ଦେଖନ୍ତୁ ଅଭିନେତା Biswa Bhusan ଙ୍କ ମ୍ୟାରେଜ ପାର୍ଟିର Full ଭିଡିଓ

ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ବେଶ ଚର୍ଚ୍ଚା ରେ ରହିଛନ୍ତି । ଠିକ ସେହିପରି ଟେଲିଭିଜନ ଜଗତରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଓଡିଆ କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ବେଶ ହସ ଖୁସିରେ ସମୟ ବିତାଉଛନ୍ତି । ଆଉ କିଛି କଳାକାର ମାନେ ବିବାହ କରିବାକୁ ଯାଉଥିବା ବେଳେ ଆଉ କେତେକ ନୂଆ ନୂଆ ବିବାହ କରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତା ବିଶ୍ଵ ଭୂଷଣଙ୍କ ମ୍ୟାରେଜ ପାର୍ଟି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଟିଭି ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତା ବିଶ୍ଵ ଭୂଷଣଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ପ୍ରାୟତ ଖଳନାୟକ ଭାବେ ଅନେକ ସିରିଏଲରେ ଅଭିନୟ କରିବାର ନଜର ଆସିଛନ୍ତି ।

ତାଙ୍କର ଅଭିନୟକୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ବର୍ତ୍ତମାନ ସୂଚନା ଅନୁସାରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି । ଏହି ଭିଡିଓ ରେ ଆପଣ ମାନେ ବିଶ୍ଵଙ୍କ ସ୍ତ୍ରୀ ଙ୍କୁ ଦେଖି ପାରିବେ ।

ତାଙ୍କର ବିବାହ ରୀତିନୀତି ଅନୁସାରେ ସମ୍ପନ୍ନ ହେବା ସହ ତାଙ୍କର ରିପଶେସନ ପାର୍ଟି ମଧ୍ୟ ବେଶ ଯାକ ଜକମରେ ହୋଇଛି । ତାଙ୍କର ମ୍ୟାରେଜ ପାର୍ଟି ରେ ଅନେକ ଓଡିଆ କଳାକାର ମାନେ ଯୋଗ ଦେଇଥିଲେ । ଏହା ସହ ତାଙ୍କର ପରିବାର ଓ ସମ୍ପର୍କୀୟ ମାନେ ମଧ୍ୟ ଏହି ପାର୍ଟି ରେ ଖୁବ ସାରା ମଜାମସ୍ତି କରିବାର ନଜର ଆସିଛନ୍ତି । ବିଶ୍ଵ ଓ ତାଙ୍କ ସ୍ତ୍ରୀ ବହୁତ ସୁନ୍ଦର ଲାଗୁଛନ୍ତି ।

ତାଙ୍କ ସ୍ତ୍ରୀ କିଛି ନିଆରା ଲୂକରେ ନଜର ଆସୁଛନ୍ତି । ଏହା ସହ ବିଶ୍ଵଙ୍କ ସାଙ୍ଗ ସାଥି ମାନେ ମଧ୍ୟ ଏହି ପାର୍ଟି ରେ ସାମିଲ ହୋଇଥିଲେ । ନିଜର ରିପଶେସନ ରେ ଅଭିନେତା ବିଶ୍ଵ ବହୁତ ହ୍ୟାଣ୍ଡସମ ଲାଗିବା ସହ ତାଙ୍କର ମ୍ୟାରେଜ ପାର୍ଟି କୁ ଉପୋଭୋଗ ମଧ୍ୟ କରିଛନ୍ତି । ଏହା ସହ ତାଙ୍କ ଦ୍ଵାରା ଆୟୋଜିତ ହୋଇଥିବା ମ୍ୟାରେଜ ପାର୍ଟିରେ ବହୁତ ସାରା ଭଲ ଭଲ ଆଇଟମ ଖାଇବାକୁ ହୋଇଥିଲା ।

ନିଜର ପରିବାର, ସନଗ ସାଥି ଓ ଅନ୍ୟ କଳାକାର ମାନଙ୍କ ସହ ଅଭିନେତା ବିଶ୍ଵ ଭଲ ପୋଜ ଦେଇ ଫୋଟୋ ଉଠାଇବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଆଶା କରୁଛୁ ଅଭିନେତା ବିଶ୍ଵଙ୍କ ବୈବାହିକ ଜୀବନ ଆଗାକୁ ଏମିତି ହସ ଖୁସିରେ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ବିଶ୍ଵ ଭୂଷଣଙ୍କ ମ୍ୟାରେଜ ପାର୍ଟି କେମିତି ଲାଗିଲା ଆମକୁ କମେଣ୍ଟ ଜରାୟରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *