କାହିଁକି ଅଭିନୟ ଛାଡି ସନ୍ୟାସୀ ହେଲେ ମୋହନା

ଅଭିନୟ ଛାଡି ସନ୍ୟାସୀ ହେଲେ ତାରାତାରିଣୀ ସିରିଏଲର ମୋହନା, କଣ ରହିଛି ଏହା ଉପରେ ଅଧିକ ବିବରଣୀ ଏହାକୁ ସେସ ଯାଏ ପଢନ୍ତୁ । ଆପଣ ପ୍ରତିଦିନ ତାରା ତରେଣୀ ସିରିଏଲ ପ୍ରତିଦିନ ଦେଖୁଥିବେ । ତାରା ତାରେଣୀ ସିରିଏଲରେ ଅଭିନୟ କରୁଥିବା ମୋହନା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ମୋହନା ତାରା ତରେଣୀ ସିରିଏଲରେ ନେଗେଟିଭ ଚରିତ୍ରରେ ଅଭିନୟ କରନ୍ତି ।ମୋହନାଙ୍କ ରିଅଲ ନାମ ହେଉଛି ଛନ୍ଦିତା ପାଢୀ । ଛନ୍ଦିତା ପାଢୀ ବହୁତ ସାରା ସିରିଏଲ ଓ ଫିଲ୍ମରେ ଅଭିନୟ କରିସାରିଛନ୍ତି ।

ସବୁଠୁ ଲୋକ ପ୍ରିୟା ଧାରାବାହିକ ତୋ ଅଗଣର ତୁଲସୀ ମୁଁ, ଅଭିନୟ କରି ବହୁତ ଲୋକ ପ୍ରିୟ ହୋଇଥିଲେ । ତା ପରେ ଛନ୍ଦିତା ପାଢିଙ୍କ ଚରିତ୍ରଙ୍କୁ ଲୋକ ମାନେ ବହୁତ ପ୍ରଶଂସା କରିବାକୁ ଲାଗିଥିଲେ । ଏବେ ଛନ୍ଦିତା ପାଢୀ ବହୁତସାର ସିରିଏଲ ଓ ଫିଲ୍ମରେ ଅଭିନୟ କରୁଛନ୍ତୁ । ଟିଭିରେ ପ୍ରସାରିତ ମେଗା ସିରିଏଲରେ ତାରାତାରେଣରେ ଛନ୍ଦିତା ପାଢୀ ମୋହନା ଭୂମିକରେ ଅଭିନୟ କରିଛନ୍ତି । ମୋହନାଙ୍କ ନେଗେଟିଭ ଚରିତ୍ରକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି । ଆଉ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ତାରା ତାରେଣୀ ସିରିଏଲରେ ମୋହନାଙ୍କୁ ବହୁତ ପସନ୍ଦ କରନ୍ତି ।

ତାଙ୍କର ଅଭିନୟ ଯାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତାରା ତାରେଣୀ ସିରିଏଲ କରିବା ପୂର୍ବରୁ ମୋହନା ବହୁତ ସାରା ଧାରାବାହିକରେ ଅଭିନୟ କରିଛନ୍ତି ।ଯେମିତିକି ତୋ ଅଗଣାର ତୁଲସୀ ମୁଁ,  ରେ ମଧ୍ୟ ଖଳନାୟକ ଭ୍ମିକରେ ଅଭିନୟ କରିଥିଲେ । ବର୍ତମାନ ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିକି ମୋହନା ସନ୍ୟାସୀ ହୋଇଛନ୍ତି । ସେ ଏହି ସିରିଏଲରେ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟ ମଧ୍ୟ ଜିତିସାରିଛନ୍ତି । ତାଙ୍କର ଅଭିନୟ ବହୁତ ଭଲ ହୋଇଥାଏ । ଏହା ଛଡା ସେ ମଧ୍ୟ ବହୁତ ସାରା ଧାରାବାହିକରେ ଅଭିନୟ କରିଛନ୍ତି ।

ମୋହନା ସନ୍ୟାସୀ ହୋଇଯାଇଛନ୍ତି ସତ ଏହା କିନ୍ତୁରିଅଲ ଜୀବନରେ ନୁହେଁ  ରିଲ ଲାଇଫରେ ।  ମୋହନା ଶୁଟିଙ୍ଗ ସମୟର କିଛି ଫୋଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋସ୍ତ କରିଛନ୍ତି ଏହା ଦେଖି ଦର୍ଶକ ମାନେ ବ ଭାବୁଛନ୍ତି ସତରେ ମୋହନା ସନ୍ୟାସୀ ହୋଇଯାଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ମୋହନା କେମିତି ଲାଗନ୍ତି ବା ତାରା ତାରେଣୀ ସିରିଏଲରେ ମୋହନାଙ୍କ ଅଭିନୟ ଆପଣଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ  ନିଶ୍ଚିନ୍ତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *