ଭଗବାନ ଶ୍ରୀ କୃଷ୍ଣଙ୍କର ୪ଟି ପ୍ରିୟ ରାଶି, 2021 ରୁ 2030 ପର୍ଯ୍ୟନ୍ତ ହେବେ କୋଟିପତି

ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣଙ୍କର ଜନ୍ମଉସଚବ ସରିଯାଇଛି । ହିନ୍ଦୁ ଧର୍ମ ରେ ନନ୍ଦୋଉଶ୍ଚବର ବିଶେଷ ମହତ୍ଵ ରହିଛି । ଭଗବାନ କୃଷ୍ଣ ହେଉଛନ୍ତି ଭଗବାନ ବିଶୁଣୁ ଙ୍କର ଅଷ୍ଟମ ଅବତାର । ପୌରାଣିକ କଥା ଅନୁସାରେ କୃଷ୍ଣ ଙ୍କର ଜନ୍ମ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଓ ରୋହିଣୀ ନକ୍ଷତ୍ରରେ ହୋଇଥିଲା । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ ବିଶୁଣୁଙ୍କର ଅଷ୍ଟମ ଅବତାର ଭାବେ କୃଷ୍ଣ ବାସୁଦେବ ଓ ଦେବକୀଙ୍କ କୋଳରେ ପୁଅ ଭାବେ ମଥୁରାରେ ଜନ୍ମଗ୍ରହଣ କରିଥିଲେ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ମଧ୍ୟରୁ କେତୋଟି ରାଶି କୃଷ୍ଣଙ୍କ ଅତ୍ୟନ୍ତ ପ୍ରିୟ ଅଟେ । ଏହି ରାଶି ମାନଙ୍କ ଉପରେ ଭଗବାନ କୃଷ୍ଣ ଙ୍କର ବିଶେଷ କୃପା ଦ୍ରୁଷ୍ଟି ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କଣ ରହିଛି ।

ବୃଷ ରାଶି : ଏହି ରାଶି ଭଗବାନ କୃଷ୍ଣ ଙ୍କର ଅତି ପ୍ରିୟ ରାଶି ହୋଇଥାଏ । ତେଣୁ ଏହି ରାଶିର ଲୋକ ମାନେ କୃଷ୍ଣ ଙ୍କୁ ପୂଜା ଆରାଧନା କରିବା ଉଚିତ । ଆପଣ ସବୁ କ୍ଷେତ୍ର ରେ ସଫଳତା ହାସଲ କରିଥାନ୍ତି । ପରିବାରରେ ହସ ଖୁଶିର ମାହୋଲ ରହିଥାଏ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ଲାଭ ହୋଇଥାଏ ।

Loading...

କର୍କଟ ରାଶି : ବିଶ୍ଵାସ କରାଯାଏ ଯେ ଭଗବାନ କୃଷ୍ଣ କର୍କଟ ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ କୃପାଳୁ ହୋଇଥାନ୍ତି । ସେଥିପାଇଁ ଏମାନେ ଯେଉଁ କାମରେ ହାତ ଦେଇଥାନ୍ତି ସେଥିରେ ସଫଳ ହୋଇଥାନ୍ତି । ଆପଣ ସର୍ବଦା ଭଗବାନ କୃଷ୍ଣ ଓ ରାଧାରାଣୀ ଙ୍କର ପୂଜା କରିବା ଉଚିତ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଅନେକ ଉନ୍ନତି ଦେଖା ଯାଇଥାଏ । ଏମାନଙ୍କର ବ୍ୟବସାୟରେ ଭଲ ଲାଭ ହେବା ସହ ଆକସ୍ମିକ ଭାବେ ଧନ ବୃଦ୍ଧି ହୋଇଥାଏ ।

ସିଂହ ରାଶି : ଏହି ରାଶି ଭଗବନ କୃଷ୍ଣ ଙ୍କ ପାଇଁ ପ୍ରିୟ ଅଟେ । ଏମନାନେ ବହୁତ ପରିଶ୍ରମୀ ଅଟନ୍ତି । ତେଣୁ ନିଜ କର୍ମ କ୍ଷେତ୍ର ରେ ଏମାନେ ସଫଳ ହୋଇଥାନ୍ତି । ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ କେବଳ ଭଗବାନ କୃଷ୍ଣ ଙ୍କ କୃପାରୁ । ଏମାନେ ମିତ୍ର ଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇଥାନ୍ତି । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିପାରେ ।

ତୁଳା ରାଶି : ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଲୋକ ମାନେ ନିଜ ଜୀବନରେ ସବୁ ପ୍ରକାର ସୁଖ ସମୃଦ୍ଧି ଲାଭ କରିଥାନ୍ତି । ଭଗବାନ କୃଷ୍ଣ ଙ୍କ କୃପାରୁ ଏମାନେ ସମାଜରେ ସମାନ ଓ ପ୍ରତିଷ୍ଠା ଲାଭ କରିଥାନ୍ତି । ଦାଂପତ୍ଯ ଜୀବନରେ ଏହି ରାଶିର ବ୍ୟକ୍ତି ବିଶେଷ ଖୁବ ଆନନ୍ଦରେ ସମୟ ଅତିବାହିତ କରିଥାନ୍ତି । କୌଣସି କ୍ଷେତ୍ର ରୁ ଅଚାନକ ଆପଣଙ୍କର ଧନ ପ୍ରାପ୍ତି କରିବେ । ଆପଣଙ୍କୁ ନୂଆ ଅବସର ମିଳିବାର ଯୋଗ ରହିଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *