ଆଜି ରାତି ଠାରୁ ଆସନ୍ତା ୨୧ ବର୍ଷ ପର୍ଯ୍ୟନ୍ତ ଏହି ୫ଟି ରାଶିଙ୍କ ଉପରେ ବର୍ଷିବ ଶନିଦେବଙ୍କ କୃପା 

ଭଗବାନ ଶନି ଦେବଙ୍କୁ ଲୋକ ବହୁତ ଡଋଥାନ୍ତି, କିନ୍ତୁ ଶନି ଦେବ କେବେ ନିରୀହ ଲୋକଙ୍କୁ ଦଣ୍ଡ ଦିଅନ୍ତି ନାହିଁ ସେ କେବଳ ପାପୀ ମାନଙ୍କୁ ତାଙ୍କ ପାପ ଦଣ୍ଡ ଦେଇଥାନ୍ତି ସେଥିପାଇଁ ଶନି ଦେବଙ୍କୁ ନ୍ୟାୟ ଦେବତା କୁହା ଯାଇଥାଏ । ଶନି ଦେବଙ୍କୁ ସୂର୍ଯ୍ୟ ପୁତ୍ର ଆଉ ୯ବ ଗ୍ରହରେ ସବୁଠାରୁ ଶ୍ରେଷ୍ଠ ଗ୍ରହ କୁହା ଯାଇଛି । ଶନି ଦେବ କେବଳ ଗୋଟେ ଏମିତି ଭଗବାନ ଯିଏ ଆମ ପାପ ଦଣ୍ଡ ଦେଇ ଆମ ପାପ ସମାପ୍ତ କରିଥାନ୍ତି ଆଉ ଆମକୁ ମୋକ୍ଷ ଦେଇଥାନ୍ତି ।

ତେବେ ଯାହା ଉପରେ ଶନୀଙ୍କ ଖରାପ ନଜର ପଡିଥାଏ ସେ ଯେତେ ଭଲ କାମ କଲେ ମଧ୍ୟ ତା ଜୀବନରେ ସବୁ କିଛି ଖରାପ ହୋଇଥାଏ ଆଉ ଯାହା ଉପରେ ଭଗବାନ ଶନୀଙ୍କ କୃପା ହୋଇଥାଏ ସେହି ଲୋକ ସଫଳତା ସିଢି ଚଢିଥାଏ କିନ୍ତୁ ପାପ କଲେ କ୍ଷମା ନାହିଁ । ତେବେ ଆସନ୍ତୁ ଜାଣିବା ଏତେ ବର୍ଷ ପରେ ଭଗବାନ ଶନି ଦେବ କାହା ଉପରେ କୃପା ବରଷାଇବାକୁ ଯାଉଛନ୍ତି ।

ମେଷ ରାଶି :

ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କିମ୍ବା ଏହାର ଯୋଜନା ବନାଇପାରିବେ । ଚାକିରି କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ । ମହିଳା ମିତ୍ର ଆପଣଙ୍କ ପ୍ରଗତିରେ ସହାଯକ ହେବେ । ଆର୍ଥିକ ଲାଭ ଦୃଷ୍ଟିରୁ ଆଜିର ଦିନ ବହୁତ ଭଲ ରହିବ ।

ତୁଳା ରାଶି :

ଯାତ୍ରାରେ ଅନପେକ୍ଷିତ ବାଧା ଆସିପାରେ । ଆଜି କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ । ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତି ହେବାର ଯୋଗ ଅଛି ।

ବୃଷ ରାଶି :

ଆପଣ ଏହାର ମୂଳୋତ୍ପାନ କରିବାକୁ ଚ଼େଷ୍ଟା କରନ୍ତୁ । ଆଜିର ଦିନ ସାବଧାନରେ ରୁହନ୍ତୁ । ଅଧିକ ପରିଶ୍ରମରେ କମ ସଫଳତା ମିଳିବାର ନିରାଶା ଭାବନା ସୃଷ୍ଟି ହେବ । ପାରିବାରିକ ବାତାବରଣ ମଧ୍ୟ ଅଶାନ୍ତ ରହିବ ।

ବିଛା ରାଶି :

ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅଭିଯୋଗ ରହିବ । ଦୁର୍ଘଟଣାରୁ ବଞ୍ଚନ୍ତୁ । ବ୍ୟବସାୟ କାର୍ଯ୍ୟଗୁଡ଼ିକରେ ସରକାରୀ ହସ୍ତକ୍ଷେପ ବଢ଼ିବ । କୋର୍ଟ-କଚେରୀର କାର୍ଯ୍ୟଗୁଡ଼ିକରେ ସମ୍ଭାଳିକରି ପଦକ୍ଷେପ ଉଠାଇବେ ।

କନ୍ୟା ରାଶି :

ବିଦେଶରୁ ଭଲ ସମାଚାର ଆସିବ | ଆପଣ କିଛି ଅଧିକ ସମ୍ବେଦନଶୀଳତା ହୋଇପାରନ୍ତି । ପାଣିକୁ ସମ୍ଭାଳି କରି ରୁହନ୍ତୁ । ସମୟାନୁସାରେ ଭୋଜନର ବ୍ୟବସ୍ଥା ହୋଇନପାରେ ।

ଧନୁ ରାଶି :

ଚାକିରିପେଶା ଲୋକମାନଙ୍କୁ କିଛି ସମସ୍ୟା ହୋଇପାରେ । ଜମି ସମ୍ପତ୍ତିର କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *