ଆଜି ଠାରୁ ହିଁ ୩ଟି ରାଶିରେ ଶନୀଙ୍କ ଦ୍ରୁଷ୍ଟି, ସବୁକିଛି ବଦଳିଯିବ- ହେବେ ମାଲାମାଲ

ଶନି ଦେବଙ୍କ ବିଷୟରେ କିଏ ଅବା ଜାଣି ନାହିଁ ସମସ୍ତେ ଶନି ଦେବଙ୍କୁ ରାଗି ଓ ଦଣ୍ଡ ଦବା ପାଇଁ ଜାଣିଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଦୁନିଆରେ ଭଲ ଓ ଖରାପ ସନ୍ତୁଳନ ଶନି ଦେବା ରଖିଥାନ୍ତି ତାଙ୍କ ଦ୍ଵାରା ମଣିଷ ଖରାପ କର୍ମ କରିବା ଦ୍ଵାରା ଦଣ୍ଡ ପାଇଥାଏ ଓ ଭଲ କର୍ମ କରିଥିବା ବ୍ୟକ୍ତି ଉପରେ ଶନି ଦେବ ସବୁବେଳେ ଭଲ ବା ଶୁଭ ଫଳ ଦେଇଥାନ୍ତି ।

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଶନିଦେବ ନ୍ୟାୟ ପ୍ରିୟ ଦେବତା ଅଟନ୍ତି, ତାଙ୍କ ଆଗରେ ସମସ୍ତେ ନିଜ କର୍ମ ଅନୁଯାଇ ଭଲ ଓ ଖରାପ ହୋଇଥାନ୍ତି । ତେବେ ପ୍ରାୟତଃ ଲୋକ ଶନିଦେବଙ୍କୁ ଖୁସି କରିବା ପାଇଁ ବହୁତ ପ୍ରକାର ଉପାୟ କରିଥାନ୍ତି କିନ୍ତୁ ଶନିଦେବଙ୍କୁ ଖୁସି କରିବାର ସବୁଠାରୁ ମୂଳ ମନ୍ତ୍ର ଏହା ଅଟେ ଯେ ଆପଣ ନିଜ କର୍ମ ଭଲ ରଖନ୍ତୁ ଓ କାହା ମନରେ କେବେ କଷ୍ଟ ଦିଅନ୍ତୁ ନାହିଁ ।

Image Courtesy: Google

ସିଂହ ରାଶି :

ସିଂହ ରାଶି ଲୋକଙ୍କ ଉପରେ ଶନି ଦେବଙ୍କ ଅପାର କୃପା ଦ୍ରୁଷ୍ଟି ରହିଛି, ଏହି କାରଣରୁ ଆପଣଙ୍କ ଜୀବନ ବଦଳିଯିବ, କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ଯା ରହି ପାରେ କିନ୍ତୁ ଆପାନ ଚାହିଁଲେ ତାକୁ ଦୂରେଇ ଦେଇ ପାରିବେ । ଆପଣଙ୍କ ଘରେ କୌଣସି ପ୍ରକାର ସମସ୍ଯା ଆସିବ ନାହିଁ ଓ ଏହି ସମୟରେ ଆପଣଙ୍କ ଜୀବନସାଥୀ ସହ ଆପଣଙ୍କ ସମ୍ପର୍କ ଆହୁରି ଗଭୀର ହବାକୁ ଲାଗିବ । ଶନି ଦେବଙ୍କ କୃପାରୁ ଆପଣାଙ୍କ ଜୀବନରେ କୌଣସି ଆର୍ଥିକ ବା ଘରୋଇ ସମସ୍ଯା ଆସିବ ନାହିଁ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ଆପଣଙ୍କ କାର୍ଯ୍ୟ ପୂର୍ଣ୍ଣ ହବ ।

୨. ତୁଳା ରାଶି :

ଏହି ରାଶି ଲୋକଙ୍କ ଉପରେ ଶନି ମହାରାଜଙ୍କ ବିଶେଷ କୃପା ହବାକୁ ଯାଉଛି ଯାହା ଦ୍ଵାରା ଏହି ରାଶିଙ୍କ ଆସନ୍ତା ସମୟ ବହୁତ ଭଲ ହବାକୁ ଯାଉଛି । କିନ୍ତୁ ଆପଣ କୌଣସି କାର୍ଯ୍ୟରେ ଆଳସ୍ୟ କରନ୍ତୁ ନାହିଁ ଯେଉଁ କାମ ଆପଣ ମନ ଦେଇ କରିବେ ସେଥିରେ ଆପଣଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତ ହବ । ଏହି ସମୟରେ ଆପଣଙ୍କ ଜୀବନରେ ସବୁ ସକାରାତ୍ମକ କଥା ଦେଖିବାକୁ ମିଳିବ, ସମାଜରେ ମାନ ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହବ ।

Image Courtesy: Google

୩. ବିଛା ରାଶି :

ଏହି ରାଶି ଲୋକଙ୍କ ଉପରେ ଶନି ଦେବଙ୍କ ବହୁତ କୃପା ରହିବ ଏହି କାରଣରୁ ଆପଣଙ୍କ ଜୀବନରେ ଧନ ଆଗମ ହବ ଓ ଆର୍ଥିକ ସମସ୍ଯା ଦୂର ହବ । କୌଣସି ସ୍ୱାସ୍ଥ୍ୟ ସମସ୍ଯା ହେଲେ ହେଳା ନକରି ଡକ୍ଟର ପାଖକୁ ଯାଇ ଚିକିତ୍ସା କରନ୍ତୁ, ପାରିବାରିକ ବୁଝା ମଣା ପାଇଁ ମନ ଅଶାନ୍ତ ହୋଇପାରେ ସେଥିପାଇଁ ବାଦ ବିବାଦରୁ ଦୂରେଇ ରୁହନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *