ବର୍ତମାନ ସମସ୍ଯା ସମସ୍ତଙ୍କ ପାଇଁ ବହୁତ ଦୁଃଖ ର ସମୟ ଆସିଛି ଏହି ସମୟରେ ସମସ୍ତଙ୍କ ମନରେ କେବଳ ଗୋଟେ ପ୍ରଶ୍ନ ବାତ୍ୟା ମାଡି ଆସୁଛି କଣ ହବ, ତେବେ କଣ ଆପଣ ଜାଣିଛନ୍ତି ବାଲେଶ୍ଵର ଢାମେରାରେ ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ଆଉ ଏହି ସମୟରେ ସେଠିକା ପବନ ୧୩୦ କିଲୋମିଟର ପ୍ରତି ବେଗରେ ଚାଲିଛି ।
ତେବେ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ନାହିନ ଯେ ବହୁତ ଘର ଭାଙ୍ଗି ଯାଇଛି । ଗରିବ ମାନଙ୍କ ଆଶ୍ରୟ ସ୍ଥଳ ଛିନଛାତ୍ର ହୋଇ ଯାଇଛି । ତେବେ ଏହି ସମୟ ଗୋଟେ ଆଡୁଆ କରୋନା ତା ପ୍ରକୋପ ଦେଖେଉଛି ଔ ତା ପରେ ଏହି ବାତ୍ୟା ଦୁଇ ଆଡୁଆ ମଣିଷ ବଞ୍ଚିବାର ଆସା ବହୁତ କମ ଦେଖା ଯାଇଛି । ଆପଣ ମାନେ ଅଭିନେତା ଶ୍ରିତମ ଦାଶଙ୍କୁ ଜାଣିଥିବେ ସେ ସାମାନ୍ଯ ଲୋକଙ୍କ ସହ ଯୋଡି ହୋଇ ରହିବା ବହୁତ ପସନ୍ଦ କରନ୍ତି ।
ଆଉ ଲୋକଙ୍କ ବିଷୟରେ ତାଙ୍କ ମନରେ ଭଲ ପାଇବା ମଧ୍ୟ ରହିଛି । ତେବେ ଏହି କଠିନ ସମୟରେ ସେ ଲୋକଙ୍କୁ ସତରକ ରହିବା ପାଇଁ ସୂଚନା ଦେଇଛନ୍ତି । ତେବେ ଶ୍ରିତମ କହିଛନ୍ତି ବାତ୍ୟା ଓଡିଶା ପାଇଁ କିଛି ନୂଆ ହୋଇକି ରହି ନାହିନ ସବୁ ବର୍ଷ ଗୋଟେ ନହେଲେ ଦୁଇଟି ବାତ୍ୟା ଓଡ଼ିଶାକୁ ଆସୁଛି ଆଉ ସମୁଦ୍ର ତଟବର୍ତି ଜାଗାରେ କିଛି ନା କିଛି ହାନି ହୋଇଥାଏ, ଲୋକଙ୍କୁ ଖାଇବାକୁ ମିଳି ନଥାଏ ସମସ୍ତଙ୍କ ମନରେ ବାତ୍ୟା ପାଇଁ ଭୟ ରହିଥାଏ ଏହା ଛଡା ଲୋକଙ୍କ ନିଜବା ସମ୍ପପ୍ତି ହାନି ହୋଇଥାଏ ।
କେତେ ଲୋକଙ୍କ ଘର ଭାଙ୍ଗିଥାଏ ବଡ ବଡ ଗଛ ମଧ୍ୟ ପଡିଥାଏ । ଏହି ସବୁ ଘଟନା ବହୁତ ମନକୁ ଦୁଃଖ କରିଥାଏ କିନ୍ତୁ ଏହା ଆମ ହାତ କଥା ନୁହଁ ଯାହା ହବ ସେହି ମହାପ୍ରଭୁଙ୍କ ଇଚାରୁ ହୋଇଥାଏ ତେବେ ଏହା ମଧ୍ୟ ମହାପ୍ରଭୁଙ୍କ ଇଛା ଅଟେ । ତେବେ ଆମେ ପ୍ରାର୍ଥନା କରୁଛୁ ଯେ କାହା ଜୀବନ ପ୍ରତି କିଛି ବିପଦ ନଆସୁ । ତେବେ ଲୋକଙ୍କର ଗୋଟେ ଖରାପ ଅବ୍ୟାସ ହୋଇଥାଏ ଯେ ଏହି ଝଡ ବାତିଆ ସମୟରେ ଲୋକ ଆମ୍ବ, ପଣସ ଆଉ ନଡିଆ ଗୋଟେଇବା ପାଇଁ ଯାଇଥାନ୍ତି ଆପଣ ସେହି ଭୁଲ କରିବେ ନାହିଁ ।
ଏହା ଭଲ ନୁହ ଏହା ଦ୍ଵାରା ଆପଣଙ୍କ ଜୀବନ ମଧ୍ୟ ଯାଇ ପାରେ ଜ୍କାହୀନକିନା ପାଣି ପାଗ କହିବା ଅନୁଯାଇ ପବନ ବେଗ ୧୮୦ ଉପରକୁ ଯାଇ ପାରେ ଯାହା ଦ୍ଵାରା ଗଛ ପଡିବାର ସମ୍ଭାବନା ଅଛି ଆଉ ଗଛ ପଡିବା ଦ୍ଵାରା ବହୁତ ଲୋକଙ୍କ ମୃ-ତ୍ୟୁ ହୋଇଥାଏ, ତେବେ ଆମ୍ବ ନଡିଆ ବହୁତ ଖାଇବାକୁ ଆଉ ଗୋଟେଇବାକୁ ପାଇବେ କିନ୍ତୁ ଏମିତିକା ସ୍ଥିତିରେ ଘରୁ ବାହାରିବେ ନାହିଁ ନଚେତ ଜୀବନ ପ୍ରତି ବିପଦ ପଡି ପାରେ ।
View this post on Instagram