ଆଜି ରାତିରୁ ପୁରା ୨୧ ବର୍ଷ ପର୍ଯ୍ୟନ୍ତ ଏହି ୫ ଟି ରାଶି ଉପରେ ବର୍ଷିବ ଶନିଦେବଙ୍କ କୃପା

ହିନ୍ଦୁ ଧର୍ମ ଓ ବୈଦିକ ଜ୍ଯୋତିଷରେ ଶନି ଗ୍ରହର ବହୁତ ମହତ୍ଵ ରହିଛି । ଭଗବାନ ଶନି ଦେବଙ୍କୁ ସୂର୍ଯ୍ୟ ପୁତ୍ର ଆଉ ନବ ଗ୍ରହରେ ସର୍ବ ଶ୍ରେଷ୍ଠ ମନା ଯାଇଛି । ଭଗବାନ ଶନି ମୋକ୍ଷ ଦେବା ଭଳି ଗୋଟିଏ ଗ୍ରହ ଅଟନ୍ତି ଯାହାକୁ ନ୍ୟାୟ ପ୍ରିୟ ଓ ନ୍ୟାୟଧୀଶ ଉପାଧି ମଧ୍ୟ ଦିଆଯାଇଛି । ଭଗବାନ ସନିଦେବ ସବୁ ପ୍ରାଣୀଙ୍କ ସହିତ ନ୍ୟାୟ କରିଥାନ୍ତି ।

ଆଉ ଯେଉଁ ଲୋକ ଅନୈତିକ ବା ଭୁଲ କରିଥାନ୍ତି ଏମିତି ଲୋକଙ୍କୁ ଶନିଦେବ ଦଣ୍ଡିତ କରିଥାନ୍ତି । ଯେଉଁ ଲୋକଙ୍କ ରାଶି ଉପରେ ଶନିଦେବଙ୍କ କୃପା ଆଉ ଆଶୀର୍ବାଦ ରହିଥାଏ । ସେଇ ମାନଙ୍କର ଭାଗ୍ୟ ବଦଳି ଯାଇଥାଏ ।


ଶାଣିଦେବ ଙ୍କ ପ୍ରକୋପ ଯେତେ ଅଧିକ ବଢିଥାଏ ତାଠୁ ଅଧିକ ସେ ଲୋକ ମାନଙ୍କୁ ଖୁସି ଦେଇଥାନ୍ତି । ଭଗବାନ ଶନି ଜଣେ ନ୍ୟାୟ ପ୍ରିୟ ଗ୍ରହ ଅଟନ୍ତି । ସେ ସବୁ ପ୍ରାଣୀଙ୍କ ସହିତ ନ୍ୟାୟ କରିଥାନ୍ତି । ଶନି ଦେବ ଯେବେ ତାଙ୍କର ଚାଳନ ବଦଳାଇ ଥାନ୍ତି ତେବେ କିଛି ରାଶି ଉପରେ ଭାରି ପଡିଥାନ୍ତି ତ କାହା ଉପରେ ବହୁତ କୃପା କରିଥାନ୍ତି ।

ଆସନ୍ତୁ ଜାଣିବା ଏହି ୫ ଟି ରାଶି ଉପରେ ଶନି ଦେବଙ୍କ କୃପା ବିଷୟରେ । ମେଷ :- ଏହି ରାଶିର ଲୋକଙ୍କ ପାଇଁ ସନିଦେବ ୨୧ ବର୍ଷ ପର୍ଯ୍ୟନ୍ତ ଏହି ରାଶିକୁ କୃପା କରୁଛନ୍ତି । ଆପଣଙ୍କ ଘରେ ଏବେ ଧାନର ବର୍ଷା ହେବ । ଯେଉଁ ଲୋକଙ୍କର ଆର୍ଥିକ ସ୍ଥିତି ଠିକ ନହିଁ ତାଙ୍କର ସମୟ ଏବେ ଠିକ ହୋଇଯିବ । ଆଯ କରିବାର ନୂଆ ରାସ୍ତା ଏବେ ଖୋଲିବ । ଆପଣଙ୍କୁ ସନ୍ତାନ ସହିତ ଜଡିତ କିଛି ଖୁସି ଖବର ମିଳିବ । ଆଉ ଚାକିରି କରିଥିବା ଲୋକଙ୍କୁ ବହୁତ ସଫଳତା ମଧ୍ୟ ମିଳିବ ।

ତୁଳା :- ସ୍ୱାସ୍ଥ୍ୟ ସମ୍ବଧୀୟ ସମସ୍ୟାର ଅନ୍ତ ହେବ । କିଛି କାମ ଇଛା ଅନୁସାରେ ପୁରା ହେବ ଦ୍ଵାରା ଜୀବନ ସାଥି ଖୁସି ରହିବେ । ଆପଣ ବହୁତ ଭଲ ଅନୁଭବ କରିବେ । ଆପଣଙ୍କୁ କୌଣସି ନୂଆ ସମ୍ପର୍କୀୟଙ୍କ ଠାରୁ ଫାଇଦା ହୋଇପାରେ । ଆପଣଙ୍କ ପୁରୁଣା କରଜ ଓ ସମସ୍ୟାର ସମାଧାନ ହେବ । ଆପଣ ନିଜ ପରିବାର ଲୋକଙ୍କ ସହିତ ଏବେ ସମୟ ବିତାଇବେ । ସନ୍ତାନଙ୍କ ପ୍ରଗତି ଦ୍ଵାରା ଆପଣଙ୍କ ସମ୍ପର୍କୀୟ ମାନେ ବହୁତ ଖୁସି ହେବେ । ଆପଣଙ୍କ ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ ।

ବୃଷ :- ଏହି ରାଶିର ଲୋକଙ୍କ ଭାଗ୍ୟ ତାଙ୍କର ବହୁତ ସାଥ ଦେବ । ଭବିଷ୍ୟତରେ ବହୁତ ସଫଳ ରହିବେ । ଏହି ସମୟରେ ଆପଣ ରାଗରୁ ବଞ୍ଚିତ ରୁହନ୍ତୁ । କୌଣସି ସାଙ୍ଗର ସହାୟତା ଦ୍ଵାରା ଆୟର ସ୍ରୋତ ବିକଶିତ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ସହକର୍ମୀଙ୍କ ପୁରା ସହଯୋଗ ମିଳିବ । ଯାହା ଦ୍ଵାରା କାର୍ଯ୍ୟ କ୍ଷେତ୍ରର ବହୁତ ବିସ୍ତାର ହେବ । ସମଯରେ ଆପଣଙ୍କ ଗୁଣର ପ୍ରଶଂସା ହେବ ।

ବିଛା :- ପ୍ରେମ ମାମଲାରେ ବହୁତ ଭାଗ୍ୟଶାଳୀ ରହିବେ । ବ୍ୟାପାରରେ ବିସ୍ତାର ହେବ ଏବଂ ଲାଭ ମିଳିବ । ମନରେ ବହୁତ ପ୍ରକାର ଆଇଡିଆ ଆସିପାରେ । ଖର୍ଚ ମାମଲାରେ ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ । ସଫଳତା ପାଇଁ ଧର୍ଜ୍ୟ ଜରୁରୀ ଅଟେ । ସାଙ୍ଗ ମାନଙ୍କ ଠାରୁ ସାହାର୍ଯ୍ୟ ନିଶ୍ଚିତ ରୂପେ ମିଳିବ । ଆପଣଙ୍କ ଘର କଳି ନିଶ୍ଚିତ ଭାବରେ ଦୂର ହେବ । ଯଦି ଆପଣ କିଛି ଧନ ଫସିକି ରହିଛି ତେବେ ତାହା ଆପଣ ପୁଣି ଫେରି ପାଇବେ ।

ଧନୁ :- ଏହି ଲୋକ ମାନଙ୍କୁ ଧନର ଲାଭ ହେବ । ପୁରୁଣା ସାଙ୍ଗ ମାନଙ୍କ ସହିତ ଦେଖା ମଧ୍ୟ ହୋଇପାରେ । ଆପଣ ନୂଆ ଅଭୂଷଣ, ବାହନ ଓ ସମ୍ପତି ମଧ୍ୟ କିଣିପାରନ୍ତି । ଆପଣଙ୍କର ଏବେ ବହୁତ ଭଲ ଦିନ ଆରମ୍ଭ ହେବାକୁ ଯାଉଛି । ଏହି ରାଶିର ଲୋକଙ୍କ ଭାଗ୍ୟ ଏବେ ଶନି ଦେବ ବଦଳାଇବାକୁ ଯାଉଛନ୍ତି । ଘରେ ହେଉଥିବା ସମସ୍ଯା ର ବହୁତ ଶୀଘ୍ର ସମାଧାନ ହେବାକୁ ଯାଉଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *