ଆସିଲା ଆଉ ଏକ ଦୁଃଖ ଖବର: ବଲିଉଡରେ ଛାଇଗଲା ଶୋକର ଛାୟା, ଏହି ଅଭିନେତ୍ରୀଙ୍କର କରୋନାରେ ହେଲା ମୃତ୍ୟୁ

ବନ୍ଧୁଗଣ, ଗତବର୍ଷ ରୁ କୋରନା ଆସି ବିଶ୍ଵବାସୀ ଙ୍କର ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି । ବନ୍ଧୁଗଣ ଏହା ଅନେକ କିଛି କ୍ଷୟ କରିଚାଲିଛି । ସବୁଠାରୁ ବଡ ଦୁଖଦ ଘଟଣା ଏହା ହେଉଛି ଯେ, ଏହି ସଂକ୍ରମଣ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଜୀବନ ନେଇ ସାରିଲାଣି ।

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ବଲିଉଡ ତଥା ଓଲିଉଡ ରେ ଅଭିନୟ କରିଥିବା କଳାକାର “ରିଙ୍କୁ ସିଂହ” ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ବନ୍ଧୁଗଣ କୋରୋନା ର ଦ୍ଵିତୀୟ ଲହରୀ ସମୟରେ ପୁଣିଥରେ ମନୋରଞ୍ଜନ ଜଗତରୁ ଆସିଅଛି ଦୁଖ ର ଖବର । ବନ୍ଧୁଗଣ ବଲିଉଡ ତଥା ଓଲିଉଡ ରେ ଅଭିନୟ କରି ଲକ୍ଷାଧିକ ଦର୍ଶକ ଙ୍କ ହୃଦୟକୁ ଜିତିଥିବା ଡ୍ରୀମଗାର୍ଲ ର ଅଭିନେତ୍ରି ବର୍ତ୍ତମାନ ଆଉ ଏ ଦୁନିଆରେ ନାହାଁନ୍ତି । ବନ୍ଧୁଗଣ ସେ ମଈ ମାସର ୨୫ ତାରିଖରୁ କୋରୋନା ସଂକ୍ରମଣ ରେ ସଂକ୍ରମିତ ଥିଲେ ।

ବନ୍ଧୁଗଣ ସେ କୋରୋନା ସଙ୍କରମାନରେ ଆକ୍ରାନ୍ତ ହେବା ପରେ, ନିଜ ବାସ ଗୃହ ରେ ଆଈସୁଲେସନ ମାଧ୍ୟମରେ ରଖାଯାଇଥିଲା । ଏହାପରେ ତାଙ୍କ ଜ୍ଵର ବଢିବାରୁ ତାଙ୍କୁ ହସ୍ପିଟାଲ କୁ ନିଆଯାଇଥିଲା । ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ତା ଏତେ ଗୁରୁତ୍ଵର ନଥିଲା । ବନ୍ଧୁଗଣ ଦିନକୁ ଦିନ ଜ୍ଵର ବଢିବା ପରେ ହସ୍ପିଟାଲକୁ ନିଆଯାଇଥିଲା ।

ମାତ୍ର ଡାକ୍ତରଖାନ ରେ ଅତିରିକ୍ତ ଜ୍ଵର ବଢିବା ପରେ ମଧ୍ୟ ତାଙ୍କୁ ନର୍ମାଲ କୋଭିଡ ରୋଗୀ ଭାବେ ଚିକିସ୍ୟା କରାଯାଇଥିଲା । କ୍ରମଶଃ ତାଙ୍କ ଅବସ୍ଥା ସଂକଟପୂର୍ଣ୍ଣ ହେବାକୁ ଲାଗିଲା । ଏହା ଫଳରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡିବାକୁ ଲାଗିଲା ଏବଂ ସେ ପ୍ରାଣ ହରାଇଲେ । ବନ୍ଧୁଗଣ ସୂଚନା ଯୋଗ୍ୟ ଯେ, “ରିଙ୍କୁ ସିଂହ” ପଜେଟିଭ ଚିହ୍ନଟ ହେବା ପରେ ମଧ୍ୟ ଗୋଆ ରେ ଯାଇ ଆଭିନୟ କରିବା ପାଇଁ ପ୍ରସ୍ତୁତ ଥିଲେ ।

ମାତ୍ର ତାଙ୍କ ପରିବାର ସଦସ୍ୟ ତାଙ୍କୁ ଛାଡି ନଥିଲେ । ବନ୍ଧୁଗଣ ଆପଣ ମାନେ “ଆୟୁଷ୍ମାନ ଖୁରାନା” ଙ୍କ ଡ୍ରିମଗାର୍ଲ ନିଶ୍ଚିତ ଦେଖିଥିବେ । ସେଥିରେ ରିଙ୍କୁ ଏକ କଲଗାର୍ଲ ଭାବେ ଅଭିନୟ କରିଥିବାର ଆପଣ ମାନେ ଦେଖିଥିବେ । ଏଥିରେ ସେ ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ଙ୍କ ନଜରକୁ ଆସିଥିଲେ । ବନ୍ଧୁଗଣ ଏହାପରେ ସେ ଶେଷଥର ପାଇଁ “ହାଲୋ ଚାର୍ଲି” ରେ ଅଭିନୟ କରିଥିଲେ । ବନ୍ଧୁଗଣ ଏତତ ପରେ ତାଙ୍କୁ କୋରୋନା ସଂକ୍ରମଣ ହୋଇଗଲା । ବନ୍ଧୁଗଣ ଗତବର୍ଷ ଠାରୁ ବହୁତ ଲୋକଙ୍କୁ ଆମ୍ଭେ ହରାଇ ସାରିଆଛୁ ।

ନିଜର ପରିବାର ବର୍ଗ, ସାଙ୍ଗ ସାଥି, ସହଯୋଗୀ ଏହା ସହିତ ଅନେକ କଳାକାର ଙ୍କୁ ମଧ୍ୟ ହରାଇ ବସିଛୁ । ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ରିଙ୍କୁ ସିଂହ ଙ୍କର ବିୟୋଗ ଆଉ ଏକ ମର୍ମାହାତ ର ବିଷୟ ପାଲଟି ଯାଇଛି । ବନ୍ଧୁଗଣ ବର୍ତ୍ତମାନ ସୁଦ୍ଧା ଆମ୍ଭ ମାନଙ୍କୁ ଜଣାନାହିଁ ଏହି ସଂକ୍ରମଣ ଆହୁରି କେତେ ଜୀବନ ନେବ ? ମାତ୍ର ଆମ ସୁରକ୍ଷା ଆମ୍ଭ ମାନଙ୍କ ହାତରେ ରହିଅଛି । ଏଣୁ ଆପଣ ମାନଙ୍କୁ ଅନୁରୋଧ ସତର୍କ ରୁହନ୍ତୁ । ଏହା ସହିତ ନିୟମ ଗୁଡିକୁ ଅବଲମ୍ବନ କରି ଜୀବନଯାପନ କରନ୍ତୁ । ବନ୍ଧୁଗଣ ଏହି ଦୁଖଦ ବିଷୟ ବସ୍ତୁ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ କମେଣ୍ଟ ମଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *