ନମସ୍କାର ବନ୍ଧୁଗଣ । କୃର ର ଶାସକ ଙ୍କ କୃର କାହାଣୀ । କୋରିୟା ଲୋକ ମାନଙ୍କର ଜୀବନକୁ ନର୍କ କରି ଦେଇଛନ୍ତି ଏକଛତ୍ରାବାଦୀ ଶାସକ କିଙ୍ଗ ଜୋଙ୍ଗ ଉନ । ନିଜର ତାମସାଇ ଶାସନ ପାଇଁ ଉକ୍ଷାତ ଶାସକ ପୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି । ନିକଟରେ ତାଙ୍କ ପିତା କିଙ୍ଗ ଜୋଙ୍ଗ ଇନ ଙ୍କ ଜନ୍ମ ବାର୍ଷିକ ଉଶ୍ଚବ ପାଳନ ହୋଇଛି । ତେବେ ପିତାଙ୍କ ଜନ୍ମ ଜୟନ୍ତୀ ଅବସର ରେ ବଗିଚାର ମାଳୀ ଙ୍କୁ ସେ କଠୋର ଦଣ୍ଡ ଦେଇଛନ୍ତି ।
କିଂ ଜୋଙ୍ଗ ଇନ ଙ୍କ ଜନ୍ମ ଜୟନ୍ତୀ ଉତ୍ତର କୋରିୟାର ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଛୁଟି ମଧ୍ୟ ରେ ଅନ୍ୟତମ ଅଟେ । ଏହି ଦିନ ସାମାନ୍ୟ ରୁ ସାମାୟ ଭୁଲ ଲୋକ ମାନେ କରିଥିଲେ କିଙ୍ଗ ଯୋଙ୍ଗ କଠୋର ରୁ କଠୋର ଦଣ୍ଡ ଦେଇଥାନ୍ତି । ଉତ୍ତର କୋରିୟାରେ ସେଞ୍ଜୀୟନ ସହର ରେ କିଂ ଜୋଙ୍ଗ ଉନଙ୍କ ପିତା କିଙ୍ଗ ଯୋଙ୍ଗ ଇନଙ୍କ ୮୦ତମ ଜନ୍ମ ବାର୍ଷିକୀର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କିଙ୍ଗ ଯୋଙ୍ଗ ଇନଙ୍କ ଜନ୍ମ ଜୟନ୍ତୀରେ ସ୍ଵତନ୍ତ୍ର ପ୍ରକାରର ଫୁଲ ବଗିଚାରେ ଲାଗିଥାଏ । ହେଲେ ମାଳୀ ମାନେ ଅନବରତ କାମ କରିବା ଦ୍ଵାରା ମଧ୍ୟ ସେହି ଦିନ ଫୁଲ ଫୁଟି ପାରିଲା ନାହି । ଏହା ଦେଖି ରାଗି ଯାଇଥିଲେ କିମ । ପିତାଙ୍କ ଜନ୍ମ ବାର୍ଷିକୀରେ ଫୁଲ ନ ଫୁଟିବାରୁ ମାଳୀ ଙ୍କୁ ଦଣ୍ଡ ଶୁଣାଇବା ସହ ୨୪ ଘଣ୍ଟା କାମ କରିବା ପାଇଁ ନିଦେଶ ଦେବା ସହ ମାଳୀ ମାନଙ୍କୁ ଲେବର କ୍ୟାମ୍ପ ପଠାଇ ଦେଇଚନ୍ତି ।
ଏହା ସହ ସାଧାରଣ ଜନତାଙ୍କୁ ସେ ଏହି ଦିନ କମ ହଇରାଣ ହରକତ କରି ନାହାନ୍ତି ଯାହା ସୂତ୍ର ରୁ ଜଣା ପଡିଛି । ପିତାଙ୍କ ଗୁଣ ଅଗଣ ଶୁଣାଇବା ପାଇଁ ଏକଛତ୍ରାବାଦୀ ଶାସକ କିଂ ଜଙ୍ଗ ହଜାର ହଜାର ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଛିଡା କରାଇଛନ୍ତି । ଲୋକ ମାନେ କେବଳ ଭାଷଣ ଶୁଣିବା ପାଇଁ ଗ୍ଲୋବ୍ସ ବା ଟୋପି ନ ପିନ୍ଧି -୧୫ ଡିଗ୍ରୀ ତାପମାତ୍ରା ରେ ଛିଡା ହେବା ପାଇଁ ବାଧ୍ୟ ହୋଇଥିଲେ ।
ତେବେ ଏହି ଉଶ୍ଚାବା ରେ ଅନ୍ଯାନ୍ଯ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନା କରା ଯାଇଥିଲା । ଏଥିପାଇଁ ଅନେକ କଳାକାର ମାନଙ୍କୁ ଥଣ୍ଡା ପାଣିରେ ପରଫୋମ କରିବାକୁ ପଡିଥିଲା । ଜନତାଙ୍କୁ ଥଣ୍ଡା ରେ ଛିଡା କରି ନିଜେ କିଙ୍ଗ ଯୋଙ୍ଗ ହିଟର ପାଖରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ନିଜକୁ ଥଣ୍ଡା ରୁ ରକ୍ଷା କରିବା ପାଇଁ ସେ ସମ୍ପୁର୍ଣ୍ଣ ଭାବେ ବ୍ୟବସ୍ଥା କରିଥିଲେ ।
ବନ୍ଧୁଗଣ ଆପଣ ମାନଙ୍କର କିଂ ଯୋଙ୍ଗଙ୍କ ଏପରି କଥନୀୟ ଶାସନ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।