ଆଜି ରାତି ୧୨ଟା ପରେ ଏହି ୭ଟି ରାଶିଙ୍କ ଘରେ ପାଦ ଦେବେ ସ୍ଵୟଂ ମା’ ଲକ୍ଷ୍ମୀ

ଆସନ୍ତା ସମୟ ବହୁତ ଲୋକଙ୍କ ଜୀବନ ବଦଳିବାକୁ ଯାଉଛି କାହିଁକିନ ଶାସ୍ତ୍ର ଅନୁଯାଇ ମାତା ଲକ୍ଷ୍ମୀ ନିଜ ଭକ୍ତ ମାନଙ୍କ ମନ ଦୁଃଖ କଥା ଜାଣିବା ପାଇଁ ତାଙ୍କ ପାଖକୁ ଯିବେ, ତେବେ ଏହା ମଧ୍ୟ କୁହା ଯାଉଛି ଯେ ବଡ ଭକ୍ତ ମାନେ ମାତାଙ୍କ ଦର୍ଶନ ଲାଭ ମଧ୍ୟ ପାଇ ପାରନ୍ତି ।

ତେବେ ଯଦି ଆପଣ ମଧ୍ୟ ବହୁତ ସମୟ ଧରି ମାତାଙ୍କ ଅପେକ୍ଷାରେ ଅଛନ୍ତି ତେବେ ସନ୍ଧ୍ୟାରେ ବାରାଣ୍ଡା ସଫା କରିବା ପରେ ପାଣିରେ ଧୋଇ ଦିଅନ୍ତୁ ଆଉ ସନ୍ଧ୍ୟା ଦେଲା ବେଳେ ଦୀପ ଲଗାଇ ବାହାରେ ରାଖୀ ଦିଅନ୍ତୁ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କ ଜୀବନ ସବୁ ଦିନ ପାଇଁ ବଦଳିବାକୁ ଯାଉଛି । ଏହି ରାଶି ଲୋକଙ୍କ ଜୀବନ ସବୁଦିନ ପାଇଁ ବଦଳିବାକୁ ଯାଉଛି ତେବେ ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

ମିଥୁନ ରାଶି :

ଏହି ବ୍ୟକ୍ତିଙ୍କର ଉପଦେଶ ଉପରେ ଆପଣ ଭରଷା କରିପାରନ୍ତି । ଆସନ୍ତା ସମୟ ନକାରାତ୍ମକ ମାନସିକତା ସହିତ ବ୍ୟବହାର ନ କରିବାକୁ ଉପଦେଶ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥ ରହିବେ।

କନ୍ୟା ରାଶି :

ସନ୍ତାନମାନଙ୍କର ବିଷୟରେ ମଧ୍ୟ ଆପଣଙ୍କୁ ଚିନ୍ତା ରହିବ। ବ୍ୟସ୍ତତା ଯୋଗୁଁ ପରିଜନମାନଙ୍କ ଉପରେ କମ ଧ୍ୟାନ ଦେଇ ପାରିବେ। ଉଦର ରୋଗରେ ପେଟରେ ଯନ୍ତ୍ରଣାର ଆଶଂକା ଅଛି। ଯାତ୍ରା ଯଦି ହୁଏ ତେବେ ଆସନ୍ତା ସମୟ ଟାଳିବାକୁ ଚେଷ୍ଟା କରିବେ।

ବିଛା ରାଶି :

ଆସନ୍ତା ସମୟ ଆପଣଙ୍କ ଆଖପାଖରେ ଲୋକ ଆପଣଙ୍କ ମଧୁର ବ୍ୟବହାରକୁ ଦେଖି ଆଶ୍ଚର୍ଯ୍ୟ ହେବେ । ଆପଣ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଯିବେ ।

ମକର ରାଶି :

ଉଗ୍ର ସ୍ଵଭାବ ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ଏବଂ ମାନସିକ ସ୍ତରରେ ଶିଥିଳତା ଅନୁଭବ କରିବେ। ଅଧିକ ପରିଶ୍ରମ ପରେ ମଧ୍ୟ ଅଳ୍ପ ସଫଳତା ପ୍ରାପ୍ତ ହେବ।

ମୀନ ରାଶି :

ଆସନ୍ତା ସମୟ ଆପଣ ଦେଖିବେ ଯେ ଜୀବନ ପ୍ରତି ଆପଣଙ୍କ ଭାବ ପୁରାପୁରି ବଦଳାଇ ଯାଇଛି । ଆସନ୍ତା ସମୟ ଆତ୍ମବିଶ୍ଵାସର ମାତ୍ରା ଆପଣଙ୍କର ଅଧିକ ରହିବ। କୌଣସି କାର୍ଯ୍ୟକୁ କରିବା ପାଇଁ ନିର୍ଣ୍ଣୟ ତୁରନ୍ତ ନେବେ।

ଧନୁ ରାଶି :

ଆସନ୍ତା ସମୟ ଆପଣ ନିଜର ମାର୍ଗ ଦର୍ଶନ ପାଇଁ ନିଜର ଆଧ୍ୟାତ୍ମିକତ୍ଜ୍ଞାନର ସାହାରା ନେବେ । ବୋଧ ହୁଏ ଆପଣ କୌଣସି ଆଧ୍ୟାତ୍ମିକ ବ୍ୟକ୍ତିଙ୍କର ଉପଦେଶେ ନେଇପାରନ୍ତି ।

ମେଷ ରାଶି :

ଏହି ସମୟ ଆପଣଙ୍କର ଯୋଗୀ ପରୀକ୍ଷାରେ ଭାଗ ନେବାର ଉପଯୁକ୍ତ ସମୟ । ଆପଣ ନିଶ୍ଚୟ ସଫଳ ହେବେ । ଏହି ପରୀକ୍ଷାରେ ଆତ୍ମବିଶ୍ୱାସର ସହ ଭାଗ ନିଅନ୍ତୁ ।

Leave a Reply

Your email address will not be published. Required fields are marked *