Pradyumna Lenkaଙ୍କୁ ନେଇ ଆସିଲା ବଡ ଦୁଃଖ ଖବର ! ICU ରେ ହେଲେ ଭର୍ତ୍ତି !

ଓଲିଉଡ ଜଗତରେ ଅଭିନୟ କରି କଳାକାର ମାନେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । କିଛି କଳାକାର ମାନେ ନିଜର କାମକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ ରହିଛନ୍ତି । ତେବେ ଅନେକ ସମୟରେ ଓଡିଆ ଇଣ୍ଡଷ୍ଟ୍ରିର କଳାକାର ମାନଙ୍କୁ ନେଇ କିଛି ଖବର ଗଣ ମାଧ୍ୟମରେ ପ୍ରକାଶିତ ହୋଇଥାଏ । ତେବେ ବର୍ତ୍ତମାନର ବଡ ଖବର ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରିର ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କା ଆସିୟୁରେ ଭର୍ତ୍ତି ହୋଇଛନ୍ତି । ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଜବରଦସ୍ତ ଅଭିନୟ କରୁଥିବା ପ୍ରଦ୍ଯୁମ୍ନ ଲେଙ୍କା ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ୮୦ ଦଶକରୁ ଓଡିଆ ଇଣ୍ଡଷ୍ଟ୍ରି ରେ ଭିନୟ କରି ଆସୁଛନ୍ତି ।

ସେ ଅନେକ ସାରା ଓଡିଆ ଫିଲ୍ମରେ ଅଭିନୟ କରି ଦର୍ଶକ ମାନଙ୍କ ବହୁତ ସାରା ଭଲ ପାଇବା ପାଇଛନ୍ତି । ସେ ଅନେକ ସାରା ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ “ହେ ପ୍ରଭୁ” ସିରିଏଲରେ ନିଜର ଅଭିନୟ ଜାରି ରଖିଛନ୍ତି ।

ତେବେ ସେ ଆସିୟୁ ରେ ଭର୍ତ୍ତି ହେବାର ପଛରେ ପ୍ରକୃତ କାରଣ ହେଉଛି ତାଙ୍କର ଆଗାମୀ ଫିଲ୍ମ ଆସିବାକୁ ଯାଉଛି ଯାହାର ନାଁ ରହିଛି “ବାପା ତମେ ଆସିୟୁରେ” । ଏହି ଚଳଚ୍ଚିତ୍ର ରେ ଆପଣ ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କା ସହ “ନୂଆବୋହୁ” ସିରିଏଲରେ ଅଭିନୟ କରୁଥିବା ସୁପର ଯୋଡି ରାଧିକା ଓ ସାତ୍ଵିକଙ୍କୁ ପୁଣି ଥରେ ଦେଖିବାକୁ ପାଇବେ ।

“ନୂଆବୋହୂ’ ସିରିଏଲରେ ଅଭିନୟ କରୁଥିବା ଅଭିନେତା ଜଗଜୀତ ଓ ଅଭିନେତ୍ରୀ ମିତାଳି ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଦର୍ଶକ ମାନେ ଦୁହିଙ୍କର ଅଭିନୟକୁ ବହୁତ ସାରା ଭଲ ପାଇବା ଦେବା ସହ ବେଶ ପସନ୍ଦ ମଧ୍ୟ କରନ୍ତି । ଏହି ଦୁଇ ଯୋଡି ଆଗାମୀ ଫିଲ୍ମ “ପାପା ତମେ ଆସିୟୁ”ରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ସାତ୍ଵିକ ଓ ରାଧିକା ସିରିଏଲେ ଛାଡିବା ପରେ ପ୍ରଥମ ଥର ପାଇଁ ଫିଲ୍ମରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ରେ ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କା ବାପା ଚରିତ୍ର ରେ ଅଭିନୟ କରିବାକୁ ଯାଉଛନ୍ତି ।

ଏହି ଫିଲ୍ମର ଶୁଟିଙ୍ଗ ସେଟରେ ପ୍ରଦ୍ଯୁମ୍ନ ଲେଙ୍କା ଆସିୟୁ ରେ ଆଡ୍ମିସନ ହେବାର ଅଭିନୟ କରୁଛନ୍ତି । ଏହି ସମୟର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜହକୁ ଦେଖିବା ପରେ ସମସ୍ତେ ଭାବୁଛନ୍ତି ଯେ ବାସ୍ତବରେ ପ୍ରଦ୍ଯୁମ୍ନ ଲେଙ୍କା ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଛି । କିନ୍ତୁ ପ୍ରକୃତରେ ଏକା ସତ କଥା ନୁହେଁ । ସେ ରିୟଲ ଲାଇଫରେ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ଏହା ସହ ସେ ନିଜର ଅଭିନୟ “ହେ ପ୍ରଭୁ” ସିରିଏଲ ରେ ଜାରି ରଖିଛନ୍ତି ଯାହା ଆପଣ ମାନେ ସାର୍ଥକ ଚ୍ଯାନେଲ ରେ ଦେଖିବାକୁ ପାଇବେ ।

ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କାଙ୍କର ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *