ଜଙ୍ଗଲ ରେ ନାଗିନ ଅବତାର ରେ ଦେଖା ଗଲେ ଆମିର ଖାନଙ୍କ ଝିଅ, ବଲୀଉଡ ଅଭିନେତ୍ରୀ ମାନଙ୍କୁ ଦେଉଛନ୍ତି ଟକର

ବଲୀଉଡ ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କ ଝିଅ ଇରା ଖାନ ସୋଶିଅଲ ମିଡିଆ ଉପରେ ବହୁତ ଆକ୍ଟିଭ ରହନ୍ତି, ଇରା ନିଜ ପ୍ରଫେସନାଲ ଓ ବ୍ୟକ୍ତିଗତ ଜୀବନରେ ହେଉଥିବା କାର୍ଯ୍ୟର ଫଟୋ ସବୁ ଈଂଷ୍ଟାଗ୍ରାମ ରେ ଅପଡେଟ କରନ୍ତି । ଇରାଙ୍କ ଫଟୋ ସବୁ ପ୍ରାୟତଃ ସୋଶିଅଲ ମିଡିଆ ରେ ଭାଇରାଲ ମଧ୍ୟ ହୋଇଥାନ୍ତି, ଏମିତିରେ ଆଉ ଗୋଟେ ଇରାଙ୍କ ଫଟୋସୁଟ ସାମ୍ନା କୁ ଆସିଛି । ଯେଉଁଥିରେ ତାଙ୍କୁ ଏକ ନୂଆ ଲୁକ ରେ ଦେଖିବାକୁ ମିଳୁଛି ।

ଇରାଙ୍କ ଏହି ଫଟୋସୁଟରେ ସେ କୌଣସି ଜଙ୍ଗଲ ଭଳି ଜାଗାରେ ଦେଖା ଯାଉଛନ୍ତି, ତେବେ ଏହି ଜଙ୍ଗଲ କନସେପ୍ଟ ବହୁତ ଅଲଗା ଅଛି ଓ ସବୁ ଫୋଟରେ ଇରା ବହୁତ ସିଜଲିଙ୍ଗ ଦେଖା ଯାଉଛନ୍ତି ।

ଇରାଙ୍କ ଫଟୋ ସବୁ ତାଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ଏବଂ ବହୁତ କମେଣ୍ଟ ମଧ୍ୟ ଦଉଛନ୍ତି, କିଛି ସୋଶିଅଲ ମିଡିଆ ୟୁଜର୍ସ ଇରାଙ୍କୁ ନାଗିନ ମଧ୍ୟ କହୁଛନ୍ତି ।

ଏହା ପ୍ରଥମ ଥର ନୁହେଁ ଯେ ଇରା ତାଙ୍କ ଫଟୋସୁଟ ପାଇଁ ଚର୍ଚା ରେ ଅଛନ୍ତି, ଏହା ଆଗରୁ ବି ଇରାଙ୍କ ଗୋଟେ ଭିଡିଓ ବହୁତ ଭାଇରାଲ ହୋଇଥିଲା । ଭିଡିଓ ରେ ଇରା ଏକ୍ଟିଂ କରୁଥିବାର ଦେଖା ଯାଇଥିଲା ଓ ସେ କହିଥିଲେ ଯେ ତାଙ୍କୁ ଏକ୍ଟିଂ ଆସେ ନହିଁ ଓ ସେ ଏହା ମଧ୍ୟ କହିଲେ ଯେ ସେ ଏକ୍ଟିଂ କରିବା ପାଇଁ ଚାହାନ୍ତିନୀ ।

ଏହି ଭିଡିଓ ଭାୟରାଲ ହବା ଆଗରୁ ଇରା ୟୂବରାଜ ସିଂହଙ୍କ ସ୍ତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ଚର୍ଚାରେ ଥିଲେ । ଏହି ପୋସ୍ଟ କୁ କୀଚ ହେଜଲ ସୋଶିଅଲ ମିଡିଆ ରେ ଶେୟର କରିଛନ୍ତି, ଦୀପାବଳି ପାର୍ଟି ରେ ଫଟୋ ଶେୟର କରୁଥିବା ସମୟରେ ହେଜଲ ଲେଖିଲେ “ସାଙ୍ଗ କଣ ? ସାଙ୍ଗ ସେହି ଯେମିତି ଆମେ ସୁଟ ପାଇଁ କପଡା ଆନୌ ଓ ଘରେ ଯାଇ ପିନ୍ଧିଲା ମାନେ ପଡେ ସୁଟ ନାହିଁ” ।

 

View this post on Instagram

 

I’m not very good at acting. I’m shy. And its something I never bothered to work on because I didn’t want to act. Turns out.. You need to act from time to time if you want to direct. Or be able to, willing to or, at the very least, understand how it works. It makes me have to get over myself (which is great). Sometimes I manage, sometimes I don’t. I’m working on it. The key is pariticupating. . . . #medeatheplay #nautankisaproduction #presentedbyentropy #theatre #theatredirector #mumbaitheatre #bangaloretheatre #thisdecember #comingsoon #medea #directing #directorialdebut #director #acting #actingfordirectors #rehearsal #understudy #perform #letgo #participate #comfortzone #getoveryourself #bewilling #allow #flow #drama #bedramatic #nahi #headflip #melodrama

A post shared by Ira Khan (@khan.ira) on


ତେବେ ଆମେ ସମସ୍ତେ ଜାଣି ଚ ଇରା ବହୁତ ଭଲ ସାଙ୍ଗ ଅଟନ୍ତି, ହେଜଲ ଇରା ଖାଙ୍କ ପ୍ଲେ ରେ ମୁଖ୍ୟ କିରଦାର କରୁଥିବାର ଦେଖା ଯିବେ । ଏହା ସହ ମେ ଆପଣଙ୍କୁ ଏହା ମଧ୍ୟ କହିବା ପାଇଁ ଚାହୁଁଛୁ ଯେ ଇରା ଆଗରୁ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ଅଭିନେତ୍ରୀ ନୁହେଁ ନିର୍ଦେଶକ ହବାର ଅଛି ।

Leave a Reply

Your email address will not be published. Required fields are marked *