ଅଭିନେତ୍ରୀ Rani Panda ହଟାତ Live ଆସି କାହିଁକି କହିଲେ ଏମିତି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏ ଦୁନିଆର ସାଢେ ଚାରି କୋଟି ଲୋକଙ୍କର ମଉଡ ମଣି ଯିଏ କି ଜଗତର ନାଥ ସେ ହେଉଛନ୍ତି ପ୍ରଭୁ ଜଗନ୍ନାଥ । ଯାହାଙ୍କ ପାଇଁ ଏ ସଂସାର ଚାଲୁଛି ଯାହାଙ୍କ ପାଇଁ ଏ ସୁନ୍ଦର ପରିବେଶ ସୃଷ୍ଟି ହୋଇ ପାରିଛି । ଯାହାଙ୍କ ଆଦେଶରେ ଏ ଧରାପୃଷ୍ଠ ଆଜି ଯାଏଁ ତିଷ୍ଠି ପାରିଛି ସେ ହେଉଛନ୍ତି ପ୍ରଭୁ ଜଗନ୍ନାଥ ।

କାଳିଆ ଠାକୁର ଜଗନ୍ନାଥଙ୍କ ବିଷୟରେ ଯେତେ କହିଲେ ବି ଅତ୍ଯୁକ୍ତି ହେବ ନାହି ବୋଲି ଶବ୍ଦର ପ୍ରୟୋଗ ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡା ନିଜ ରାଏ ରେ କହିଛନ୍ତି । ଯାହା ବାସ୍ତବରେ ପ୍ରଶଂସନୀୟ ଅଟେ । ତେବେ ରାନୀ ପଣ୍ଡା ଏମିତି କିଛି କଥା କହିଛନ୍ତି ଯାହା ହୁଏ ତ ସେ ଆଗରୁ କେବେ କହି ନ ଥିଲେ ।

ତେବେ ଆସନ୍ତୁ ଜାଣିବା ରାନୀ ପଣ୍ଡା ଏମିତି କହିବାର ଉଦେଶ୍ୟ କଣ ରହିଛି । ଏହି ଭି-ଡି-ଓ ରେ ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡା ପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ବୋଲି ମନେ ହେଉଛନ୍ତି । ସେ ଯାହା କିଛି ବି କହିଛନ୍ତି ତା ପଛରେ କିଛି ବଡ କାରଣ ରହିଛି । ସେହି କାରଣ ଟି ହେଉଛି ଜଣେ ବ୍ୟକ୍ତି ପ୍ରଭୁ ଜଗନ୍ନାଥଙ୍କୁ ଅ-ଶ୍ଳୀ-ଳ ଭା-ଷା-ର ପ୍ରୟୋଗ କରି ତାଙ୍କୁ ଅ-ପ-ମା-ନ ହେବା କଥା କହିଛନ୍ତି ଯାହା ରାନୀ ପଣ୍ଡା ଏହି ଭି-ଡି-ଓ ରେ କହିଛନ୍ତି ।

ସେ ବ୍ୟକ୍ତି ଜଣକ ଯେଉଁ କାମ କରିଛନ୍ତି ସେଥି ପାଇଁ ରାନୀ ପଣ୍ଡା ସ୍ଵର ଉତ୍ତୋଳନ କରିଥିବାର ଏହି ଭି-ଡି-ଓ ରୁ ସ୍ପଷ୍ଟ ହେଉଛି । ସୋ-ସି-ଆ-ଲ ମି-ଡି-ଆରେ ଜଣେ ବ୍ୟକ୍ତି ପ୍ରଭୁ ଜଗନ୍ନାଥଙ୍କୁ ଖ-ରା-ପ ଭା-ଷା-ରେ ଗା-ଳି କରିବାର ଦେଖି ରାନୀ ପଣ୍ଡା ଏହାର ପ୍ର-ତି-ବା-ଦ କରିଛନ୍ତି । ସେ କହିଛନ୍ତି ଯେ ବ୍ୟକ୍ତି ଜଣକ ଯେଉଁ ଭା-ଷା-ର ପ୍ରୟୋଗ କରିଛନ୍ତି ତାକୁ କେହି କହିବା ପୂର୍ବରୁ ଅନେକ ତାହର ବିଚାର ବିମର୍ଶ କରିବ । ଏପରି ଅ-ଶ୍ଳୀ-ଳ ଭା-ଷା ପ୍ରଭୁଙ୍କୁ କହିବା ଠିକ ନୁହେଁ ବୋଲି ରାନୀ ପଣ୍ଡା ନିଜ ମତରେ କହିଛନ୍ତି ।

ସେଥି ପାଇଁ ସେ ଓଡିଶାର ମାନନୀୟ ମୁଖ୍ୟମନ୍ତ୍ରୀ, ଡିଜି ମହୋଦୟ, ଆଇଏସ ମହୋଦୟ ଙ୍କୁ ରାନୀ ପଣ୍ଡା ଅ-ନୁ-ରୋ-ଧ କରିଛନ୍ତି ଯେ ଯେଉଁ ବ୍ୟକ୍ତି ଓଡିଆ ସଂସ୍କୃତିକୁ ଓ ଆମ ହିନ୍ଦୁ ଧର୍ମକୁ ଏଭଳି ଅ-ପ-ମା-ନ ଦେଲା ଭଳି ଶବ୍ଦର ପ୍ରୟୋଗ କରିଛନ୍ତି ସେ ଭଳି ଲୋକଙ୍କୁ ୪୮ ଘଣ୍ଟା ମଧ୍ୟରେ ତୁରନ୍ତ ଗି-ର-ଫ କରିବାକୁ ନିବେଦନ କରିଛନ୍ତି ।

ପ୍ରଭୁ ଜଗନ୍ନାଥଙ୍କ ପାଇଁ ରାନୀ ପଣ୍ଡା ଏହି ଭି-ଡି-ଓ ଜରିଆରେ ନ୍ୟାୟ ମାଗିଛନ୍ତି । ଯଦି ଏପରି ନ କରାଯାଏ ତେବେ ରାନୀ ପଣ୍ଡା ବଡ ଦାଣ୍ଡରେ ଅନଶନ କରିବେ ବୋଲି ଏହି ଭି-ଡି-ଓ ରେ କହିଛନ୍ତି ।

ବନ୍ଧୁଗଣ ରାନୀ ପଣ୍ଡାଙ୍କର ଏପରି ପଦକ୍ଷେପକୁ ଆପଣ ମାନଙ୍କର କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *