ଆମ୍ବ ସହିତ ଭୁଲରେ ମଧ୍ୟ ଏହି ଜିନିଷ ଗୁଡିକ ଖାଆନ୍ତୁ ନାହିଁ, ନଚେତ ଡାକ୍ତର ମଧ୍ୟ ଆପଣଙ୍କ ଚିକିତ୍ସ୍ୟା କରିପାରିବ ନାହିଁ – Health Tips

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଆମ୍ବ ଖାଇବା ପରେ ଭୁଲ ରେ ମଧ୍ୟ ଏହି ସବୁ ଜିନିଷ ର ସେବନ କରନ୍ତୁ ନାହିଁ ନଚେତ ଆପଣ ବହୁତ ବଡ ବିପତ୍ତି ର ସମୁଖୀନ ହୋଇପାରିବେ । ବନ୍ଧୁଗଣ ବର୍ତ୍ତମାନ ଦିନରେ ଆମ୍ବ ବହୁଳ ଭାବରେ ମାର୍କେଟ ରେ ମିଳୁଅଛି । ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ଆମ୍ବ କୁ ସମସ୍ତେ ପସନ୍ଦ କରିଥାନ୍ତି । ବନ୍ଧୁଗଣ ଏହା ମିଠା ଲାଗିଥିବାରୁ ସ୍ଵାଦ ଅନୁଯାୟୀ ଆମ୍ବ କୁ ସମସ୍ତେ

ପସନ୍ଦ କରିଥାନ୍ତି । ବନ୍ଧୁଗଣ ଆମ୍ବ ଖାଇବାର ଫାଇଦା ବହୁତ ଅଛି । ଅପର ପାର୍ଶ୍ଵ ରେ ତାହା ହାନିକାରକ ମଧ୍ୟ ହୋଇପାରେ । ଆସନ୍ତୁ ଜାଣିବା ଆମ୍ବ ଆମ୍ଭ ମାନଙ୍କ ନିମନ୍ତେ ହାନି କାରକ କିଭଳି ହୋଇପାରେ ? ବନ୍ଧୁଗଣ ଆମ୍ବ ଖାଇବା ପରେ କିଛି ବସ୍ତୁ ଠାରୁ ଦୂରେଇ ରୁହନ୍ତୁ ନଚେତ ତାହା ବହୁତ କ୍ଷତିକାରକ ସାବ୍ୟସ୍ଥ ହୋଇଥାଏ । ବନ୍ଧୁଗଣ ଆମ୍ବ ଖାଇବା ପରେ ତୁରନ୍ତ ଆପଣ ପାଣି ପିଅନ୍ତୁ ନାହିଁ ।

କାରଣ ଏହା କ୍ଷତିକାରକ ହୋଇଥାଏ । ବନ୍ଧୁଗଣ ଆମ୍ବ ଖାଇବା ପରେ ତୁରନ୍ତ ଆପଣ ପାଣି ପିଇବା ଦ୍ଵାରା ପେଟରେ ଯନ୍ତ୍ରଣା, ଏସିଡ, ଗ୍ୟାସ ହୋଇଥାଏ । ବନ୍ଧୁଗଣ ଏପରି କରିବା ଦ୍ଵାରା ହାର୍ଟ ରେ ଇନଫେକସନ ହୋଇଯାଇଥାଏ । ଏହା ବହୁତ ଗମ୍ଭୀର ହୋଇଥାଏ । ଆମ୍ବ ଖାଇବାର ୧ ଘଣ୍ଟା ଅଥବା ୨ ଘଣ୍ଟା ପରେ ଆପଣ ଜଳ ସେବନ କରିପାରିବେ । ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆମ୍ବ ଖାଇବା ପାରେ କୋଲ୍ଡଡ୍ରିଙ୍କ ସେବନ କରିବା ବହୁତ କ୍ଷତିକାରକ ସାବ୍ୟସ୍ଥ ହୋଇପାରେ ।

ବନ୍ଧୁଗଣ ଆମ୍ବ ରେ ବହୁତ ସୁଗାର ରହିଥାଏ । ଏହା ସହିତ କୋଲ୍ଡଡ୍ରିଙ୍କ ରେ ମଧ୍ୟ ବହୁତ ସୁଗାର ରହିଥାଏ । ଏଭଳି ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତି ମଧୁମେୟ ରୋଗର ଶିକାର ଅଛନ୍ତି ତେବେ ସେମାନଙ୍କ ପାଇଁ ଆମ୍ବ ତଥା କୋଲ୍ଡଡ୍ରିଙ୍କ ଏକା ସହିତ ସେବନ କରିବା ଜୀବନ ହରାଇବା ପାଖକୁ ନେଇଯାଇଥାଏ । ଏଣୁ ଆପଣ ଏହି ବିଷୟଟିର ଧ୍ୟାନ ରଖନ୍ତୁ ଯେ, ସାମାନ୍ୟ ପରିସ୍ଥିତି ରେ ମଧ୍ୟ କୋଲ୍ଡଡ୍ରିଙ୍କ ର ସେବନ କରନ୍ତୁ ନାହିଁ ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଦହି ସମ୍ବନ୍ଧରେ, ଦର୍ଶକବନ୍ଧୁ ଆମ୍ବ ଖାଇବା ତୁରନ୍ତ ପରେ ଦହି ର ସେବନ କରିବା ବହୁତ ହାନିକାରକ ହୋଇଥାଏ । ବନ୍ଧୁଗଣ ଆମ୍ବ ଏବଂ ଦହି କୁ ଏକା ସହିତ ଖାଇବା ଦ୍ଵାରା ଅତ୍ୟଧିକ କାର୍ବୋନ ଡାଇଅକ୍ସାଇଡ ବନିଯାଇଥାଏ । ଏହା ଫଳରେ ଶରୀରରେ ଅନେକ ପ୍ରକାରର ପ୍ରୋବ୍ଲେମ ସାମ୍ନା କୁ ଚାଲିଆସିଥାଏ । ବନ୍ଧୁଗଣ ଆଉ ଏକ ଜିନିଷ ରହିଅଛି କଲରା ।

ଆମ୍ବ ଖାଇବା ପରେ କଲରା ଖାଇବା ବହୁତ କ୍ଷତିକାରକ ମାନ୍ୟ କରାଯାଇଛି । ବନ୍ଧୁଗଣ ଆୟୁର୍ବେଦ ଅନୁସାରେ ଆମ୍ବ ଖାଇବା ପରେ ଆପଣ କଲରା ଖାଇଲେ ଆପଣଙ୍କୁ ବାନ୍ତି ଲାଗିବା ସହିତ ନିଶ୍ଵାସ ନେବାରେ ବହୁତ ଅସୁବିଧା ହୋଇପାରିବ । ଏଣୁ ଆମ୍ବ ଖାଇବା ପରେ ଆପଣ କଲରା ଖାଆନ୍ତୁ ନାହିଁ । ବନ୍ଧୁଗଣ ଆପପନ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *