ଆଜି ପୁଣି କମିଲା ସୁନା ରେଟ, ଦୁଇ ଦିନରେ ଏତେ ଶସ୍ତା ହେଲା ସୁନା ଓ ରୂପା

ସୁନା ବ୍ୟାପାରୀ ମାନଙ୍କ ପାଇଁ ଦୁଃଖ ବିଷୟ କିନ୍ତୁ ଗ୍ରାହକ ମାନଙ୍କ ପାଇଁ ଖୁସି ଖବର ଅଟେ, ବହୁତ ସମୟ ଧରି ସୁନା ରେଟ ଲଗାତାର ବଢିବାକୁ ଲାଗିଥିଲା ତେବେ ସୁନା ରେଟ ଦିନ ପ୍ରତିଦିନ ବଢିଯାଇ ୫୪୮୭୦ଥିଲା ଯାହା ପରେ ଦୁଇ ଦିନ ଧରି ଲଗାତାର ସୁନା ରେଟ କମିବାକୁ ଲାଗିଛି, କାଲୀ ସନ୍ଧ୍ୟା ପର୍ଯ୍ୟନ୍ତ ସୁନା ରେଟ ୫୨୯୩୦ପ୍ରତି ୧୦ ଗ୍ରାମ ଥିଲା ତେବେ ଆଜି ଏହା ଆଉ କମିଯାଇ ୫୨୨୭୦ ହୋଇଯାଇଛି, ତେବେ ଏହା ଆମ ଓଡିଶା ରେଟ ଅଟେ । ତେବେ ମାତ୍ର ଦୁଇ ଦିନରେ ସୁନା ୨୬୦୦ ଟଙ୍କା କମିସାରିଲାଣି ।

ବୁଧବାର ଦିନ ବନ୍ଦ ଭାଓ ୫୩,୧୨୧ଥିଲା, ତେବେ ବର୍ତମାନ ଏହା କମିଯାଇ ୫୨୨୭୦ ହୋଇଯାଇଛି । ତେବେ ଏହି ଖବର ଲୋକଙ୍କ ପାଇଁ ବହୁତ ଭଲ ଅଟେ କାହିଁକିନା ବର୍ତମାନ ପର୍ଯ୍ୟନ୍ତ ସବୁ ଜିନିଷ ରେଟ ବଢିବା ଖବର ଲୋକଙ୍କ ପାଖରେ ଥିଲା ।

Image Courtesy: Google

ଦୀପାବଳି ପର୍ଯ୍ୟନ୍ତ ୭୦ହଜାର ହୋଇପାରେ ସୁନା :

ଗତ ୧୬ ଦିନ ଭିତରେ ଲଗାତାର ସୁନା ରେଟ କମିବାକୁ ଲାଗିଛି, ତେବେ ଇଣ୍ଟରନେସନଲ ମାରକେଟରେ ସୁନା ରେଟ ୨୦୦୦ ଡଲାର କ୍ରସ କରି ଲଗାତାର ବଢିବାକୁ ଲାଗିଛି, ଚାନ୍ଦି ରେଟ ମଧ୍ୟ ୭୭ ହଜାର କ୍ରସ କରି ୮୦ ହଜାର ଆଡକୁ ବଢି ବଢି ଯାଉଛି, ତେବେ ଏକ୍ସପର୍ଟ ଅନୁଯାଇ ଦୀପାବଳି ପର୍ଯ୍ୟନ୍ତ ସୁନା ନୂଆ ରେକର୍ଡ କରିବ । ତେବେ ଜେପି ମାର୍ଗନଙ୍କ କହିବା ଅନୁଯାଇ ବର୍ତମାନ ଆର୍ଥିକ ସ୍ଥିତି, ମହାମାରୀ ଓ

Image Courtesy: Google

ରାଜନୈତିକ ଅବସ୍ତା ଅନୁଯାଇ ଏହାର ପୂର୍ଣ ସମ୍ଭାବନା ଅଛି ଯେ ଦୀପାବଳି ପର୍ଯ୍ୟନ୍ତ ସୁନା ରେଟ ୭୦ ହଜାର ହୋଇଯିବ । ତାଙ୍କ କହିବା ଅନୁଯାଇ ଯଦି କରୋନା ଭ୍ୟାକ୍ସିନ ଆସିଯାଏ ତଥାପି ଆର୍ଥିକ ସ୍ଥିତି ଯେତେ ଖରାପ ହୋଇଛି ଏହାକୁ ଭଲ ହବା ପାଇଁ ବହୁତ ସମୟ ଲାଗିବ, ସେଇ ପର୍ଯ୍ୟନ୍ତ ସୁନା ରେଟ ଲଗାତାର ବଢିବ କମିବାର ସ୍ଥିତି ରହିବ ନାହିଁ ।

 

Image Courtesy: Google

ସମସ୍ଯା ସମୟରେ ସୁନା ସବୁବେଳେ କାମ ଦେଇଥାଏ :

ସୁନା ସବୁବେଳେ କାମରେ ଆସିଥାଏ, ତେବେ ସମସ୍ଯା ସମୟରେ ସୁନା ବହୁତ କାମ ଆସିଥାଏ, ତେବେ ଖବର ଅନୁଯାଇ ୧୦ଗ୍ରାମ ଚାନ୍ଦି ବର୍ତମାନ ୭୦୫ଟଙ୍କା ଅଛି, ତେବେ ସୁନା ଚାନ୍ଦି ଖରାପ ସମୟରେ କାମରେ ଆସିଥାଏ । ସୁନା ଓ ରୂପା ଗହଣା ଖରାପ ପରିସ୍ଥିତିରେ କାମରେ ଆସିଥାନ୍ତି କିନ୍ତୁ ଅଲଗା ଜିନିଷ ଏତେ ଲାଭକାରୀ ହୋଇନଥାଏ ।

Leave a Reply

Your email address will not be published. Required fields are marked *