କୁଆଁରୀ ବୋହୁ ସିରିୟଲ ଅଭିନେତା ସାଇ ଏହି କରୋନା ରୋଗୀଙ୍କୁ କେଲ ସାହାଯ୍ୟ

ଓଡିଆ ଅଭିନେତା ଏକ ବ୍ୟକ୍ତିଙ୍କୁ ସାହାଜ୍ଯ କରିବା ପାଈଁ ଆଗେଇ ଆସିଛନ୍ତି । ତେବେ କିଏ ଏହି ଅଭିନେତା ଓ କାହାକୁ କଣ ପାଇଁ ସାହାଜ୍ଯ କରୁଛନ୍ତି ଆସନ୍ତୁ ଜାଣିବା । ଆପଣ ମାନେ ଯଦି ପ୍ରତେକ ଦିନ ଓଡିଆ ସିରିୟାଲ ଦେଖୁ ଥିବେ ତାହେଲେ ଆପଣ ଜାଣି ପାରିବେ କି “କୁଆଁରୀ ବହୁ ସିରିୟାଲ” ରେ ଅଭିନୟ କରୁ ଥିବା ଅଭିନେତା ସାଇ ।

ଏବେ ଅଭାବନିୟ ପରିସ୍ଥିତିରେ ଆଗକୁ  ଆସିଛନ୍ତି ସାହାଜ୍ଯ କରିବା ପାଇଁ । ଜଣେ ରୋଗୀ ଅଛନ୍ତି ଅମ୍ରିତ ପ୍ରଧାନ । ଯିଏ କି କରୋନା ରେ ଆକ୍ରାନ୍ତ ଅଛନ୍ତି ସେ ଏତେ ଅଧିକ ମାତ୍ରାରେ ବେମାର ଅଛନ୍ତି କି ତାଙ୍କର ଏହି ରୋଗ ଧୀରେ ଧୀରେ ବଢି ଏବେ ନିମୋନିଆ ରେ ପରିଣତ ହୋଇ ଗଲାଣି ଏହା ସହ ଏହା ଅଧିକ ମାତ୍ରାରେ ତାଙ୍କ ଛତି ଯନ୍ତ୍ରଣା କୁ ବଢେଇ ଦେଇଛି ।

ଦେଖିବାକୁ ଗଲେ ଏହା ଏତେ ଅଧିକ ମାତ୍ରା ରେ ବଢି ଯାଇଛି କି ଏବେ ଡାକ୍ତର ମାନେ କହୁଛନ୍ତି କି ତାଙ୍କର ଛାତିରେ ମାନେ ଫୁସ ଫୁସ ରେ ଏବେ ଇନଫେକସନ ଅଧିକ ମାତ୍ରା ରେ ହୋଇ ଯାଇଛି । ଏବେ ତାଙ୍କର ଶରୀର ସୁସ୍ଥ ହେବା ପାଇଁ ଆବଶ୍ୟକ ECMO ଜନ୍ତ୍ର ଓ ଏହା ସହ ତାଙ୍କର ଫୁସ ଫୁସ କୁ ମଧ୍ୟ ବଦଳାଇବା ଆବଶ୍ୟକ ବୋଲି କୁହା ଯାଇଛି ।

ଏହି ସବୁ ଜିନିଷ ପାଇଁ ଊ ତାଙ୍କର ରୋଗର ଉପଚାର ପାଇଁ ତାଙ୍କୁ ଅତି କମରେ  ୧ କୋଟି ୨୦ ଲକ୍ଷ ଆବଶ୍ୟକ ଅଟେ । ସେ କହିଛନ୍ତି  କି ଏହା ମିଛ ନୁହେଁ ଏହା ପାଇଁ ତାଙ୍କ ପରିବାର ଅନେକ ଚେଷ୍ଟା କରି ସାରିଲାଣି ଏହା ସହ ସେମାନେ ନିଜ ସାମର୍ଥ୍ୟ ହିସାବରେ ବିଭିନ୍ନ ଗଣ ମାଧ୍ୟମ ଦ୍ଵାରା ମଧ୍ୟ ଅନେକ ସାହାଜ୍ଯ ମାଗିଛନ୍ତି । ତେବେ ତାଙ୍କୁ ଏବେ ଭୁବନେଶ୍ବର ରୁ ଉଡାଜାହ ମାଧ୍ୟମରେ ଚେନ୍ନାଇ କୁ ନିଆ ଯାଇଛି ।

ଏହା ସହ ସାଇ କହିଛନ୍ତି କି ସେ ଦେଇଥିବା ଲିଙ୍କ କୁ ଆପଣ ମାନେ ପ୍ରଥମେ ଯାଇକି ଦେଖନ୍ତୁ ଓ ତା ପରେ ଏଥିରେ ଯାହା ଆପଣଙ୍କ ସାମର୍ଥ୍ୟ ନିଜ ଇଚ୍ଛା ଅନୁସାରେ  ସାହାଜ୍ଯ କରନ୍ତୁ । ସାଇ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ବାଣ୍ଟିବା ସହ ଅନ୍ୟ ଲୋକମାନଙ୍କୁ ମଧ୍ୟ ଏହା କହିଛନ୍ତି କି ଆପଣ ମାନେ ଟିକେ ସାହାଜ୍ଯ କଲେ ନିଶ୍ଚିତ ଭାବରେ ଏକ ଜୀବନ ବଞ୍ଚିଯିବ ।

Leave a Reply

Your email address will not be published. Required fields are marked *