହି ଦୁଇ ଦ୍ୱାରା ପାଲଙ୍କୁ ଶ୍ରାପ ଦେଲେ ଜେ ତମେ ରାକ୍ଷସ ଯୋନି ରେ ଜନ୍ମ ନବ ।

ଏହି ଦ୍ଵାର ପାଳଙ୍କ ନାମ୍ ଜୟ ଆଉ ବିଜୟ ଥିଲା ଦୁହେଁ କାନ୍ଦିଲେ ଓ କ୍ଷମା ୟାଚନା କଲେ କିନ୍ତୁ ସନ୍ୟାସୀ ମାନିଲେ ନାହିଁ । କ୍ରନ୍ଦନ ଶୁଣି ସ୍ଵୟଂ ଭଗବାନ ବିଷ୍ଣୁ ଆସିଲେ ଆଉ ସବୁ କଥା ଶୁଣି ସନ୍ନ୍ୟାସୀଙ୍କ ୟାଚାନା କଲେ ଯାହା ପରେ ସନ୍ୟାସୀ କହିଲେ ଯଦି ତାଙ୍କ ରାକ୍ଷସ ଯୋନିରେ ତାଙ୍କ ହତ୍ୟା ଆପଣଙ୍କ ହାତରେ ହବ ତେବେ ତାଙ୍କୁ ମୁକ୍ତି ମିଳିବ କିନ୍ତୁ ତିନୋଟି ଜନ୍ମରେ ତାଙ୍କୁ ଆପଣଙ୍କ ହାତରେ ମାରିବାକୁ ହବ ।

ତେବେ ଏହା ପରେ ଭଗବାନ ମାନି ଗଲେ ଓ ନିଜ ଦାସ ମାନଙ୍କୁ ଏହି ପରିସ୍ଥିତିରେ ଦେଖି ଭଗବାନ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ କିନ୍ତୁ ସ୍ରାପ ଫେରି ପାରିବ ନାହିଁ ସେଥିପାଇଁ ଅପେକ୍ଷା କରିବାକୁ ପଡିଲା । ପ୍ରଥମ ଜନ୍ମରେ ଦୁଇ ଦ୍ଵାର ପାଲ ଜୟ ଆଉ ବିଜୟ ହିରନ୍ କଶ୍ୟପ ଆଉ ତା ଭାଇ ରୂପରେ ଜନ୍ମ ହୋଇଥିଲେ ଯାହାକୁ ଭଗବାନ ବିଷ୍ଣୁ ନରସିଂହ ଅବତାର ନେଇ ହତ୍ୟା କରିଥିଲେ ।

ଏହା ପରେ ଭଗବାନ ବିଷ୍ଣୁ ରାମ ଅବତାର ରେ ଜନ୍ମ ହେଲେ ଆଉ ଦୁଇ ଦ୍ଵାର ପାଲ ରାବଣ ଆଉ କୁମ୍ଭକରଣ ହୋଇଥିଲେ ଯାହାକୁ ନିଜେ ଭଗବାନ ମାରିଥିଲେ । ଏହା ପରେ ଭଗବାନ ବିଷ୍ଣୁ କ୍ରିଷ୍ଣା ଙ୍କ ରୂପରେ ଜନ୍ମ ହେଲେ ଆଉ ଜୟ ଆଉ ବିଜୟ ଶିଶୁ ପାଲ ଆଉ ଦଙ୍କ ବ୍ରତ ରୂପରେ ଜନ୍ମ ହେଲେ ଆଉ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ହାତରେ ମୃତ୍ୟୁ ପ୍ରାପ୍ତ କଲେ ଯାହା ପରେ ତାଙ୍କୁ ଆଉଥରେ ବିଷ୍ଣୁ ଧାମରେ ଜାଗା ମିଳିଥିଲା ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *