ଅଭିନେତ୍ରୀ Pinky Pradhanଙ୍କ ଜୀବନୀ ଓ ପରିବାର, ଦେଖନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ର ନାୟିକା ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । କିଛି ନାୟିକା ଏମିତି ଅଛନ୍ତି ଯେଉଁ ମାନେ ଆଜି ଅଭିନୟ କରୁ ନାହାନ୍ତି ସତ କିନ୍ତୁ ତାଙ୍କର ଅଭିନୟର ଛାପ ଆଜି ବି ତିଷ୍ଠି ରହିଛି । ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ ଖାସ ନାୟିକା ଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏ କି ତାଙ୍କ ଅଭିନୟ କ୍ୟାରିୟରେ ଖୁବ ନାଁ କମାଇ ପାରିଛନ୍ତି ।

ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ଦର୍ଶକ ବନ୍ଧୁ ସେହି ଓଡିଆ ଅଭିନେତ୍ରୀ ଜଣକ ହେଉଛନ୍ତି ସସ୍ମିତା ପ୍ରଧାନ ଓରଫ ପିଙ୍କି । ଆପଣ ମାନେ ପିଙ୍କି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଅଭିନେତ୍ରୀ ପିଙ୍କି ଙ୍କର ଜନ୍ମ ମେ 1 ତାରିଖରେ ହୋଇଥିଲା । ତାଙ୍କର ଜନ୍ମ ଓଡିଶାର ଗଞ୍ଜାମ ଜିଲ୍ଲାରେ ହୋଇଥିଲା । ତାଙ୍କ ପରିବାରରେ ତାଙ୍କ ମା, ସ୍ଵାମୀ, ବାପା ମଧ୍ୟ ଅଛନ୍ତି ।

ପିଙ୍କି ଙ୍କର ସ୍ଵାମୀ ଙ୍କ ନାଁ ହେଉଛି ସବ୍ୟସାଚୀ ଦାସ । ତାଙ୍କ ବାପା ଜଣେ ଏୟାର ଫୋର୍ସ ଅଫିସର ଥିଲେ । ଏହା ସହ ପିଙ୍କି ଙ୍କ ବାପା ଜଣେ ଗଜଲ ଗାୟକ ଓ ଲେଖକ ଅଟନ୍ତି । ତାଙ୍କର ପୁରା ପରିବାର କହିଲେ ତାଙ୍କ ମା, ବଡ ଭଉଣୀ ଭାଣେଜୀ ଅଛନ୍ତି । ତାଙ୍କ ଜେଜେ ମା ମଧ୍ୟ ଅଛନ୍ତି । ଅଭିନେତ୍ରୀ ପିଙ୍କି ଉତ୍କଳ ୟୁନିଭର୍ସିଟି କଲେଜରେ ମାଷ୍ଟର ଇନ ଜର୍ନାଲିଜୀୟମ ଆଣ୍ଡ ମାସ କମୁନିକେଶନ ରେ ଶିକ୍ଷା ଗ୍ରହଣ କରିଛନ୍ତି ।

ସେ LLB କରିଛନ୍ତି କ୍ୟାପିଟାଲ ଲ କଲେଜ ରେ । ସେ ରାଜନୀତିରେ ମଧ୍ୟ ଖୁବ ପାରଙ୍ଗମ ଅଟନ୍ତି । ଅଭିନୟ ସହ ଅଭିନେତ୍ରୀ ପିଙ୍କି ରାଜନୀତି ରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ପିଙ୍କି ଏକା ଧାରା ରେ ଜେଣ ଅଭିନେତ୍ରୀ, ଉପସ୍ଥାପିକା, କଣ୍ଠ ଶିଳ୍ପୀ ଓ ମଡ଼େଲର ଅଟନ୍ତି । ଓଡିଆ ଆଲବମ ଜଗତରୁ ସେ ଲୋକଲୋଚନ କୁ ଆସିଥିଲେ ।

ସେ ଅନେକ ସାରା ଓଡିଆ ଫିଲ୍ମ ରେ କଣ୍ଠ ଦାନ କରିଛନ୍ତି ଯାହା ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥିଲା । ସେ ଅନେକ ସାରା ଫିଲ୍ମ ରେ ଅଭିନୟ କରିବାର ନଜର ଆସିଛନ୍ତି । ଅଭିନେତ୍ରୀ, ଉପସ୍ଥାପିକା ସବୁ କ୍ଷେତ୍ରରେ ସେ ଖୁବ ପାରଙ୍ଗମ ଥିଲେ । ପିଙ୍କି ଜଣେ ଭଲ ଅଭିନେତ୍ରୀ ସହ ଜଣେ ଭଲ ଗୃହିଣୀ ମଧ୍ୟ ଅଟନ୍ତି ।

ସେ ଆଲବମ ଠାରୁ ଆରମ୍ଭ କରି ଓଡିଆ ଫିଲ୍ମ ଯାଏଁ ସବୁ ଥିରେ ମାହିର ଥିଲେ ଆଉ ଖୁବ ନିଖୁଣ ଅଭିନୟ କରୁଥିଲେ । ଆଜି ବି ତାଙ୍କର ଅଭିନୟ ଓ ଗୀତ କୁ ଦର୍ଶକ ମାନେ ଖୁବ ପ୍ରଶଂସା କରିଥାନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କୁ ଅଭିନେତ୍ରୀ ପିଙ୍କି ପ୍ରଧାନ କେମିତି ଲାଗନ୍ତି ଓ ତାଙ୍କର ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *