ଆଖିର ଦ୍ରୁଷ୍ଟି ଶକ୍ତି ବଢାଇ ୭ ଦିନ ମଧ୍ୟରେ ଆଖିରୁ ଚଷମା ଉତାରି ଦେବ ଏହି ଉପାୟ

ଆଜିକା ସମୟରେ ଛୋଟ ବଡ ବୁଢା ସମସ୍ତଙ୍କ ଆଖି ସମସ୍ଯା ଚାଲିଛି । ଛୋଟ ପିଲାନଙ୍କର ମଧ୍ୟ ଆଖି ଖରାପ ହୋଇ ଚଷମା ଲାଗି ଯାଉଛି, ତେବେ ଏହାର କାରଣ ଅନେକ ଗୁଡେ ଅଟେ, ଅତ୍ୟଧିକ ଟିବି ଦେଖିବା ତାହା ବି ପାଖରୁ, ମୋବାଇଲ, ପୋଶତିକ ଖାଦ୍ଯ ଗ୍ରହଣ ନକରିବା ଏହା ସବୁ ଆଖି ଖରାପ ର ମୁଖ୍ୟ କାରଣ ଅଟନ୍ତି, ଦୁନିଆ ଯେତେ ଡିଜିଟାଲ ହୋଇଛି ସମସ୍ତଙ୍କ କାମ ସେତିକି ସହଜ ହୋଇଛି କିନ୍ତୁ ଏହାର ମଧ୍ୟ ଗୋଟେ ସୀମା ଅଛି ଯଦି ଆପଣ କୌଣସି ଜିନିଷ ଅତ୍ୟଧିକ ବ୍ୟବହାର କଲେ ପରିଣାମ ଖରାପ ହୋଇଥାଏ ।

ତେବେ ମଣିଷ ହେଉ ବା ପଶୁ ସମସ୍ତଙ୍କ ପାଇଁ ଆବଶ୍ୟକ ଅଙ୍ଗ ଅଟେ, ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଆଖି କେବଳ ୭ ଦିନରେ ବହୁତ ଭଲ ହୋଇଯିବ ଏବଂ ଆପଣଙ୍କୁ ବହୁତ ଭଲ ମଧ୍ୟ ଅନୁଭବ ହବ ।

Image Courtesy: Google

ତେବେ ଆଖି ନଥିଲେ ଆମେ ବହୁତ ଅସହାୟ ମନେ କରିଥାଉ, ତେବେ ବହୁତ ଲୋକଙ୍କୁ ଆଖି ଅସୁବିଧା ହୋଇଥାଏ କିନ୍ତୁ ଯେମିତି ଆପଣ ଜାଣିଛନ୍ତି ଯେ ଆଖି ସମସ୍ଯା ପାଇଁ ଔଷଧ ବହୁତ ପ୍ରକାର ଅଛି କିନ୍ତୁ ଏଲୋପେଥି ଔଷଧ ଆପଣଙ୍କ ଆଖି ପାଇଁ ଭଲ ହୋଇନଥାଏ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ସହଜ ହୋଇଥାଏ ଓ ଲାଭକାରୀ ମଧ୍ୟ । ତେବେ ଏହା ପୂର୍ବରୁ ଆପଣଙ୍କୁ ନିଜ ଆଖି ପାଇଁ ଏମିତି କିଛି କାମ କରିବାକୁ ହବ ଯାହା ଦ୍ଵାରା ଆପଣଙ୍କ ଆଖି ସଫା ହବ ।

Image Courtesy: Google

୧. ରାତିରେ ଶୋଇବା ଆଗରୁ ବ୍ରସ କରି ସୁଅନ୍ତୁ ଓ ସକାଳେ ଉଠିବା ପରେ ଯାହା ନାଳ ଆପଣଙ୍କ ପାଟିରେ ଥିବ ତାହା ଦ୍ଵାରା ଆପଣ ନିଜ ଆଖିରେ କାଜଲ ଭଳି ଲଗାନ୍ତୁ ଏହା ଦ୍ଵାରା ଆପଣଙ୍କ ଆଖି ସମ୍ପୂର୍ଣ ସଫା ହୋଇଯିବ ।

୨. ଦିନରେ ତିନି ଥର ବା ଚାରି ଥର ପାଟିରେ ପାଣି ଭର୍ତି କରି ଆଖିରେ ପାଣି ମାରି ଆଖି ସଫା କରନ୍ତୁ ଦେଖିବେ ଆପଣଙ୍କ ଆଖି ବହୁତ ସଫା ହୋଇଯିବ ଏବଂ ସୁନ୍ଦର ମଧ୍ୟ ।

Image Courtesy: Google

୩. ରାତିରେ ଶୋଇବା ଆଗରୁ ନିଜ ଗୋଡରେ ସୋରିଷ ତେଲ ବା ଘିଅ ମାରି ଶୋଇବା ଆପଣଙ୍କ ଆଖି ପାଇଁ ବହୁତ ଲାଭକାରୀ ହୋଇଥାଏ ଓ ଏହି ଉପାୟ ପାଇଁ ସାହାଜୟକ ହୋଇଥାଏ ।

Image Courtesy: Google

ଆପଣ ପିସତା ବାଦାମ ଆଣନ୍ତୁ ଏହା ପରେ ୪ଟି ପିସତା ବାଦାମ ରାତିରେ ଭେଦେଇ ଦିଅନ୍ତୁ ଏହା ପରେ ସକାଳେ ଉଠି ଏହାକୁ ଚେଲୀ ନିଅନ୍ତୁ ଓ ୪ଟି ଗୋଲମରୀଚ ଏବଂ ମିଶିରି ସହ ଏହାକୁ ବାଟି ଦିଅନ୍ତୁ । ଏହା ପରେ ଗୋଟେ ଗ୍ଳାସ କ୍ଷୀର ଫୁଟାନ୍ତୁ ଓ ଏହି ମିଶ୍ରଣ ପକେଇ ଦିଅନ୍ତୁ ଏହା ପରେ ଆପଣ କ୍ଷୀର ଭଲ ଭାବରେ ଫୁଟେଇ ଦିଅନ୍ତୁ ଓ ଥଣ୍ଡା ନୁହ ବା ଗରମ ନୁହ ନଖ ଉଷୁମ କରି ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କ ଆଖି ସମସ୍ଯା ବହୁତ କମ ଦିନରେ ସମାପ୍ତ ହୋଇଯିବ ।

Leave a Reply

Your email address will not be published. Required fields are marked *