ଏମିତି ଜାଣନ୍ତୁ ମହିଳାମାନଙ୍କ ଚରିତ୍ର- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ବହୁତ ବଡ ବିଦ୍ଵାନ ଥିଲେ ଓ ମହିଳାଙ୍କ ବିଷୟରେ ବହୁତ ଭଲ ଓ ମନ୍ଦ କଥା ମଧ୍ୟ ଲେଖିଥିଲେ । ପୂର୍ବରୁ ବିବାହ ପାଇଁ ଦୁଇ ପରିବାର ମିଶି କରି ଏହି ବିବାହ ସମ୍ପନ୍ନ କରିଥାନ୍ତି । ବର୍ତ୍ତମାନ ହେଉଛି ପ୍ରେମ ବିବାହର ସମୟ । ଆଜିକାଲି ର ପିଲାମାନେ ପ୍ରେମ ବିବାହ କରୁଛନ୍ତି । ବର୍ତ୍ତମାନ ର ସମୟ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛି ଏବେ ଉଭୟ ପୁଅ ଏବଂ ଝିଅର ଅନୁମତି ନବାକୁ ପଡିଥାଏ ।

ଖାସ କରି ମହିଳା ମାନଙ୍କ ସ୍ୱୀକୃତି ଅତ୍ୟନ୍ତ ଆବଶ୍ୟକ ପଡିଥାଏ । କିନ୍ତୁ ବର୍ତମାନ ସମୟରେ ପ୍ରେମ ବିବାହ ହେଉ ବା ଅରେଞ୍ଜ କେହି ଜାଣି ପାରୁ ନାହାନ୍ତି ଯେ ଝିଅ ଚରିତ୍ର କେମିତି ଅଟେ । ତେବେ ଆଜି ଆମେ ଆପନାଙ୍କୁ ଝିଅଙ୍କ ଚରିତ୍ରହୀନ ହବାର ପରିଚୟ ଦବାକୁ ଯାଉଛୁ ।

୧. ଯେଉଁ ମହିଳା ବା ଝିଅ ପାଦ କନିଷ୍ଠୀକା ଆଙ୍ଗୁଳି ଜମି ରେ ଲାଗି ନଥାଏ ଓ ବୁଢା ଆଙ୍ଗୁଳି ପାଖ ଆଙ୍ଗୁଳି ବୁଢା ଆଙ୍ଗୁଳି ଠାରୁ ବଡ ହୋଇଥାଏ ଏହି ଭଳି ପାଦ ଥିବା ଝିଅ ବା ମହିଳା ପରିସ୍ଥିତି ସହ ନିଜ ଚରିତ୍ର ପରିବର୍ତନ କରିଥାନ୍ତି ।

୨. ଯେଉଁ ମହିଳାଙ୍କ ପାଦ ପଛ ଭାଗ ବା ଏଡି ଯଦି ମୋଟା ହୋଇଥାଏ ଓ ଉଠିକି ରହିଥାଏ ତେବେ ଏହି ଭଳି ମହିଳା ନିଜ ସହ ଅଶୁଭ ବା ନକାରାତ୍ମକ ଊର୍ଜା ନେଇଥାନ୍ତି ।

Image Courtesy: Google

୩. ଯେଉଁ ମହିଳାଙ୍କ ପେଟ ମୋଟା ଓ ଲମ୍ବା ହବା ସହ ନାଭି ଅତ୍ୟଧିକ ଗଭୀର ହୋଇଥାଏ ଏହି ଭଳି ମହିଳା ଜୀବନ ସାରା ଗରିବ ହୋଇଥାନ୍ତି ।

୪. ଯେଉଁ ମହିଳାଙ୍କ କପାଳ ବଡ ହୋଇଥାଏ ସେହି ମହିଳା ନିଜ ଦିଅର ପାଇଁ ଅଶୁଭ ହୋଇଥାନ୍ତି ଓ ଯେଉଁ ମହିଳାଙ୍କ ପେଟ ତଳ ଭାଗ ଓଜନ ହୋଇଥାଏ ତେବେ ସ୍ଵାମୀ ପାଇଁ ଏହି ମହିଳା ଅଶୁଭ ହୋଇଥାନ୍ତି ।

Image Courtesy: Google

୫. ଯେଉଁ ମହିଳାଙ୍କ କାନରେ ଚୁଟି ହୋଇଥାଏ ଏହି ଭଳି ମହିଳା ଅନ୍ୟ ଓ ନିଜ ପାଇଁ ଅଶୁଭ ହୋଇଥାନ୍ତି, ଯଦି କୌଣସି ମହିଳା ମସୁଡା କଳା ହୋଇଥାଏ ତେବେ ଆପଣଙ୍କ ଜୀବନ ବହୁତ କଷ୍ଟ ଦାଇ ହୋଇଥାଏ ।

୬. ଯେଉଁ ମହିଳାଙ୍କ ବେକ ପତଳା ହୋଇଥାଏ ଏହି ଭଳି ମହିଳା ନିଜ ନିଷ୍ପତ୍ତି ପାଇଁ ଅନ୍ୟ ଉପରେ ନିର୍ଭର କରିଥାନ୍ତି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *