ବୁଧବାର ଦିନ ଚୁପଚାପ ଏଇଠି ରଖି ଦିଅନ୍ତୁ ମୁଠାଏ ଚାଉଳ, ଛପର ଫାଡି ଆସିବ ପଇସା…

କଣ ଆପଣ ମାନେ ଏହା ଜାଣିଛନ୍ତି ଯେ କୌଣସି ଶୁଭ କାର୍ଯ୍ୟ କରିବା ଆଗରୁ ଭଗବାନ ଗଣେଶଙ୍କ ଆରାଧନା କରା ଯାଇଥାଏ ତେବେ ଏହା ଏହି ପାଇଁ ହୁଏ କାହିଁକିନା ଭଗବାନ ଗଣେଶ ସବୁ ଦେବୀ ଦେବତା ମାନଙ୍କ ଠାରୁ ଏହା ଆଶୀର୍ବାଦ ପାଇଛନ୍ତି ଯେ ତାଙ୍କ ପୂଜା ବିନା କୌଣସି ପୂଜା ସଫଳ ହବ ନାହିଁ ।

ତେବେ ଆସନ୍ତୁ ଜାଣିବା ଭଗବାନ ଗଣେଶଙ୍କୁ କେମିତି ପ୍ରସନ୍ନ କରିବା । ତେବେ ଯେଉଁ ଲୋକଙ୍କ ଜୀବନରେ ବହୁତ ଅସୁବିଧା ଚାଲିଛି ଆଉ ବହୁତ ସମୟ ଧରି ସେ ଏହାକୁ ଭଲ କରି ପାରି ନାହାନ୍ତି ସେହି ଭଳି ଲୋକଙ୍କୁ ବୁଧବାର ଦିନ ଗଣେଶ ମନ୍ଦିର ଯାଇ ଭଗବାନ ଗଣେଶଙ୍କୁ ଗୁଡ ଆଉ ଧନିଆ ଭୋଗ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଜୀବନ ସବୁ ଅସୁବିଧା ଦୂର ହବ ।

ଗୋଟେ ଗୋଟେ ସମୟ ଏମିତି ଆସିଥାଏ ଯେତେବେଳେ ଆପଣଙ୍କ ଗ୍ରହ ନଖେତ୍ର ବହୁତ ଖରାପ ଚାଲି ଚାଲନ୍ତି ଆଉ ଏହି ସମୟରେ ଆପାଙ୍କୁ କିଛି ବାଟ ଦେଖା ଯାଇ ନଥାଏ । ଯେତେବେଳେ ଗୋଟେ ପରେ ଗୋଟେ ସମସ୍ୟା ଆପଣଙ୍କ ପାଖକୁ ଆସିଥାଏ ସେତେବେଳେ ଆପଣଙ୍କୁ ବୁଧବାର ଦିନ ଗଣେଶ ମନ୍ଦିର ଯାଇ ଭଗବାନ ଗଣେଶଙ୍କୁ ଦୁଭ ଔ ସିନ୍ଦୁର ଅର୍ପଣ କରିବା ଉଚିତ ଏହା ଦ୍ଵାରା ଭଗବାନ ଗଣେଶ

ଆପଣଙ୍କ ସମସ୍ୟାକୁ ଗୋଟେ ଗୋଟେ କରି ସମାଧାନ କରନ୍ତି ଆଉ ଆପଣଙ୍କ ଜୀବନ ଆଉଥରେ ସୁଖମୟ ହୋଇଥାଏ । ବହୁତ ଲୋକଙ୍କ ଜୀବନରେ ଏମିତି ହୋଇଥାଏ ଯେ ତାଙ୍କ ଧନ କେଉଁ ଜାଗାରେ ଫାଶୀ ଯାଇଥାଏ ଆଉ ମିଳିବା ବହୁତ କଷ୍ଟକର ଲାଗିଥାଏ ।

ତେବେ ଶାସ୍ତ୍ର ଅନୁଯାଇ ଷାଠିକ ଦିନ ବାରରେ ଧାର ଉଧାର ନ ଦେଲେ ବା ନ ଆଣିଲେ ଆପଣ କେବେ ସେହି ଟଙ୍କା ସୁଜି ପାରିବେ ନାହିଁ ତଥାପି ଯଦି ଭୁଲ ହୋଇଛି ଆଉ ଧନ ପାଇବାକୁ କଷ୍ଟ ହେଉଛି ବା ଫେରେଇବାକୁ କଷ୍ଟ ହେଉଛି ତେବେ ଆପଣଙ୍କୁ ବୁଧବାର ଦିନ ଗଣେଶ ମନ୍ଦିରରେ ଘିଅ ଆଉ ଗୁଡ ଅର୍ପଣ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଅଟକିଥିବା ଧନ ବହୁତ ସହଜରେ ପ୍ରାପ୍ତ ହୋଇଥାଏ ।

ତେବେ ଏହି ଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଥାଏ । ଏହା ଛଡା ଯଦି ଆପଣଙ୍କୁ ମାତା ଲକ୍ଷ୍ମୀ ଆଉ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବାର ଅଛି ତେବେ ଆପଣ ଅରକ୍ଷ ଫୁଲ ଆଠଟି ନେଇ ଆସନ୍ତୁ, ନିଜ ଘରେ ଭଗବାନଙ୍କ ଚରଣରେ ଅର୍ପଣ କରନ୍ତୁ ଏବଂ ସୁଖୀ ଗଲା ପରେ ନାଲି କପଡାରେ ବାନ୍ଧି ଏହାକୁ ଧନ ରଖିବା ସ୍ଥାନରେ ରାଖୀ ଦିଅନ୍ତୁ ।  ମାତା ଲକ୍ଷ୍ମୀଙ୍କ ଅସିମ କୃପା ଆପଣଙ୍କ ଉପରେ ହବ ଏହା ଛଡା ୬ ମାସ ପରେ ଏହାକୁ ମାଟିରେ ପୋତି ଦିଅନ୍ତୁ ଯାହା ଉପରେ କାହାର ଖରାପ ନଜର ପଡିବ ନାହିଁ ।

ଶାସ୍ତ୍ର ଅନୁଯାଇ ଏହା ମଧ୍ୟ କୁହା ଯାଇଛି ଯେ ବୁଧବାର ଦିନ କିନ୍ନର ମାନଙ୍କୁ ଟଙ୍କା ବା ଦାନ ଦବା ଉଚିତ ଏହି ଦିନ ଯଦି ଆପଣଙ୍କୁ କିନ୍ନର ଦେଖା ଦିଅନ୍ତି ଆଉ ଧନ ମାଗନ୍ତି ତେବେ ଦେଇ ଦିଅନ୍ତୁ କାହିଁକିନା ଆପଣକ ବହୁତ ଭଲ ସମୟ ଆସିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *