ଅଭିଷେକ ଓ ମୌସୁମୀଙ୍କୁ ସାହାର୍ଯ୍ୟର ହାତ ବଢାଇଲେ ଅଭିନେତ୍ରୀ Rani Panda, କହିଲେ କିଛି ଏମିତି…. ଭାଇରାଲ ହେଉଛି Video

ଆପଣ ସମସ୍ତେ ମୌସୁମୀ ଓ ଅଭିଷେକଙ୍କ ବିଷୟରେ ଜାଣିଛନ୍ତି । ଅଭିଷେକଙ୍କ ଜୀବନ ରକ୍ଷା ପାଇଁ ତାଙ୍କର ପତ୍ନୀ ମୌସୁମୀ ପ୍ରତି ମୂହୁର୍ତ୍ତରେ ଲୋକମାନଙ୍କୁ ଆର୍ଥିକ ରୂପରେ ସାହାର୍ଯ୍ୟ କରିବା ପାଇଁ ଅନୁରୋଧ କରୁଛନ୍ତି । ଏମିତିରେ ବେହୁତ ଲୋକମାନେ ତାଙ୍କୁ ଆର୍ଥିକ ରୂପରେ ସାହାର୍ଯ୍ୟ ବି କରୁଛନ୍ତି । ଧୀରେ ଧୀରେ ମୌସୁମୀ ଓ ତାଙ୍କ ସ୍ଵାମୀ ଅଭିଷେକଙ୍କ ବିଷୟରେ ଜାଣିବା ପରେ ବର୍ତ୍ତମାନ,

ସେମାନଙ୍କୁ ବହୁତ ସାହାର୍ଯ୍ୟ ଓ ସହଯୋଗ ମିଳିବାରେ ଲାଗିଛି । ଏହି ସାହାର୍ଯ୍ୟ କାରୀ ଲୋକମାନଙ୍କ ମଧ୍ୟରେ ଆଉ ଜଣେ ଚର୍ଚିତ ଷ୍ଟାର ସାମିଲ ହୋଇଯାଇଛନ୍ତି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଚର୍ଚିତ ଅଭିନେତ୍ରୀ ରାନୀ ପଣ୍ଡା । କହିଦେଉଛୁ କି ରାନୀ ପଣ୍ଡାଙ୍କ ଗତ କାଲି ନ୍ୟୁଜରେ ମୌସୁମୀ ଓ ଅଶଭିଷେକଙ୍କ ବିଷୟରେ ଜାଣିବା ପରେ ତୁରନ୍ତ ତାଙ୍କ ପାଖକୁ ଦୌଡି ଆସିଥିଲେ । ଏହା ପରେ ତାଙ୍କର ହାଲଚାଲ ପଚାରି ବୁଝିଲେ ।

କହିଦେଉଛୁ କି ମୌସୁମୀ ଓ ତାଙ୍କର ପରିବାର ଏବେ ଗୋଟିଏ ଭଡା ଘରେ ରହୁଛନ୍ତି । ଯେତେବେଳେ ରାନୀ ପଣ୍ଡା ଏହା ବିଷୟରେ ଜାଣିଲେ ତେବେ ସେ ସଙ୍ଗେ ସଙ୍ଗେ ତାଙ୍କ ଘରେ ରହିବାକୁ ମୌସୁମୀ ଓ ତାଙ୍କର ପରିବାରକୁ କହିଲେ । ଏହା ସହିତ ଘରୁ ମେଡିକାଲ ସବୁଦିନ ଯିବା ଆସିବା ପାଇଁ ବି ତାଙ୍କ କାର ବି ବ୍ୟବାହାର କରିବା ପାଇଁ ବି କହିଲେ । କିନ୍ତୁ ଅସୁବିଧାର କାରଣ ଏହା ଅଟେ କି ରାନୀ ପଣ୍ଡାଙ୍କ ଘର ଓ ମେଡିକାଲର ଦୂରତା ବହୁତ ଅଟେ ।

ମୌସୁମୀ ଓ ତାଙ୍କର ପରିବାର ପ୍ରାୟତଃ ଭଡା ଘରୁ ମେଡିକାଲ ଓ ମେଡିକାଲରୁ ଘରକୁ ଯିବା ଆସିବା କରୁଛନ୍ତି । କିନ୍ତୁ ଯଦି ସେମାନେ ରାନୀ ପଣ୍ଡାଙ୍କ ଘରେ ରହିବେ ତେବେ ତାଙ୍କୁ ଯିବା ଆସିବାରେ ବହୁତ ସମୟ ଲାଗିଯିବ । ଏଥିପାଇଁ ମୌସୁମୀ ତାଙ୍କ ଘରେ ରହିବା ପାଇଁ ମନା କରିଦେଲେ । ଏହା ପରେ ରାଣୀ ରାନୀ ପଣ୍ଡା ଆଗକୁ କହିଲେ କି କୌଣସି ବି ପ୍ରକାରର ସାହାର୍ଯ୍ୟ ଦରକାର ହେଲେ ମୋତେ ଫୋନ କର, ମୁଁ ସବୁବେଳେ ତୁମ ପାଖରେ ଛିଡା ହୋଇଥିବି ।

ଏହା ସହିତ ତାଙ୍କୁ କିଛି ଆର୍ଥିକ ରୂପରେ ସାହାର୍ଯ୍ୟ ବି କରିଛନ୍ତି ରାନୀ ପଣ୍ଡା ଓ ତାଙ୍କୁ ନିଜର ଫୋନ ନମ୍ବର ମଧ୍ୟ ଦେଇଛନ୍ତି । କହିଦେଉଛୁ କି ବର୍ତ୍ତମାନ ଅଭିଷେକଙ୍କୁ କଲିକତା ନେଇ ଯିବାର ସମସ୍ତ ପ୍ରସ୍ତୁତି କରାଯାଉଛି । ଏମିତିରେ ରାନୀ ପଣ୍ଡା କହିଲେ କି କଳିକାତରରେ ରହିବା ଓ ହୋଟେଲ ଖର୍ଚ ଯାହା ବି ହେବ ସେ ତାଙ୍କର ସାମର୍ଥ୍ୟ ହିସାବରେ ସାହାର୍ଯ୍ୟ କରିବେ । ରାନୀ ପଣ୍ଡା ଅଭିଷେକଙ୍କ ମା ଓ ତାଙ୍କର ପତ୍ନୀଙ୍କୁ ଆଶ୍ଵତୀ ମଧ୍ୟ ଦେଲେ । ଏହା ସହିତ ରାନୀ ପଣ୍ଡା ସମସ୍ତଙ୍କୁ ଅନୁରୋଧ କରିଲେ କି ସମସ୍ତେ ନିଜ ନିଜର ସାମର୍ଥ୍ୟ ହିସାବରେ ସାହାର୍ଯ୍ୟ କରନ୍ତୁ, ଯାହା ଦ୍ଵାରା କି ଗୋଟିଏ ଜୀବନ ବଞ୍ଚିଯିବ ।

ଯଦି ରାନୀ ପଣ୍ଡାଙ୍କ ବିଷୟରେ କହିବା ତେବେ ସେ ଜଣେ ଓଡିଆ ଅଭିନେତ୍ରୀ ଅଟନ୍ତି । ଯିଏକି ନିଜର ବୟାନ ଯୋଗୁ ମିଡିଆରେ ଛାଇ ରହିଥାନ୍ତି । କିନ୍ତୁ ସବୁଠୁ ବଡ କଥା ହେଉଛି କି ଆମର ଏଠି ଏତେ ବଡ ବଡ ଷ୍ଟାର ଓ ଧନୀ ଲୋକମାନେ ଥାଇ ମଧ୍ୟ ରାନୀ ପଣ୍ଡାଙ୍କ ଭଳି ଜଣେ ଛୋଟ କଳାକାର ସାହାର୍ଯ୍ୟ କରି ସମସ୍ତଙ୍କୁ ଏକ ଭଲ ସନ୍ଦେଶ ଦେଇଛନ୍ତି ।

ଏହା ସହିତ ପୋସ୍ଟ ଟି କୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଯାହା ଦ୍ଵାରା ଏହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ଓ ଅଭିଷେକ ଙ୍କ ପରିବାରକୁ କିଛି ସାହାର୍ଯ୍ୟ ମିଳି ପାରିବ । ଆଶା କରୁଛୁ ଆପଣ ମାନେ ଏଥିରେ ନିଜ ଯୋଗଦାନ ଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *