ନମସ୍କାର ବନ୍ଧୁଗଣ । କଣ ଆପଣ ମାନେ ଜାଣିଛନ୍ତି ଆଉ ମାତ୍ର ୯ ବର୍ଷ ପରେ ପାଣିରେ ବୁଡିଯିବ ସହର । ଗୋଟିଏ ନୁହେଁ ୯ଟି ସହର ପାଣିରେ ବୁଡି ଯାଇପାରେ । ୨୦୩୦ ସୁଧା କୋଲକାତା ସହର ସମେତ ବିଶ୍ଵର ସବୁ ସହର ପାଣିରେ ବୁଡି ଯାଇପାରେ । ଏହି କଥାଟି ବିଶ୍ଵାସ ଯୋଗ୍ୟ ନ ହୋଇଥିଲେ ମଧ୍ୟ ସତ୍ୟ ଅଟେ ସମୁଦ୍ରର ଜଳ ପତନର ବୃଦ୍ଧି ଯୋଗୁ ୨୦୩୦ ସୁଧା ସମଗ୍ର ବିଶ୍ଵ ଜଳମଗ୍ନ ହେବ ବୋଲି କ୍ଲାଇମେତ ସେଲଫା ଦର୍ଶାଇଛି । ଏବ ଠାରୁ ବନ୍ୟା ପାଚେରି ନିର୍ମାଣ ସହ ସହରର ଢାଞ୍ଚା ପରିବର୍ତ୍ତନ ନ କରାଗଲେ ବିଶ୍ଵର ୯ଟି ସହର ସମ୍ପୂର୍ଣ୍ଣ ବା ଆସନିକ ଭାବେ ଜଳମଗ୍ନ ହେବାର ଆଶଙ୍କା କରା ଯାଇଛି ।
କ୍ଲାଇମେତ ସେଲଫା ଜାରି କରିଥିବା ୯ଟି ସହର ଭିତରେ ରହିଛି ନେଦରଲ୍ୟାଣ୍ଡର ଆସଷ୍ଟରଡମ, ନିରାକ ର ବାସରା, ଯୁକ୍ତରାଷ୍ଟ୍ର ଆମେରିକାର ନିଉ ଅର୍ଲିନସ, ଇଟାଲି ର ଭେନିସ, ଭିଏତ୍ନାମ ର ହୋ ଚି ସିନ ସିଟି, ଥାଇଲ୍ୟାଣ୍ଡ ର ବ୍ୟାଙ୍କକକ, ମିଆନା ର ଜର୍ଜଟାଉନ, ଆମେରିକାର ସାଭାନ୍ନା ରେ ଜଳମଗ୍ନ ହେବାରା ଆଶଙ୍କା କରା ଯାଉଛି । ଏହା ସହ ଭାରତର ପୂର୍ବତନ ସହର କୋଲକାତା ରେ ପାଣି ମାଡି ଯିବାର କୁହା ଯାଉଛି । ପୂର୍ବର ମୂର୍ତ୍ତିକା ଯୋଗୁ ପଶ୍ଚିମବଂର ଅଧିକାଂଶ ଅଞ୍ଚଳ ସହ ସହ ବର୍ଷ ଧରି ଜୀବନ୍ତ ରହି ଆସିଛି ।
କିନ୍ତୁ ସୂଚନା ଅନୁସାରେ କୋଲକାତା ଓ ତାର ଚାରି ପାଖରେ ଥିବା ସହର ଗୁଡିକରେ ବଡ ବିପଦ ରହିଛି । ଆସନ୍ତା ସମୟରେ କୋଲକାତା ସହର ଜଳମଗ୍ନ ହୋଇପାରେ । କିନ୍ତୁ ଆଗକୁ ସ୍ଥଳ ଭାଗ ଆଡକୁ ମାଡି ଆସିବ ସମୁଦ୍ର । ଉତ୍ତର ସାଗର ନିକଟବର୍ତ୍ତୀ ଓ ସମୁଦ୍ର ଜଳ ପତନ ଠାରୁ ନିମନରେ ଥିବାରୁ ନେଦରଲ୍ୟାଣ୍ଡର ଆସଷ୍ଟରଡମ ର ରୋଟେଡଦାମ ଓ ହକଦଳିଆ ଅଞ୍ଚଳ କୁଜାହାଏ । ଆଗାମୀ ଦଶନ୍ଧି ପାଇଁ ସେମାନଙ୍କୁ ଡାଇକ ଡ୍ୟାମ ବ୍ୟାରିୟର ଲେବିଲ୍ସ ଓ ଫ୍ଲ୍ଯାଟ ଗେଟ ଆଦି ନିର୍ମାଣ କରିବାକୁ ପଡିବ ।
ଇରାକର ବାସରା ନଗର ସାତଲା ନାମକ ବିଶାଳା ଓ ପ୍ରଶସ୍ତ ନଦୀ କୂଳରେ ରହିଛି । ଜଟିଳ କେନାଲ ତଥା ନିକଟବର୍ତ୍ତୀ ଆଞ୍ଚଲ ସନ୍ତସନ୍ତିଆ ଯୋଗୁ ସମୁଦ୍ର ପତନ ବୃଦ୍ଧି ପାଇଲେ ଏହି ସହର ଜଳମଗ୍ନ ହୋଇପାରେ । ଉତ୍ତରରେ ମୋରିପା ସଦର ଓ ଦକ୍ଷିଣରେ ସାଲ ବାଦର ରେ ଗଢି ଉଠିବା ଲାଲ କୋଠା ଓ ଲିଭିଙ୍ଗ ସିଷ୍ଟମ ଯୋଗୁ ଆମେରିକାର ନିଉ ଅଲେସ ନଗର ନିରାପଦ ରହିଛି । ଏ ସବୁ ଦୁର୍ବଳ ହୋଇଗଲେ ସହରରେ ଜଳ ପତନ ହେବାର ଆଶଙ୍କା କରା ଯାଉଛି ।
ପ୍ରତିବର୍ଷ ୨ମିଲିମିଟର ଦବୁଥିବା ଇଟାଲୀର ଭେନିସ ସହରରେ ଆଗାମୀ ଦିନରେ ଜଳମଗ୍ନ ହେବ ବୋଲି ସ୍ପଷ୍ଟ କରା ଯାଇଛି । ଜଳବାୟୁରେ ପରିବର୍ତ୍ତନ ଯୋଗୁ ଏଠାରେ ବନ୍ୟା ପରିସ୍ଥିତି ଦେଖା ଗଲାଣି । ଥାଇଲ୍ୟାଣ୍ଡରେ ବିଶ୍ଵ ତାପମାତ୍ରାର କୁପ୍ରଭାବ ଅଧିକ ପଡୁଥିବାରୁ ରାଜଧାନୀ ବ୍ଯାଂକକ ସମୁଦ୍ର ପତନ ଠାରୁ ମାତ୍ର ୧.୫ମିଲିଲିଟର ଦୂରରେ ରହିଥିବାରୁ ଜଳମଗ୍ନ ହୋଇପାରେ ବୋଲି କୁହା ଯାଉଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।