ବନ୍ଧୁଗଣ ଏ ଦୁନିଆରେ ସର୍ବ ଶକ୍ତିମାନ ଭଗବାନ ହିଁ ଅଟନ୍ତି । ତାଙ୍କ ଇଚ୍ଛା ବିନା ପତ୍ର ବି ହଲେ ନାହି ଯାହା ସମୟ ଅନୁଯାୟୀ ସିଦ୍ଧ ହୋଇସାରିଛି । ଭଗବାନ ପ୍ରତେକ୍ଷ ରୂପରେ ଦେଖା ନ ଗଲେ ବି ଅପ୍ରତେକ୍ଷ ରୂପରେ ଦୁନିଆରେ ବିରାଜମାନ ଅଛନ୍ତି । ଏହା ସତ୍ୟ ଅଟେ କି ଆମ ମାନଙ୍କ ମଧ୍ୟରୁ ଏମିତି ଅନେକ ଅଛନ୍ତି ଯେଉଁ ମାନେ ଭାଗ୍ୟଶାଳୀ ଅଟନ୍ତି ଯାହାଙ୍କ ଉପରେ ଈଶ୍ବରୀୟ ଶକ୍ତି ରହିଥାଏ । ଯାହା ପ୍ରତେକ ସମୟରେ ସେମାନଙ୍କୁ ନୂଆ ମାର୍ଗ ଦେଖାଇବା ସହ ସହାୟତା କରିଥାଏ । ଆଜି ଆମେ ଆପଣଙ୍କୁ ୯ଟି ସଂକେତ ବିଷୟରେ କହିବାକୁ ଯାଉଛୁ ଯେଉଁଥିରୁ ଜଣ ପଡିବ ସେହି ବ୍ୟକ୍ତି କୌଣସି ସାଧାରଣ ବ୍ୟକ୍ତି ନୁହେଁ ।
୧- ଯେଉଁ ବ୍ୟକ୍ତିଙ୍କ ପାଖରେ କାମନା, ଲୋଭ, ଅହଂକାର, କ୍ରୋଧ ଭଳି ଭାବନା ନ ଥିବ ସେମିତି ବ୍ୟକ୍ତି ଭଗବାନଙ୍କ କୃପା ପ୍ରାପ୍ତ କରିଥାଏ । ଏଭଳି ବ୍ୟକ୍ତି କେବେ ଗାଳି ଗୁଲଜ କରେ ନାହି ।
୨- ଯଦି କୌଣସି ବ୍ଯକ୍ତିର ସ୍ଵପ୍ନ ରେ ମଦନିର ବା ତାର ଆଖ ପାଖର ପରିସର ଦେଖାଯାଏ ତେବେ ଶାସ୍ତ୍ର ଅନୁଯାୟୀ ଏଭଳି ବ୍ୟକ୍ତିକୁ ଭାଗ୍ୟଶାଳି ମାନା ଯାଇଥାଏ । ଏଭଳି ବ୍ଯକ୍ତିଙ୍କ ଠାରେ ଈଶ୍ବରୀୟ ଶକ୍ତି ରହିଥାଏ ।
୩- ଯେଉଁ ବ୍ୟକ୍ତି ନିଜର ଦୈନିକ କାମ ସରିଲା ପରେ ବାକି ସମୟ ଈଶ୍ଵରାଙ୍କ ଭକ୍ତିରେ ଲଗାଇଥାଏ ବ ନାମ ସ୍ମରଣ କରିଥାଏ ସେଭଳି ବ୍ୟକ୍ତି ଆଖ ପାଖରେ ଭଗବାନଙ୍କ ପବିତ୍ର ଶକ୍ତିର ବାସ ରହିଥାଏ ।
୪- ଯେଉଁ ବ୍ୟକ୍ତି ସମାଜ ପ୍ରତି ନିଜର ଦାୟିତ୍ଵ ବୁଝି ସତ କାର୍ଯ୍ୟ ଓ ପୂଣ୍ୟ କାମ କରିଥାଏ କିମ୍ବା ସମସ୍ୟାରେ ପଡିଥିବା ଲୋକଙ୍କୁ ସାହାଜ୍ଯ କରିଥାଏ କିମ୍ବା ଗରିବାର ଦୁଖ ବୁଝିଥାଏ ସେଭଳି ବ୍ୟକ୍ତି ଠାରେ ଭଗବାନଙ୍କ କୃପା ଲାଭ ହୋଇଥାଏ । ବୁଢା ବ ବିକଳାଙ୍ଗ ଯକ୍ତିଙ୍କ ସାହାଜ୍ଯ କରିଥାଏ ତାଙ୍କ ଠାରେ ଈଶ୍ବରୀୟ ଶକ୍ତି ରହିଥାଏ ।
୫- ଇଂଶ୍ବରୀୟ ଶକ୍ତି ପ୍ରାପ୍ତ କରିଥିବା ମଣିଷଙ୍କ ଠାରେ ଅନୋଖା ଶକ୍ତି ରହିଥାଏ । ଆଉ ସେହି ଶକ୍ତି ହେଉଛି ପୂର୍ବାଭାସ ଯାହା ଭବିଷ୍ୟତ ବିଷୟରେ ଅନୁମାନ ଲଗାଇବା । ଭବିଷ୍ୟରେ ଘଟିବାକୁ ଥିବା ଘଟଣାର ପୂର୍ବାଭାସ ହେଲେ ଜାଣିବେ ଭଗବାନଙ୍କ କୃପା ରହିଛି ।
୬- କିଛି ଲୋକଙ୍କ ଠାରେ ନିଜ ଆଖପାଖରେ ସୁଗନ୍ଧିତ ଫୁଲ, ଧୂପକାଠି, କର୍ପୁର ବାସନା ହୋଇଥାଏ । ତେବେ ଏହି କ୍ଷେତ୍ରରେ ବ୍ୟକ୍ତି ଠାରେ ଦେବୀଦେବତାଙ୍କ କୃପା ରହିଥାଏ ।
୭- କୌଣସି ବ୍ଯକ୍ତିର ପ୍ରତିଦିନ ବ୍ରହ୍ମ ମୁହୁର୍ତ୍ତରେ ନିଦ ଖୋଲିଯାଏ ଆଉ ସେହି ବ୍ୟକ୍ତି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥାଏ ତେବେ ଏଭଳି ବ୍ୟକ୍ତି ଭଗବାନଙ୍କ ଇଚ୍ଛା ଅନୁଯାୟୀ ଏମିତି କରିଥାଏ ।
୮- ଯେଉଁ ବ୍ୟକ୍ତି ମନ୍ଦିରକୁ ଯାଇ କଥା ଶୁଣିବା ସହ ପବିତ୍ର ଧ୍ଵନି ଥିବାର ଅନୁଭବ କରିଥାଏ ତାଙ୍କ ଠାରେ ଭଗବାନଙ୍କ ଶକ୍ତି ଥିବାର ଜଣାଜାଏ ।
୯- ଯେଉଁ ବ୍ୟକ୍ତି ଭଗବାନଙ୍କ ଚରଣରେ ପରମ ଆନନ୍ଦ ଓ ବାସ୍ତବିକ ମନେ କରିଥାଏ ସେଭଳି ବ୍ୟକ୍ତି ଈଶ୍ବରୀୟ ଶକ୍ତି ପ୍ରାପ୍ତ କରିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।