ଅଭିଯୋଗ ଲେଖିବା ପାଇଁ ଆସିଥିବା ଦୁଇ ଭଉଣିଙ୍କ ସହିତ ୟୁପି ପୁଲିସ କଲା ଖରାପ କାମ, କ୍ୟାମେରାରେ ରେକର୍ଡ ହେଲା ଏହି ଲଜ୍ୟାଜନକ କାମ

ଗୋଟେ ପଟେ ୟୁପି ପୁଲିସ ମନ ଉପରେ ଲଗାମ ଲଗାଇ ପାରିଲା ନାହିଁ ଏବଂ ଦିତୀୟ ପୁଲିସ ବାଲା ବି ପ୍ରଶ୍ନର ଘେରରେ ଅଛନ୍ତି । ଏବେ ପୁଲିସ ବାଲାର ଏକ ଘଟିଆ କାମ ମୋବାଇଲ କ୍ୟାମେରାରେ ରେକଡ ହୋଇଯାଇଛି ଯାହାଦ୍ୱାରା ପୁଲିସ ବାଲାର ଚିନ୍ତା ବଢିବାକୁ ଲାଗିଛି ,ଏହି ଘଟଣା ୟୁପି ମେନପୁରୀ ର ଅଟେ । ଏବେ ଆପଣ ଗୋଟେ ପ୍ରଶ୍ନର ଉତ୍ତର ଦିଅନ୍ତୁ ଯଦି ଆପଣଙ୍କ ସହିତ କିଛି ଖରାପ ହେବ ତାହେଲେ ଆପଣ କଣ କରିବେ ଏହା ଛୋଟ କଥା କି ଆପଣ ପୁଲିସ ଷ୍ଟେସନ ହିଁ ଯିବେ ।

କିନ୍ତୁ ଯଦି ପୁଲିସ ବାଲା ହିଁ ଆପଣଙ୍କ ସହିତ ଖରାପ ବ୍ୟବହାର କରିବାକୁ ଲାଗିବେ । ଏମତି ଏକ ଘଟଣା ଉତ୍ତର ପ୍ରଦେଶରେ ହୋଇଛି ,ଯାହାଦ୍ୱାରା ପୁରା ପୋଲିସେ ଡିପାର୍ଟମେଣ୍ଟ ର ବଦନାମ ହେଉଛି । ମେନପୁରୀର କରହଲ ଗେଟ ପୁଲିସ ଥାନାରେ ଜଣେ ପୁଲିସ ବାଲା ଦୁଇ ଭଉଣିଙ୍କ ସହିତ ପଚରାପଚାରି ସମୟରେ ଖରାପ ବ୍ୟବହାର କେରିଥିଲେ ।

ସେହି ଦୁଇ ଝିଅ ପୁଲିସ ପାଖକୁ ଜୋରଜବରଦସ୍ତ ର ଅଭିଯୋଗ କରିବା ପାଇଁ ଆସିଥିଲେ । କିନ୍ତୁ ଏହି ଦୁଇ ଭଉଣିଙ୍କର କହିବା କଥା କି ଯେତବେଳେ ଡିୟୁଟି ରେ ଥିବା ପୁଲିସ ବାଲା ହିଁ ସେହି ଦୁଇଜଣଙ୍କ ସହିତ ଖରାପ ବ୍ୟବହାର କରିବାକୁ ଲାଗିଲେ ।

ଭାଇରାଲ ଭିଡିଓରେ ଦେଖା ଯାଇଛି କି ଈଶ୍ଵରୀ ପ୍ରସାଦ ଝିଅମାନଙ୍କୁ ଭୁଲ ଉପାୟରେ ଛୁଇଁ ଥିବାର ଦେଖିବାକୁ ମିଳିଛି । ପୁଲିସ ଦୋଷିକୁ ଗିରଫ କରିନେଇଛନ୍ତି । ଯେତବେଳେ ଏହି ଘଟଣାର ଭିଡିଓ ଭାଇରାଲ ହେବାକୁ ଲାଗିଲା ସେତବେଳେ ଲୋକମାନେ ରାଗରେ ନିଆଁ ହେଇଗଲେ ଏବଂ ୟୁପି ପୁଲିସର ଖୁବ ନିନ୍ଦା କରିବାକୁ ଲାଗିଲେ ।

ଦେଖନ୍ତୁ ଭିଡିଓ

Leave a Reply

Your email address will not be published. Required fields are marked *