ସୁନା ଆଉ ରୂପା ସବୁବେଳେ ମୂଲ୍ଯବାନ ହୋଇଥାଏ କାହିଙ୍କିନା ଏହା ଏମିତି ଏକ ସନ୍ତକ ଯାହା ଜୀବନ ସାରା ରଖିଲେ ବା ପିନ୍ଧିଲେ ନଷ୍ଟ ହୁଏ ନାହିଁ ଆଉ ଆପଣଙ୍କ ପରେ ଆପଣଙ୍କ ସନ୍ତାନ ମଧ୍ୟ ଏହାକୁ ବ୍ୟବହାର କରି ପାରିବେ । ତେବେ କଣ ଆପଣ ଜାଣିଛନ୍ତି ଆଜିଆର ସୁନା ରେଟ କେତେ କଣ ଅଛି ଆଉ କାଲୀ ଠାରୁ ଏହା କେତେ ବଢିଛି ବା କମିଛି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ।
ତେବେ ରୂପା ଦାମ ଆଜି କିଛି ଏହି ପ୍ରକାର ଅଛି ଆଜି ରୂପା ଗୋଟେ ଗ୍ରାମକୁ ୬୬.୫୦ ଅଛି, ୮ ଗ୍ରାମ ରୂପା ଦାମ ୫୩୨ ଟଙ୍କା ଅଛି, ୧୦ ଗ୍ରାମ ରୂପା ଦାମ ୬୬୫ ଟଙ୍କା ଅଛି, ଆଉ ୧୦୦ ଗ୍ରାମ ସୁନା ଦାମ ୬,୬୫୦ ଟଙ୍କା ଅଛି ଏହା ଛଡା ଗୋଟେ କେଜି ରୂପା ଦାମ ୬୬,୫୦୦ ଟଙ୍କା ଅଛି ।
୨୨ କେରେଟ ସୁନା ଦାମ :
ସୁନା ଦାମ ବର୍ତମାନ ଆହୁରି କମିବ ବୋଲି ଅଧ୍ୟୟନ କର୍ତା କହିଛନ୍ତି ତେବେ ବର୍ତମାନ ପାଇଁ ଭୁବନେଶ୍ବରରେ ଗୋଟେ ଗ୍ରକମ ୨୨ କେରେଟ ସୁନା ଦାମ ୪,୧୬୫ ଅଛି କିନ୍ତୁ କଣ ଆପଣ ଜାଣିଛନ୍ତି ଏହା କାଲୀ ୪,୨୦୦ ଟଙ୍କା ଥିଲା ତେବେ ୩୫ଟଙ୍କା କମି ଯାଇଛି । ୮ ଗ୍ରାମ ସୁନା ଦାମ ୩୩,୩୨୦ ଟଙ୍କା ଅଛି ତେବେ କାଲୀ ଏହା ୩୩,୬୦୦ ଟଙ୍କା ଥିଲା ଯାହା ୨୮୦ ଟଙ୍କା କମି ଯାଇଛି । ତେବେ ୧୦ ଗ୍ରାମ ସୁନା ଦାମ ୪୧,୬୫୦ ଟଙ୍କା ଅଛି ଆଉ କାଲୀ ଏହା ୪୨,୦୦୦ ଥିଲା ଯାହା ଆଜି ୩୫୦ ଟଙ୍କା କମି ଯାଇଛି । ତେବେ ୧୦୦ ଗ୍ରାମ ସୁନା ଦାମ ୪,୧୬,୫୦୦ ଅଛି କିନ୍ତୁ କାଲୀ ଏହା ୪,୨୦,୦୦୦ ଥିଲା ଯାହା ଆଜି ୩,୫୦୦ ଟଙ୍କା କମି ଯାଇଛି ।
୨୪ କ୍ୟାରେଟ ସୁନା ଦାମ :
ଗୋଟେ ଗ୍ରାମ ସୁନା ଦାମ ୪,୫୪୪ ଟଙ୍କା ଅଛି ଯାହା କାଲୀ ୪,୫୮୨ ଟଙ୍କା ଥିଲା ତେବେ ଗୋଟେ ଗ୍ରାମ ସୁନାରେ ୩୮ ଟଙ୍କା କମି ଯାଇଛି । ୮ ଗ୍ରାମ ସୁନା ଦାମ ୩୬,୩୫୨ ଟଙ୍କା ଅଛି ଯାହା କାଲୀ ୩୬,୬୫୬ ଠିଆ ଆଜିକା ଦାମ ଅନୁଯାଇ ୩୦୪ ଟଙ୍କା ଅଧିକ ଥିଲା । ୧୦ ଗ୍ରାମ ସୁନା ଦାମ ଅନୁଯାଇ ୪୫,୪୪୦ ଟଙ୍କା ଅଛି ଯାହା କାଲୀ ୪୫,୮୨୦ ଥିଲା ୩୮୦ ଟଙ୍କା କମି ଯାଇଛି । ତେବେ ୧୦୦ ଗ୍ରାମ ସୁନା ଦାମ ୪,୫୪,୪୦୦ ଟଙ୍କା ଅଛି ଯାହା କଲି ୪,୫୮,୨୦୦ ଥିଲା ଆଜି ୩,୮୦୦ ଟଙ୍କା କମି ଯାଇଛି ।