ଆଜି ଆମେ ଆପଣ ମାନଙ୍କ ପାଇଁ ପୁଣି ଥରେ କିଛି ଜିକେ ପ୍ରଶ୍ନ ନେଇ ଆସିଛୁ । ଯାହା ବିଷୟରେ ଆପଣ ନିଜର ବହିରେ ପଢିଥିବେ । କିନ୍ତୁ ଯେତେବେଳେ ଏହି ସବୁ ପ୍ରଶ୍ନ ସାମ୍ନାକୁ ଆସିଥାଏ ସେହି ସମୟରେ ଆପଣ ଏହି ସବୁ ପ୍ରଶ୍ନର ଉତ୍ତର ଜାଣି ନ ଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏହି ସବୁ ପ୍ରଶ୍ନ ଉତ୍ତର ନେଇ ଆସିଛୁ । ଯାହାକୁ କୌଣସି ନାଁ କୌଣସି ପରୀକ୍ଷାରେ ପଡିପାରେ । ତେବେ ଆପଣ ସେହି ସମୟରେ ଉତ୍ତର ଦେଇ ପାରିବେ ।
୧- କେଉଁ ଜୀବ ଅଛି ଯିଏ ଜୋତା ପିନ୍ଧିକି ଶୋଇଥାଏ ?
ଉତ୍ତର- ଘୋଡା
୨- କେଉଁ ଫୁଲର ଓଜନ ୧୦ କିଲୋରୁ ଅଧିକ ହୋଇଥାଏ ?
ଉତ୍ତର- ରେଫଲେସିୟା
୩- କେଉଁ ଦେଶରେ ଗୋଟେ ବି ସାପ ନାହି ?
ଉତ୍ତର- ଆୟରଲ୍ୟାଣ୍ଡ
୪- କେଉଁ ଫୁଲ ଅଛି ଯାହା ୧୨ ବର୍ଷରେ ଠାରେ ଫୁଟିଥାଏ ?
ଉତ୍ତର- ନୀଳକୁରଞ୍ଜି
୫- ବିଶ୍ବରେ ସବୁଠାରୁ ଅଧିକ ଆସମାନୀ ବିଜୁଳି ପଡିଥାଏ ?
ଉତ୍ତର- ଆଫ୍ରିକା
୬- ଖେଳା ଯାଉଥିବା ଫୁଟବଲରେ କେଉଁ ଗ୍ଯାସ ଭରାଯାଏ ?
ଉତ୍ତର- ହାଇଡ୍ରୋଜେନ ଗ୍ଯାସ
୭- ମଣିଷର ଶରୀରରେ ସବୁଠାରୁ ଛୋଟ ହାଡ କେଉଁଠାରେ ଅଛି ?
ଊତର- କାନ
୮- ଭାରତରେ କେଉଁ ରାଜ୍ୟର ଭାଷା ଇଂରାଜୀ ଅଟେ ?
ଉତ୍ତର- ନାଗାଲ୍ୟାଣ୍ଡ
୯- ଚିନୀର ସନ୍ଧାନ କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଭାରତ
୧୦- ଏମିତି କଣ ଅଛି ଯାହା ଦେଖି ତାକୁ ଧରି ହୁଏ ନାହି ?
ଉତ୍ତର- ସୂର୍ଯ୍ୟ
୧୧- ଅନ୍ତରିକ୍ଷରେ ସୂର୍ଯ୍ୟ କେମିତି ଦେଖାଯାଏ ?
ଉତ୍ତର- ଧଳା ରଙ୍ଗ
୧୨- ହୱାଇ ଜାହାଜର ଖାଦ୍ୟ କାହିଁକି ଭଲ ଲାଗେ ନାହି ?
ଉତ୍ତର- ଉଚ୍ଚତା କାରଣରୁ
୧୩- କେଉଁ ଜୀବର ଫ୍ହେଫଡେ ନାହି ?
ଉତ୍ତର- ଚିଟିୟା
୧୪- କେଉଁ ଜୀବର ଜିଭର ଓଜନ ହାତୀ ସହ ସମାନ ହୋଇଥାଏ ?
ଉତ୍ତର- ବ୍ଲୁ ୱ୍ହେଲ
୧୫- ଜଣେ ମଣିଷ ଗୋଟିଏ ଦିନରେ କେତେ ଦୂର ଚାଲିପାରେ ?
ଉତ୍ତର- ୧୭୫କିମି
୧୬- ବୀଜ ଗଣିତ ଓ ରେଖା ଗଣିତର ଆବିଷ୍କାର କେଉଁଠାରେ ହୋଇଥିଲା ?
ଉତ୍ତର- ଭାରତ
୧୭- ବିଶ୍ଵ ସୁନ୍ଦରୀ ହୋଇଥିବା ଭାରତୀୟ ପ୍ରଥମ ମହିଳା କିଏ ଥିଲେ ?
ଉତ୍ତର- ରୀତା ଫାରିୟା
୧୮- ଆୟୋଡିନର କମି ଯୋଗୁ କେଉଁ ରୋଗ ହୋଇଥାଏ ?
ଉତ୍ତର- ଘେଙ୍ଗା ରୋଗ
୧୯- ପଞ୍ଚାୟତ ନିର୍ବାଚନରେ ଠିଆ ହେବା ପାଇଁ ବ୍ଯକ୍ତିର ବୟସ କେତେ ହେବା ଆବଶ୍ୟକ ?
ଉତ୍ତର- ୨୫ ବର୍ଷ୨୦- ମଣିଷ ଶରୀରରେ ସବୁଠାରୁ ଛୋଟ ଗ୍ରନ୍ଥି କଣ ଅଟେ ?
ଉତ୍ତର- ପିଟ୍ଯୁଟରି
୨୧- ସମୁଦ୍ର ପୃଥୁବୀ ଠାରୁ କେତେ ପ୍ରତିଶତ ଭାଗ ଘେରି ରହିଛି ?
ଉତ୍ତର- ୭୦%
୨୨- ଗାଡିରେ ସାଇଡ ମିଟରର ରୂପରେ କେଉଁ ଦର୍ପଣ ବ୍ୟବହାର କରାଯାଏ ?
ଉତ୍ତର- ଉତ୍ତର ଦର୍ପଣ
୨୩- ଭୋଟ ଦେବା ପାଇଁ ନିମ୍ନତମ ବୟସ କେତେ ହେବା ଦରକାର ?
ଉତ୍ତର- ୧୮ ବର୍ଷ
୨୪- ୫ଟି ସେଓକୁ ବିନା କାଟି ୮ ଜଣ ଲୋକଙ୍କ ମଧ୍ୟରେ କେମିତି ବାନ୍ତି ହେବ ?
ଉତ୍ତର- ସେଓର ଜୁସ କରି
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।