ଓଡ଼ିଆ ସିରିଏଲ ର ସମସ୍ତ ହିରୋଇନ ମାନଙ୍କ ପିଲା ଦିନର ଫଟୋ ଆଗରୁ କେବେ ଦେଖି ନଥିବେ, ଦେଖନ୍ତୁ Video

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ଷ୍ଟାଇଲ, ଲୁକ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ଆପଣ ଏମାନେ କେବେ ଓଲିଉଡ କଳାକାର ମାନେ ପିଲା ଦିନେ ଦେଖିବାକୁ କେମିତି ଥିଲେ ଓ ତାଙ୍କର ସ୍ଵଭାବ କିପରି ଥିଲା ଜାଣିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଟିଭି ଜଗତର କିଛି କଳାକାର ମାନେ ପିଲା ଦିନେ ଦେଖିବାକୁ କେମିତି ଥିଲେ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଲିପ୍ସା ମିଶ୍ର : ଟିଭି ଇଣ୍ଡଷ୍ଟ୍ରି ରେ ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ଲିପ୍ସା ମିଶ୍ର ପରିଚିତ । ସେ ଅନେକ ଓଡିଆ ସିରିଏଲରେ ଜବରଦସ୍ତ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଭି-ଡି-ଓ ରେ ତାଙ୍କର ପିଲା ଦିନ ଫୋଟୋ ଦେଖା ଯାଇଛି ।

୨- ହିତେସା : ଅଭିନେତ୍ରୀ ହିତେସା ତରଂଗ ଚ୍ଯାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ଦୂର୍ଗା” ରେ ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଏହି ଭି-ଡି-ଓ ରେ ତାଙ୍କର ପିଲା ଦିନର ଫୋଟୋ ଦେଖା ଯାଇଛି । ସେ ଦେଖିବାକୁ ବହୁତ କ୍ୟୁଇଟ ଲାଗୁଛନ୍ତି ।

୩- ଶ୍ଵେତଲାନା ଭଟ୍ଟାଚାର୍ଜ୍ୟ : ଟିଭି ଜଗତରେ ଅନେକ ଓଡିଆ ଧାରାବିହିକ ରେ ଅଭିନେତ୍ରୀ ଶ୍ଵେତଲାନା ଖୁବ ସୁନ୍ଦର ଅଭିନୟ କରିବାର ନଜର ଆସିଛନ୍ତି । ସେ “ତୋ ଅଗଣାର ତୁଳସୀ ମୁଁ” ରେ ଜବରଦସ୍ତ ଅଭିନୟ କରି ଲୋକପ୍ରିୟ ହୋଇଥିଲେ । ଏହି ଭି-ଡି-ଓ ରେ ତାଙ୍କର ପିଲା ଦିନର ଫୋଟୋ ଦେଖା ଯାଇଛି ।

୪- ଲିପି ମହାପାତ୍ର : ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ତାରା ତାରିଣୀ” ରେ ଅଭିନୟ କରିଥିବା ଲିପି ଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଏହା ସହ ସେ ଅନେକ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି । ଏହି ଭି-ଡି-ଓ ରେ ତାଙ୍କର ପିଲା ଦିନର ଫୋଟୋ ଦେଖା ଯାଇଛି ।

୫- ଶୀତଳ : ଆପଣ ମାନେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହୋଇଥିବା ଅନେକ ସିରିଏଲରେ ଅଭିନେତ୍ରୀ ଶୀତଳ ଙ୍କୁ ଅଭିନୟ କରିବାର ନିଶ୍ଚୟ ଦେଖିଥିବେ । ଏହି ଭି-ଡି-ଓ ରେ ତାଙ୍କର ପିଲା ଦିନର ଫୋଟୋ ଦେଖା ଯାଇଛି ଯେଉଁଥିରେ ସେ ବହୁତ କ୍ୟୁଇଟ ଲାଗୁଛନ୍ତି ।

୬- ପ୍ରିୟାଙ୍କା : ତଅଁର ଚ୍ୟାନେଲରେ ପ୍ରସାରିତ ହେଉଥିବା ସିରିଏଲ “କୁଆଁରୀ ବୋହୁ” ରେ ଶ୍ରଦ୍ଧା ଭୂମିକାରେ ଅଭିନେତ୍ରୀ ପ୍ରିୟଙ୍କା ନଜରା ଆସୁଛନ୍ତି । ଏହି ଭି-ଡି-ଓ ରେ ତାଙ୍କର ପିଲା ଦିନର ଫୋଟୋ ଦେଖା ଯାଇଛି ।

୭- ଲାଭ୍ରିନ : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ଝିଅ ଆମର ନୂଆ ବୋହୁ” ରେ ଅଭିନେତ୍ରୀ ଲାଭ୍ରିନ ପୂଜା ଭୂମିକାରେ ଅଭିନୟ କରୁଛନ୍ତି । ଏହି ଭି-ଡି-ଓ ରେ ତାଙ୍କର ପିଲା ଦିନର ଫୋଟୋ ଦେଖା ଯାଇଛି ଯେଉଁଥିରେ ସେ ସୁନ୍ଦର ଲାଗୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *