ଆଜି ଘରକୁ ଫେରିବେ Aryan ? ଘରେ ପୁଅ Aryan ଙ୍କୁ ଖିରି ଖୁଆଇବେ ଗୌରୀ, Shahrukh ଓ Salman ବନ୍ଦ କଲେ ଫିଲ୍ମ ସୁଟିଂ, ଦେଖନ୍ତୁ Video

ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ବର୍ତ୍ତମାନ ମୁମ୍ବାଇ କୃଜ ଡ୍ର-ଗ୍ସ ମାମଲାରେ ଆର୍ଥନ ଜେ-ଲ-ରେ ଅଛନ୍ତି । ତେବେ ନିଜ ପୁଅକୁ ଜେ-ଲ-ରୁ ବାହାର କରିବା ପାଇଁ ଏବେ ଅଣ୍ଟା ଭିଡିଛନ୍ତି ଶାହରୁଖଙ୍କ ସହ ବଲିଉଡର ଭାଇଜାନ ସଲମାନ ଖାନ । ସୂଚନା ଅନୁସରେ ଦୁଇ ଷ୍ଟାର ନିଜ ନିଜର ସୋ-ର୍ସ-ରୁ ପ୍ରେ-ସ-ର ପକାଉଛନ୍ତି ମହାରାଷ୍ଟ୍ର ସରକାରଙ୍କ ଉପରେ ଯେ କିପରି ଏନସିବୀ କବଳରୁ ଆର୍ୟନଙ୍କୁ ମୁ-କୁ-ଳା ଯାଇ ପାରିବ । ସଲାମାନ ପୁରା ସମର୍ଥନ କରୁଛନ୍ତି ଶାହରୁଖ ଖାନଙ୍କୁ ।

ଅନ୍ୟ କ୍ଷେତ୍ର ରେ ସଲମାନ ନିଜର ଟା-ଇ-ଗ-ର ସୁ-ଟ-କୁ ମଧ୍ୟ ବ-ନ୍ଦ କରି ଦେଇଛନ୍ତି । ଶାହରୁଖଙ୍କ ମା-ନ-ସି-କ ଅବସ୍ଥା ଠିକ ନ ଥିବାରୁ ସେ ନିଜର ଫିଲ୍ମ “ପଠାନ” ର ସୁ-ଟ ସ୍ଥଗିତ ରଖିଛନ୍ତି । ଶାହରୁଖ ନିଜର ପୁଅର ଆ-ରେ-ଷ୍ଟ ହେବା କଥା ଶୁଣିବା ପରେ ସ୍ପେନରୁ ଭାରତ ପଳାଇ ଆସିଥିଲେ । ଗତ କାଲି ଆର୍ୟନଙ୍କର ବେ-ଲ ଶୁଣାଣୀ ରହିଛି । ନବରାତ୍ରି ଆର୍ୟନଙ୍କ ବିନା କ-ଟି-ଗ-ଲା ଯାହା ସୂଚନା ମିଳିଛି । ଅନ୍ୟ କ୍ଷେତ୍ର ରେ ଗୌରି ଖାନ କହିଛନ୍ତି ଯେ ତାଙ୍କ ପୁଅ ଯେ ଯାଏଁ ଘରକୁ ନ ଫେରିଛି ସେତେ ଯାଏଁ ଘରେ ମିଠା ବା ଖିରୀ ତିଆରି ହେବ ନାହିଁ ।

ତେବେ ଆର୍ୟାନ ୪୫୦୦ ଟଙ୍କା ଯାହା ଶାହରୁଖ ମନି ଅ-ର୍ଡ-ର କରିଥିଲେ ତାହା ରଖି ଖର୍ଚ୍ଚ କରୁଛନ୍ତି । ନିଜ ମନ ମୁତାବକ ଖାଦ୍ୟ ଖାଇପାରୁ ନାହାନ୍ତି ଆର୍ୟନ ଖାନ ଜେଲ ଭିତରେ । ଅନ୍ୟ ପଟେ ବଲିଉଡର ଅନେକ ପ୍ରଡ୍ୟୁସର ଏହି ଦୁଇ ବିଗ ଷ୍ଟାରଙ୍କ ଉପରେ କୋଟି କୋଟି ଟଙ୍କା ଇନେଭେଷ୍ଟ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚି-ନ୍ତା-ର ବିଷୟ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ଭଗବାନ ଗଣେଶଙ୍କୁ ସମସ୍ତେ ପ୍ରାର୍ଥନା କରୁଛନ୍ତି କିପରି ଭାବେ ଆର୍ୟନ ଘରକୁ ଫେରି ଆସିବେ । ଏ ନେଇ ଶାହରୁଖ ଓ ସଲମାନ ପରସ୍ପର ମଧ୍ୟରେ ବିଚାର ବିମର୍ଶ କରୁଛନ୍ତି ।

ଗତ କାଲି କୋର୍ଟରେ ଶାହରୁଖଙ୍କ ଓକିଲ ଅମିତ ଦିଶାଇ କିଛି ଦ-ମ-ଦା-ର ଦଲିଲ ପେଶ କରିବେ ବୋଲି କୁହା ଯାଉଛି । ଯାହା ଦ୍ଵାରା ଆର୍ୟାନ ଜେଲରୁ ବାହାରି ପାରିବେ । ଅନ୍ୟ ପଟେ ଏନସିବୀ ଘନ ଘନ ତ-ଦ-ନ୍ତ ଜା-ରି ରଖିଛି । ଏନସିବୀର ସାକ୍ଷୀ ପ୍ରମାଣକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ମୁମ୍ବାଇ ପୋ-ଲି-ସ । ଅନ୍ୟ କ୍ଷେତ୍ର ରେ ମହାରାଷ୍ଟ୍ର ଜଣେ ମନ୍ତ୍ରୀ କହିଛନ୍ତି ଯେ ଆର୍ୟନଙ୍କର ମୌଳିକ ଅଧିକାର ରହିଛି । ତେବେ ଗତ କାଲି କୋ-ର୍ଟ-ରେ ଆର୍ୟାନଙ୍କ ସହ ତାଙ୍କର ବନ୍ଧୁ ମାନଙ୍କର ଶୁଣାଣୀ କଣ ରହିବ ତାହା ଦେଖିବା ବାକି ରହିଲା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *