Naba Das ଓ Gopal Das ସମ୍ପର୍କ କଣ ? ସତ ସାମ୍ନାକୁ ଆସିବା ଦରକାର…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁ କୁ ନେଇ ଏବେ ସାରା ରାଜ୍ୟ ସ୍ତବ୍ଧ ହୋଇ ପଡିଛି । ଏ ନେଇ ଜଣେ ବ୍ୟକ୍ତି ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ବର୍ତ୍ତମାନର ସବୁଠାରୁ ବଡ ଖବର ହେଉଛି ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଜଣେ ପୋଲିସ ଅଫିସର guli କରିଲା ଏଥିରେ ଦ୍ଵିମତ ନାହି ।

ତେବେ ପ୍ରଶ୍ନ ଉଠୁଛୁ ଯେ ନବ ଦାସ ଓ ଗୋପାଳ ଚନ୍ଦ୍ର ଦାସଙ୍କ ମଧ୍ୟରେ ସମ୍ପର୍କ କଣ ଥିଲା ତାହାକୁ ନେଇ ଏବେ ଚର୍ଚ୍ଚା ଉଠୁଛୁ । ଯଦି କ୍ରାଇମବ୍ରାଞ୍ଚ ଏହି କେସ ତଦନ୍ତ କରେ ତେବେ ନିଶୟ ଦବାଯିବ । ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଇ ଦେଲ କୌଣସି ଲୋକର ରୋଗ ଭଲ ହେବ ନାହି ଆଜ୍ଞା । ଆମକୁ ସେଭଳି ମଡେଲ ମେଡିକାଲ ଦରାକର । ଝାରସୁଗୁଡା ରୁ ନବ ଦାସ ଙ୍କୁ ଏୟାର ଲିଫ୍ଟ କରାଗଲା ହୁବନେଶ୍ବର କୁ ।

କିନ୍ତୁ କଣ ସାଧାରଣ ଲୋକେ ହୋଇଥିଲେ ସରକାର ତାଙ୍କୁ ଏୟାର ଲିଫ୍ଟ କରିଥାନ୍ତେ କି ? ଏମିତି କେବେ ହୋଇ ନ ଥାନ୍ତା । ଯେହେତୁ ଓଡିଶା ମନ୍ତ୍ରୀ ସେଥିପାଇଁ ତାଙ୍କୁ ଏୟାର ଲିଫ୍ଟ କରାଗଲା । ନିର୍ଲଜ୍ୟ ଭଳି 23 ବର୍ଷ ହେଲାଣି ସରକାର ପଦରେ ରହିଗଲ ଆଜି ଯାଏଁ  ବଡ ହସପିଟାଲ କରିପାରିଲ ନାହିଁ । ତୁମ ମନ୍ତ୍ରୀ କୁ guli ମାଡ ହେଲା କେବଳ ଓଡିଶାରେ ଏହା ପ୍ରଥମ ଘଟଣା ନୁହେଁ ।

କିଛି ଦିନ ତଳେ ପୁରୀର ଏମଏଲ ମହେଶ୍ଵର ମହାନ୍ତିଙ୍କୁ guli କରା ଯାଇଥିଲା ତାଙ୍କୁ ମଧ୍ୟ ଆପୋଲୋ ଅଣାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗକୁ ଅବହେଳା କରିଛନ୍ତି । ଯଦି କାଲି ମୋ ଦେହରେ guli ବାଜିଥାନ୍ତା ତେବେ ମୋ ପାଖରେ ତ ପଇସା ନାହି ମୁଁ ମ-ରି-ଥା-ନ୍ତି ନ ହେଲେ ବିକଳାଙ୍ଗ ହୋଇଥାନ୍ତି । ଏହା ଠାରୁ ବଡ ଲଜ୍ୟାର କଥା ଆଉ କିଛି ନାହି । ରାଜ୍ୟ ମନ୍ତ୍ରୀ କୁ ଆଉ ଦାୟିତ୍ଵ ଦିଆ ନ ଯାଉ ।

ଓଡିଶାରେ ଜନ ସାଧାରଣ କେତେ ସୁରକ୍ଷିତ ତାହା ଜଣା ପଡୁଛି । ଜଣେ ପୋଲିସ ହୋଇ କେମିତି ମନ୍ତ୍ରୀ ଙ୍କୁ guli mari ପାରିଲେ ଏହାର ସଠିକ ତଦନ୍ତ କରାଯାଉ । କ୍ରାଇମବ୍ରାଞ୍ଚ ଉପରେ ଆମର ବିଶ୍ଵାସ ନାହି । ଗୋପାଳ ଚନ୍ଦ୍ର ଓ ନବ ଦାସ ଙ୍କ ମଧ୍ୟ ରେ ସମ୍ପର୍କ କଣ ଥିଲା ତାହା ଏବେ ଲୋକଲୋଚନ କୁ ଆସିବା ଦରକାର ।

ମହେଶ୍ଵର ମହାନ୍ତି ଙ୍କ କେସ ରେ ନିରୀହ ବୁଢୀ ଙ୍କୁ ଜେ-ଲ ପଠାଇଲେ କିନ୍ତୁ ପ୍ରକୃତ ଅ-ପ-ରା-ଧୀ ଙ୍କୁ ଧରିଲା ନାହି । ତେବେ ନବ ଦାସ ଙ୍କ କେସ ରେ ବି ଏମିତି ହୋଇପାରେ । ହାଇ କୋର୍ଟ ଜଜ ଙ୍କ ଦ୍ଵାରା ଏହାର ସଠିକ ନ୍ୟାୟ କରାଯାଉ । ନ ହେଲେ ଆମେ ଭାବିବୁ ନବ ଦାସ ନିଜର ଅପକର୍ମର ଫଳ ପାଇଲେ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କ ହିସାବରେ ଏହି ବ୍ୟକ୍ତିଙ୍କ ମତ କେତେ ଦୂର ଠିକ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *