ଏହି ଗୋଟିଏ ମନ୍ତ୍ର 3ଥର କହିବା ଦ୍ଵାରା କହି ଦିଅନ୍ତୁ, ଆପଣଙ୍କ ପ୍ରେମ ଆପଣଙ୍କୁ ନିଶ୍ଚୟ ମିଳିବ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବସି କାରଣ କରିବା ପାଇଁ ଏକ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ । ଏହି ମନ୍ତ୍ର ଜପ କରିବା ଦ୍ଵାରା ଯେ କୌଣସି ପୁଅ ହେଉ ବା ଝିଅ ହେଉ ବସି କାରଣ କରି ହେବ । କିନ୍ତୁ ଧ୍ୟାନ ରଖିବେ ଆପଣ ଏହି ଉପାୟକୁ ସଠିକ ଜାଗାରେ କରିବେ । କୌଣସି ଖରାପ କାମ କାର୍ଯ୍ୟ ପାଇଁ ଏହାର ଉପଯୋଗ କରିବେ ନାହି । ଆପଣ କାହାକୁ ବଶ କରିବାକୁ ଚାହୁଁଥିଲେ କରନ୍ତୁ ଏହି ସହଜ ଓ ସରଳ ଉପାୟ । ଏହା ଦ୍ଵାରା ଆପଣ ସଠିକ ସଫଳ ପାଇ ପାରିବେ ।

ତେବେ ଆପଣ ମାନେ ଏହି ଉପାୟ କେବଳ ଗୁରୁବାର ଦିନ କରିବା ଦରକାର । ସର୍ବ ପ୍ରଥମେ ଆପଣ ଗୋଟିଏ କାଗଜ ଆଣନ୍ତୁ । ସାଧା କାଗଜ ସହ ଏକ ନାଲି କାଲାମ ଆଣନ୍ତୁ । ଏହା ପରେ ଆପଣ ସେହି କାଗଜ ଉପରେ ସେହି ୩ଟି ଶବ୍ଦ ଲେଖନ୍ତୁ । ସେହି ୩ଟି ଶବ୍ଦ ହେଉଛି ବସଙ୍ଗ ଭବଙ୍ଗ ବସହ । ଏହି ୩ଟି ଶବ୍ଦ କୁ ବଡ ବଡ କରି ସୁନ୍ଦର ଭାବେ କାଗଜରେ ଲେଖନ୍ତୁ ।

ଏହି ଶବ୍ଦ ଲେଖିବା ପରେ ଆପଣ ଏହାକୁ ୩ ଥର ଉଚ୍ଚାରଣ କରନ୍ତୁ । ଏହା ପରେ ଯେଉଁ ପୁଅ ବା ଝିଅ କୁ ଆପଣ ବଶ କରିବାକୁ ଚାହୁଁଛନ୍ତି ତାଙ୍କର ନାମ ୫ ଥର କହି ଦିଅନ୍ତୁ । ଏହି ୩ଟି ଶବ୍ଦକୁ ୩ ଥର କହିବା ପରେ ଆପଣ ଯାହାକୁ ବଶରେ କରିବାକୁ ଚହୁଁଛନ୍ତି ତାଙ୍କ ନାମ ନେବା ଦ୍ଵାରା ସେ ଆପଣଙ୍କ ବଶରେ ନିଶ୍ଚିନ୍ତ ବାହାବେ ଆସିବେ । କିନ୍ତୁ ଏହି ଉପାୟ ଟି ଗୁରୁବାର ଦିନ କରିଲେ ଫଳ ପ୍ରାପ୍ତ ହୋଇଥାଏ ।

ତା ପର ଦିନ ଏହାର ସଙ୍କେତ ଆପଣ ପାଇ ପାରିବେ । କିନ୍ତୁ ଧ୍ୟାନ ରଖିବେ ଏହି ଉପାୟ କେତେକ ସମୟରେ କାମ କରେ ନାହି । ୧୦୦ ଲୋକରୁ ୩ରୁ ୪ଜଣ ଲୋକ ଏହି ଉପାୟ କରିଲେ ଫେଲ ମାରିଥାନ୍ତି । ତେଣୁ କେବେ ବି ଏଥିରେ ନିରାଶ ନ ହୋଇ ପୂର୍ଣବାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ପ୍ରଥମ ଗୁରୁବାର ଦିନ ଏହି ଉପାୟ କରି କୌଣସି ସଂକେତ ପାଇବେ ନାହି ତେବେ ଆସନ୍ତା ଗୁରୁବାର ଦିନ ପୁଣି ଥରେ ଏହାର ପ୍ରୟୋଗ କରନ୍ତୁ ।

ଏହା ନିଶ୍ଚନ୍ତ ଭାବେ ସଫଳ ହେବ । ଯାହା ଦ୍ଵାରା ଆପଣ ସଫଳ ଜୀବନ ଯାପନ କରି ପାରିବେ । ବଶୀକରଣ କରିବା କିଛି ମାତ୍ରା ରେ ଭୁଲ ହେଲେ ମଧ୍ୟ ଏହାର କୌଣସି ଖରାପ ପ୍ରଭାବ ଆମ ଜୀବନ ଉପରେ ପଡେ ନାହି । ତେଣୁ ଏହାର ସଠିକ ଉପୋଯୋଗ କରିଲେ ଜୀବନରେ କୌଣସି ସମସ୍ଯା ଆସେ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *