Aaj Tak ର ଆଙ୍କର Rohit Sardana ଙ୍କ ଲାଇଫଷ୍ଟାଇଲ ଓ Biography, ଘର, ପରିବାର ଓ ଦେଖନ୍ତୁ କେତେ ସମ୍ପତ୍ତିର ମାଲିକ ଥିଲେ ସେ ?

ବନ୍ଧୁଗଣ, ଭାରତୀୟ ନ୍ଯୁଜ ଚ୍ଯାଲେଞ୍ଜ ଯେପରିକି “Zee ନ୍ଯୁଜ” ତଥା “Aaj Tak” ରେ ନ୍ଯୁଜ ପ୍ରେଜେଣ୍ଟ କରୁଥିବା ଆଙ୍କୋର “ରୋହିତ ସରଦାନା” ଙ୍କର କିଛି ଦିନ ପୂର୍ବେ କରୋନା ଭା-ଇ-ର-ସ ର ଶି-କା-ର ଏବଂ ହାର୍ଟ ଫେଲ ଯୋଗୁ ସେ ଦେହ ତ୍ୟା-ଗ କରିଛନ୍ତି । ବନ୍ଧୁଗଣ ସେ ଏକ ବହୁତ ସଫଳ ତଥା ବହୁତ ଉତ୍ତମ ଧରଣର ଆଙ୍କୋର ଥିଲେ । ସେ ମିଡିଆ ଇଣ୍ଡଷ୍ଟ୍ରି ରେ ନିଜର ଏକ ପରିଚୟ ବନାଇ ଥିଲେ । ବନ୍ଧୁଗଣ ମଣିଷ ଜୀବନରେ ମୂ-ଲ୍ୟ-ବା-ନ ସମ୍ପଦ ହେଉଛି ସେ ନିଜେ । ଯେଉଁ ପର୍ଯ୍ୟନ୍ତ ସେ ଜୀବିତ ଅବସ୍ଥା ରେ ରହିଛି ଦୁନିଆର ସବୁ ଖୁସି କୁ ଜିତି ପାରିବ ।

ବନ୍ଧୁଗଣ ଆଜି ଆମ୍ଭେ ଆଜି ଆପଣଙ୍କୁ “ରୋହିତ ସରଦାନା” ଙ୍କ ସମୁଦାୟ ସମ୍ପତ୍ତି ର ଆକଳନ ସମ୍ବନ୍ଧରେ ଜଣାଇବାକୁ ଯାଉଅଛୁ । ନିଜ ପରିବାର ପାଇଁ ସେ ସମୁଦାୟ କେତେ ପରିମାଣରେ ଅର୍ଥ ତଥା ସମ୍ପତ୍ତି ରଖି ଯାଇଛନ୍ତି ତାହା ସମ୍ବନ୍ଧରେ ଆସନ୍ତୁ ଜାଣିବା ।

ବନ୍ଧୁଗଣ “ରୋହିତ ସରଦାନା” ଙ୍କ ଜନ୍ମ ହରିୟାନାର କୁ-ରୁ-କ୍ଷେ-ତ୍ର ସହରରେ ହୋଇଥିଲା । ସେ ମିଡିଲ କ୍ଳାସ ଫ୍ୟାମିଲି ରେ ଜନ୍ମ ଗ୍ରହଣ କରିଥିଲେ । ବନ୍ଧୁଗଣ “ରୋହିତ ସରଦାନା” ପିଲାଦିନାରୁ ଏକ ଅଭିନେତା ହେବାର ସ୍ଵୋପ୍ନ ଦେଖିଥିଲେ । ସେଥିପାଇଁ ସେ “ନ୍ୟାସନାଲ ସ୍କୁଲ ଅଫ ଡ୍ରାମା” ରେ ନିଜ ନାମ ଲେଖାଇଥିଲେ ।

ମାତ୍ର ଦୁ-ର୍ଭା-ଗ୍ୟ ବ-ଶ-ତ ତାଙ୍କୁ ସେଠାରୁ ବାହାରିବାକୁ ପଡିଲା କାରଣ ସେଠାରୁ ତାଙ୍କୁ କୌଣସି ସଫଳତା ହାସିଲ ହେଲା ନାହିଁ । ଏହାପରେ ସେ ପତ୍ରକାର ହେବାର ନିର୍ଣ୍ଣୟ ନେଲେ । ବନ୍ଧୁଗଣ ଆପଣଙ୍କୁ କହିବାକୁ ଯାଉଅଛୁ ଯେ, “ରୋହିତ ସରଦାନା” କୁ ଲକଜୁରୀ ଜିନିଷ ର ଶୌ-କ ନଥିଲା । ସେ ନିଜ କାରିୟର ରେ ବହୁତ ସଫଳତା ତଥା ଉନ୍ନତି କରିଛନ୍ତି ।

ତାଙ୍କ ପାଖରେ ୨୦୨୧ ରେ ୨ ଟି କାର ଥିଲା । ମା-ରୁ-ତି ସୁଜୁକି ଏସ କ୍ରୋଜ, ତଥା ବି ଏମ ଡବ୍ଲୁ ଯାହାର ପ୍ରାଇଜ ହେଉଛି ୬୩ ଲକ୍ଷ । ବନ୍ଧୁଗଣ “ରୋହିତ ସରଦାନା” ୨୦୨୧ ରେ ୧୫ କରୋଡ ଟଙ୍କା ର ମାଲିକ ଥିଲେ । ବନ୍ଧୁଗଣ ତାଙ୍କ ପରିବାର ପାଇଁ କୌଣସି ପ୍ରକାରର ଅଭାବ ଅନୁଭୂତି ହେବାକୁ ଦେଇ ନଥିଲେ । “ରୋହିତ ସରଦାନା” ଙ୍କ ନ୍ଯୁଜ ରେ ଆଙ୍କୋରିଙ୍ଗ କରିବାର ଅନ୍ଦାଜ କୁ ନେଇ ସେ ବହୁତ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ସେ ଆଉ ଆମ୍ଭ ମାନଙ୍କ ଗ୍ରହଣରେ ଉପସ୍ଥିତ ନାହାନ୍ତି । ଭାରତ ମିଡିଆ ବହୁତ ବଡ ରତ୍ନ କୁ ହରାଇଛି । ମିଡିଆ ସମେତ ନ୍ଯୁଜ ଦେଖୁଥିବା ଦର୍ଶକ ମଧ୍ୟ ଚିର ଦିନ ପାଇଁ ତାଙ୍କୁ ମନେ ପକାଇବେ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଖବର ଟି ଜାଣି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *