ମ-ଦ ପିଇ ଦେଇ ଆସିଲେ କ୍ଳାସ ରୁମ ଭିତରେ ବହେ ନାଚିଲେ । ସେ ପୁଣି ଓଡିଆ ଗୀତ ଆ ସୁନା ଘରୁ ବାହାରି ଆ ଗୀତ ରେ । ଯାହାର ଭିଡିଓ ଏବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ହୁବ ଭାଇରାଲ ହେବାରେ ଲାଗିଛି । ହଁ ଦର୍ଶକ ବନ୍ଧୁ ଶିକ୍ଷକ ଜଣକ ମ-ଦ୍ୟ-ପା-ନ କରି କେମିତି ଗୀତ ରେ ତାଳେ ତାଳେ ନାଚୁଛନ୍ତି ଆପଣ ମାନେ ବି ଥରେ ଏହି ଭିଡିଓ ଉପରେ ନଜର ପକାନ୍ତୁ ।
ନାଲି ପାଣି ର ନିଶାରେ ଶିକ୍ଷକ ଏତେ ମସଗୋଲ ଯେ ଗୀତ ବାଜିବା ମାତ୍ରେ ପାଦ ଆଉ ବୋଲ ମାନିଲା ନାହି । ସେଥିପାଇଁ ତ ସ୍କୁଲ ଭିତରେ ଅଣ୍ଟା ହଲାଇ ଡ୍ୟାନ୍ସ କରୁଛନ୍ତି ଶିକ୍ଷକ ଜଣକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜଳେଶ୍ବର ତୋଟାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁଚିରାମ ମାରାଣ୍ଡି ଏମିତି କାଣ୍ଡ ଭିଆଇଛନ୍ତି । ସେ ସ୍କୁଲ କୁ ମ-ଦ ପିଇ ଆସିଥିଲେ ।
ଖାଲି ମ-ଦ ପିଇ ଆସିଥିଲେ ତାହା ନୁହେଁ ବରଂ ସମ୍ବଲପୁରୀ ଗୀତ ରେ ନାଚିବାକୁ ଲାଗିଥିଲେ । ଯାହାକୁ ନେଇ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିକନ୍ତି । ଗାଁ ଲୋକେ ଅସନ୍ତୋଷ ଜାହିର କରିବା ସହ ଅଭିଯୋଗ କରିଛନ୍ତି କି ପୂର୍ବ ରୁ ମଧ୍ୟ ବାରମ୍ବାର ମ-ଦ ପିଇ ସ୍କୁଲ ଆସିଛନ୍ତି ସମ୍ପୃକ୍ତ ଶିକ୍ଷକ ଜଣକ ।
ଦୀର୍ଘ ଦିନ ଧରି ଶିକ୍ଷକତା କରି ଆସିଥିବା ମୁଚିରାମ ମାରାଣ୍ଡି ବାରମ୍ବାର ମ-ଦ ପିଇ ସ୍କୁଲ ଆସୁଥିବାରୁ ତାଙ୍କୁ ଗାଁ ଲୋକେ ବିରୋଧ କରୁଥିଲେ । ହେଲେ କଣ ହେବ ତାଙ୍କୁ ତ ଜମା ବି ଫରକ ପଡୁ ନ ଥିଲା । ପ୍ରତି ଦିନ ମ-ଦ ପିଇ ସ୍କୁଲ ଆସୁଥିଲେ ଉକ୍ତ ଶିକ୍ଷକ ଜଣକ । ଏମିତି କି ନି-ଶା ଅଧିକ ହେବାରୁ ସ୍କୁଲ ରେ ପିଲା ଙ୍କୁ ପାଠ ନ ପଢାଇ ଏମିତ ସୋଇ ପଡୁଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ ।
ଶିକ୍ଷକ ଙ୍କର ଏମିତି କାରନାମା ରେ ଅତିଷ୍ଠ ହୋଇ ତୁରନ୍ତ ତାଙ୍କୁ ବଦଳି କରିବା ସହ ନୂଆ ଶିକ୍ଷକ ଙ୍କ ନିଯୁକ୍ତି ପାଇଁ ଦାବି କରିଛନ୍ତି ଗାଁ ଲୋକେ । ଏମିତି କି ନିଶା ଅବସ୍ଥାରେ ମୁଚିରାମ ମାରାଣ୍ଡୀ କେମିତି ହେଉଛି ସେ ନେଇ ABO ଓ BO ଙ୍କୁ ଜଣାଇଛନ୍ତି ଗାଁ ଲୋକେ । ତେବେ ପୁରା ଘଟଣା ସମ୍ପର୍କ ରେ BO ଅବଗତ ହେବା ପରେ କାର୍ଯ୍ୟ ଅନୁଷ୍ଠାନ ନେବାର ପ୍ରତିସୃଷ୍ଟି ଦେଇଛନ୍ତି ।
ହେଲେ ମ-ଦୁ-ଆ ଶିକ୍ଷକ ଙ୍କର ଭିଡିଓ ଏବେ କିନ୍ତୁ ଭାଇରାଲ ହେଉଛି । ସେପଟେ ପୁରା ଘଟଣାକୁ ନେଇ ମୁଚିରାମ ମାରାଣ୍ଡୀ ପ୍ରତିକ୍ରିୟା ଦେଇଛନ୍ତି ମୁଁ ପର୍ବ ପର୍ବାଣି ହେଲେ ମ-ଦ ପିଏ । ସ୍କୁଲ କୁ କେବେ ବି ମଦ ନେଇ ଆସେ ନାହି କି ଅନ୍ୟ ସମୟରେ ମଦ ପିଏ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।