ଆଜି OTV ରିପୋର୍ଟର Arindam Das ଓ ODRAF ଯବାନ ସୀତାରାମ ମୁର୍ମୁ ଙ୍କ ଏକାଦଶାହ, ଦେଖନ୍ତୁ Video କେମିତି ଗୀତରେ ଗୀତରେ ସେମାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ବନ୍ଧୁଗଣ ଆପଣ ମାନେ ମୁଣ୍ଡଳୀ ବ୍ରିଜରେ ଘଟିହିବା ହାତୀରାଜ ମିସନରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ ସୀତାରାମ ମୁର୍ମୁଙ୍କର ପାଣିରେ ବୁଡି ପ-ର-ଲୋ-କ ଘଟିଛି । ଏ ନେଇ ପୁରା ରାଜ୍ୟରେ ଶୋ-କ-ର ଛା-ୟା ଖେଳି ଯାଇଛି । ଅରିନ୍ଦମ ଦାସ ଓ ଓଡ୍ରାଫ ସୀତାରାମ ମୁର୍ମୁଙ୍କୁ ଶ୍ର-ଦ୍ଧା-ଞ୍ଜ-ଳି ଜଣାଇବା ନିମନ୍ତେ ଏକ ଗୀତ ରିଲିଜ ହୋଇଛି । ଏହି ଗୀତ ଜରିଆରେ ଏହି ଦୁଇ ସ-ହି-ଦଙ୍କୁ ଅଶ୍ରୁଳ ଶ୍ର-ଦ୍ଧା-ଞ୍ଜ-ଳି ଦିଆଯିବା ସହ ତାଙ୍କ ନାଁ ରେ କିଛି ଖାସ କଥା ମଧ୍ୟ ଉଲେଖ କରା ଯାଇଛି । ଓଡିଆ ମାଟିର ଦୁଇ ସନ୍ତାନ ଅକାଳରେ ମୃ-ତ୍ୟୁ-ବ-ର-ଣ କରିଲେ । ଦୁହିଙ୍କ ମୃ-ତ୍ୟୁ-ରେ ତାଙ୍କ ପରିବାର ଲୋକେ କାନ୍ଦି କାନ୍ଦି ସମୟ ଯାଉଛି ।

କେହି ନିଜର ପୁଅକୁ ହ-ରା-ଇ-ଛି ତ ଆଉ କେହି ନିଜ ସ୍ଵାମୀକୁ ହ-ରା-ଇ-ଛି । ଯେଉଁ ବ୍ୟକ୍ତି ଗୀତ ଗାଇଛନ୍ତି ସେ ଗାଇ ଗାଇ କହୁଛନ୍ତି ଯେ “ଅରିନ୍ଦମ ଦାସ ଅ-ମ-ର ରହେ, ସୀତାରାମ ମୁର୍ମୁ ଅ-ମ-ର ରହେ” । ଗୀତ ଜରିଆରେ କୁହା ଯାଇଛି ଯେ ଦେଶ ବିଦେଶର ସବୁ ଖବର ଓଟିଭି ଚ୍ଯାନେଲରେ ପ୍ରସାରିତ ହେଉଥିଲା । ଅରିନ୍ଦମ ଦାସ ଲୋକଙ୍କର ସେବା କରି ଖୁସି ପାଉଥିଲେ । ଅରିନ୍ଦମ କେବେ କୌଣସି ବନ୍ୟା, ବାତ୍ୟାକୁ ନ ଡଋ ଆଗେଇ ଯାଇଥିଲେ । ହାତୀକୁ ଉଦ୍ଧାର କରିବାକୁ ଯାଇ ଅରିନ୍ଦମଙ୍କର ମୃ-ତ୍ୟୁ ହୋଇଛି ବୋଲି ଗୀତ ଜରିଆରେ କୁହା ଯାଇଛି ।

ଓଡ୍ରାଫ ସୀତାରାମ ମୁର୍ମୁଙ୍କ ବିଷୟରେ ଗୀତ ମାଧ୍ୟମ ରେ କୁହା ଯାଇଛି ଯେ ସେ ସହ ସହ ଲୋକଙ୍କୁ ପାଣି ରୁ ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କରି ନାଁ କମାଇ ଥିଲେ । ଆହୁରି ମଧ୍ୟ କୁହା ଯାଇଅଛି ଯେ ଅରିନ୍ଦମ ଦାସ ଓଡ୍ରାଫ ଟିମ ସହ ସାଙ୍ଗରେ ରହିଥିଲେ । ସୀତାରାମ ମୁର୍ମୁ ପାଣି ରେ ସମସ୍ତଙ୍କୁ ବୁଡି ଯିବାର ଦେଖି ବଞ୍ଚାଇବା ପାଇଁ ନିଜେ ସ-ହି-ଦ ହେଲେ । ପ୍ରକୃତିର ନିୟମକୁ କିଏ ବା ରୋକୀ ପାରିବ ତାହା ଗୀତ ଜରିଆରେ କୁହା ଯାଇଛି । ଏଥିରେ କାହାକୁ ଦୋଷ ଦେଇ ହେବ ନାହି ।

ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କର ଆ-ତ୍ମା ର ଶାନ୍ତି ପାଇଁ ଆମେ ସମସ୍ତେ ଭଗବାନ ନିକଟରେ ପ୍ରାର୍ଥନା କରିବା ଉଚିତ ବୋଲି ଗୀତ ଜରିଆରେ କୁହା ଯାଇଛି । ଶେଷରେ କୁହା ଯାଇଛି ଅରିନ୍ଦମ ଦାସ ଅ-ମ-ର ରହେ, ସୀତାରାମ ମୁର୍ମୁ ଅ-ମ-ର ରହେ । ତେବେ ଏହି ଦୁଇ ସହିଦ ଙ୍କର ଆ-ତ୍ମା-ର ସଦଗତି ପାଇଁ ସବୁ ରାଜ୍ୟବାସୀ କାମନା କରିବା ଉଚିତ । ସେଦିନର ଘଟଣା କେହି କେବେ ଭୁଲି ପାରିବେ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଗୀତକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *